Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏଥିପାଇଁ ସେମାନଙ୍କୁ ଠିକ ସମୟରେ ଉଚିତ ପାରିଶ୍ରମିକ ଦିଏ ଏବଂ ସୁବିଧା ଅସୁବିଧାରେ ସେମାନଙ୍କ ସାଙ୍ଗରେ କାନ୍ଧ ମିଳାଇ ଠିଆ ହୁଏ । ସମସ୍ତଙ୍କର ବିପଦ ଆପଦରେ ତା' ମାଆ ଆସ୍ଥା ପରି ସୁରେଖା ମଧ୍ୟ ଗୌରୀ ନାନୀ ହୋଇ ଠିଆ ହୋଇଯାଏ…

ଗୁରୁଙ୍କ ପ୍ରତି ବିଶ୍ବାସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଥରେ ଗୁରୁ ଏବଂ ଶିଷ୍ୟ ଏକ ଗାଁ ଦେଇ ଯାଉଥିଲେ । ଅଳ୍ପ ଦୂର ଚାଲିବା ପରେ ଗୁରୁ ଶିଷ୍ୟଙ୍କୁ କନାଖଣ୍ଡେ ମାଗିଲେ । ଆଜ୍ଞାକାରୀ ଶିଷ୍ୟ କିଛି ବିଚାର ନ କରି ନିଜ ଧୋତିରୁ ଖଣ୍ଡେ ଚିରି ସଙ୍ଗେ ସଙ୍ଗେ ଦେଲେ । ଗୁରୁ ସେହି କନାଖଣ୍ଡକୁ ନିଜ…

ଅନୁବାଦ କବିତା : ସହର

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା ୧. ସହର ଏଇ ନଗ୍ନ ପାହାଡ଼ର ଶୀର୍ଷରେ ଏକ କାଲଭାରି ସ୍ୱଚ୍ଛ ଜଳଧାରା ଏବଂ ଶହ ଶହ ବର୍ଷର ପୁରୁଣା ଅଲିଭ ଗଛମାନ ଅଣଓସାରିଆ ରାସ୍ତାରେ ମଫଲରରେ ମୁହଁ ଢାଙ୍କିଥିବା ଲୋକ ଏବଂ ମିନାର ଉପରେ ଥିବା ପବନର ଦିଗ ପ୍ରଦର୍ଶକ ନିଶାଣରେ ଘୁରି…

ଭାଷା ଭାଗବତ : କଥା ଦୁଇ ଧାଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ ବି ଖଂଡା, ଗଦା ଧରି କେହି ପାରେନି ଯୁଦ୍ଧ କରି କେବଳ ମଂଚ ଅଭିନେତା ମାନଂତି ପୂର୍ବ ରୀତି, ପ୍ରଥା ଏବେ ଆମ ଲେଖକ, କବି ବିଶ୍ବକୁ ରଂଗମଂଚ ଭାବି କରଂତି ଯେଣୁ ଅଭିନୟ ହେଉନି ନୂଆ ଜ୍ଞାନୋଦୟ ବାସ୍ତବ ଭାଷାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ଏକ ପ୍ରମୁଖ ଓ ପ୍ରାଚୀନ ସ୍ଥଳ ହେଇଛି କଳ୍ପ- ବଟ, ଏହି କଳ୍ପବଟ ତଳେ ମା ବଟମଙ୍ଗଳା ବା ସର୍ବ ମଙ୍ଗଳାଙ୍କ ମନ୍ଦିର ଓ ମୂର୍ତ୍ତି ବିଷୟରେ…

କେରଳ ରାଜ୍ୟପାଳଙ୍କୁ ଭେଟିଲେ ନିରଞ୍ଜନ

ଭୁବନେଶ୍ୱର: କେରଳ ରାଜ୍ୟପାଳ ଅରିଫ ମହମ୍ମଦଙ୍କୁ ଭେଟିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡିଶା ଗସ୍ତରେ ଆସିଥିବା କେରଳର ମହାମହିମ ରାଜ୍ୟପାଳ ଅରିଫ ଅହମ୍ମଦଙ୍କୁ ରାଜଭବନରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ।…

ମୋତେ ରାସ୍ତାରୁ ହଟାଇବାକୁ ଭଡ଼ାରେ ଗୁଣ୍ଡା ଅଣାଯାଉଛି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବିଜେଡିରୁ ବହିଷ୍କୃତ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବୁଧବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କୁ ନିପାତ କରିବା ପାଇଁ ଅପରାଧୀମାନଙ୍କୁ ଭଡ଼ାରେ ଅଣାଯାଉଛି। ଗୋପାଳପୁର ବିଧାୟକ କହିଛନ୍ତି, ତାଙ୍କୁ ମିଳିଥିବା ସୂଚନା…

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫାଇଲ୍ ଫିଙ୍ଗିଲେ, ଏବେ ରାତି ଅଧିଆ ବଦଳି କରିଦେଲେ!

ଯାଜପୁର (ହିମାଂଶୁ କୁମାର ପାଢୀ): ଚର୍ଚ୍ଚାରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ କାର୍ଯ୍ୟକଳାପ। ପୌରାଧ୍ୟକ୍ଷା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଅନ୍ତର୍ଦ୍ବନ୍ଦ ଏବେ ଦାଣ୍ଡରେ ପଡି ହାଟରେ ଗଡିଛି । ନିକଟରେ ପୌରାଧ୍ୟକ୍ଷା…

କ୍ୟାମେରାରେ କଏଦ ହେଲା ଜି ୨୦ରେ ଚୀନ୍ ରାଷ୍ଟ୍ରପତି ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ

ବାର୍ଲି: ଇଣ୍ଡୋନେସିଆର ବାର୍ଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସି ଜିନପିଙ୍ଗ ଜଷ୍ଟିନ ଟୁଡୋଙ୍କ…

ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ଟିମ୍ : ୫ ବର୍ଷ ପରେ ଦିଲ୍ଲୀରେ ଖେଳାଯିବ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୪ ମ୍ୟାଚ ବିଶିଷ୍ଟ ଗାଭାସ୍କର-ବର୍ଡର ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଏହି ସିରିଜ ୱାର୍ଲ୍ଡ ଟେଷ୍ଟ ସିରିଜ ପାଇଁ ଗୁରୁତ୍ୱପୂର୍ଣ୍ଣ । କେଉଁ ଦଳ ଫାଇନାଲରେ ପ୍ରବେଶ ତାହା ଏକ ପ୍ରକାର ଏହି ସିରିଜରେ ଚୂଡାନ୍ତ ହେବ ।…