Latest Odisha News

BREAKING NEWS

ଡେପୁଟି ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଶାର ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ କୁମାର ସାହୁ ହୋଇଛନ୍ତି ଡେପୁଟି ନିର୍ବାଚନ କମିଶନର। ମନୋଜ ସାହୁ ଏବେ କେନ୍ଦ୍ରରେ ନିଯୁକ୍ତ ରହିଛନ୍ତି। ଶନିବାର ତାଙ୍କର ନୂଆ ନିଯୁକ୍ତି ବାବଦରେ ସୂଚନା ମିଳିଛି। ଡିସେମ୍ବର ୧୬, ୨୦୨୩ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି।…

ହକି ସିରିଜ: ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ରୋମାଂଚକ ପ୍ରଥମ ମ୍ୟାଚରେ ଭାରତ ୪-୫ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି । ବିଜୟ ସହ ଆୟୋଜକ ଟିମ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ…

ପଦ୍ମପୁର ପାଇକମାଳରେ ତିନି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ପାଇକମାଳରେ ହିଂସା। ଟାଙ୍ଗିଆ ଚୋଟରେ ଆହତ ହୋଇଛନ୍ତି ତିନି ଜଣ। ଆକ୍ରମଣର ଶିକାର ହେବା ପରେ ତିନି ଜଣ ଲହୁ ଲୁହାଣ ହୋଇ ସ୍ଥାନୀୟ ପାଇକମାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ତିନି ଜଣ ହେଲେ ପାଇକମାଲ୍ ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀପଡାର ଅନିରୁଦ୍ଧ…

ରାଜଧାନୀରେ ପଦ୍ମପୁରର ତାତି: ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁରରେ ଗୋଟିଏ ପଟେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ଅନ୍ୟପଟେ ରାଜଧାନୀରେ ବିଜେଡି ଓ ବିଜେପି ନେତା ପରସ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଦୌଡିବା ଜୋରଦାର କରିଛନ୍ତି। ଭୋଟ୍ ବିକଳରେ ପଦ୍ମପୁରରେ ବିଜେପି ହିଂସା…

ତ୍ରିଫଳାର ଉପଯୋଗୀ ନେଇ ବ୍ଲଡ କ୍ୟାନ୍ସର ରୋଗୀଙ୍କ ଉପରେ ଏମ୍ସର ଗବେଷଣା

ନୂଆଦିଲ୍ଲୀ: କ୍ୟାନ୍ସର ରୋଗକୁ ଭଲ କରିବାରେ ରାମବାଣ ଉପାୟ ହେବ କି ତ୍ରିଫଳା । ଆୟୁର୍ବେଦିକ ଓ ଏଲୋପ୍ୟାଥୀ ଲଢ଼େଇରେ ବାଜି ମାରିବ ତ୍ରିଫଳା । କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା କେମୋଥେରାପୀ ଏବଂ ମେଡିସିନ ବ୍ୟବହାରରେ ଅନେକ ପାଶ୍ୱର୍୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାହାର ଦରଦ କେତେ?

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ମଧ୍ୟ ଗୋଟିଏ ପ୍ରସଙ୍ଗ ରହିଛି। ଏହାକୁ ନେଇ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳର ନେତାଙ୍କୁ ଘେରୁଛନ୍ତି। ଏହି ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ…

ଦେବଦୂତ ସାଜିଲା ପୋଲିସ, ଆହତଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନା ନେଲେ

ନିଶ୍ଚନ୍ତକୋଇଲି:  ରାସ୍ତାକଡରେ ଛଟପଟ ହେଉଥିଲେ । ଆକୁଳ ଚିତ୍କାର କରୁଥିଲେ । ହେଲେ କାହା କାନରେ ବାଜୁ ନ ଥିଲା ତାଙ୍କର ସେ ବିକଳ କାନ୍ଦ । ସମସ୍ତେ ଦେଖୁଥାନ୍ତି, ହେଲେ ମୁହଁ ବୁଲାଇ ଚାଲି ଯାଉଥାନ୍ତି । ଶରୀର ଯନ୍ତ୍ରଣାଠାରୁ ଏ ଅମାନବୀୟ ବ୍ୟବହାର ତାଙ୍କୁ ଅଧିକ ଯନ୍ତ୍ରଣା ଦେଉଥିଲା  । ଏହି…

୧୨ ବର୍ଷ ପରେ ଫିଫା ବିଶ୍ୱକପରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ଦୋହା: ଫିଫା ବିଶ୍ୱକପରେ ଶନିବାର ଅଷ୍ଟ୍ରେଲିଆ ୧-୦ ଗୋଲରେ ଟ୍ୟୁନିଶିଆକୁ ପରାସ୍ତ କରିଛି । ୧୨ ବର୍ଷ ପରେ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ପ୍ରଥମ ବିଜୟ । ଏହି ସଂଘର୍ଷପୂର୍ଣ୍ଣ ମୁକବିଲାରେ ବିଜୟ ସୂଚକ ଏକମାତ୍ର ଗୋଲଟି ମ୍ୟାଚର ୨୩ତମ ମିନିଟରେ ମିଚେଲ ଡ୍ୟୁକ ସ୍କୋର କରିଥିଲେ । ବିଜୟ ସହ ଗ୍ରୁପ…

ଗୁଜରାଟରେ ବିଜେପି ପାଇଁ ପ୍ରଚାର କରୁଛନ୍ତି ବିଜେଡି ମନ୍ତ୍ରୀ: ନରସିଂହ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ବିଜେଡି ଓ ବିଜେପି ମଧ୍ୟରେ ଭଲ ସମ୍ପର୍କ ନାହିଁ। ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରଠୁ ପରସ୍ପରକୁ ଦେଖିଲେ ଦୁଇ ଦଳ ଡେଉଁଛନ୍ତି। ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଦୁଇ ଦଳ ମୈଦାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ପୂର୍ବତନ…

ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଅଗ୍ନିକାଣ୍ଡ

ଦୋହା: କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ ଅବସରରେ ଶନିବାର ଏକ ଅଘଟଣ ଘଟିଛି । ରିପୋର୍ଟ ମୁତାବକ ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କ୍ୱେଟଫାନ ଦ୍ୱୀପ ଉତରରେ ଥିବା ଏହି ଗ୍ରାମ ଉପରେ କଳା ଧୂଆଁ ଦେଖିବାକୁ ମିଳିଥିଲା । ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର କୌଣସି…