ଜୋନାଲ ମିଟରେ ଓଡିଶାର ବୀରେନ୍ଦ୍ରଙ୍କୁ ରୌପ୍ୟ, ଜାତୀୟ ପ୍ରତିଯୋଗିତା ପାଇଁ ହାସଲ କଲେ ଯୋଗ୍ୟତା
ଇନ୍ଦୋର: ଓଡିଶାରେ କ୍ରୀଡାର ବିକାଶ ଘଟିବାରେ ଲାଗିଛି । ରାଜ୍ୟର ପ୍ରଥମ ପାରା ଶୁଟର ବୀରେନ୍ଦ୍ର ବଳିୟାରସିଂ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଜୋନାଲ ପାରା ଶୁଟିଂ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଷ୍ଟାଣ୍ଡିଂ ଏସଏଚ-୧ ପୁରୁଷ ୧୦ ମିଟର ଇଭେଂଟରେ ରୌପ୍ୟ ପଦକ ଜିତିଛନ୍ତି ।…