ସ୍ୱାତୀ ମାଲିୱାଲ୍ଙ୍କ ସହ ଘଟିଥିବା ଘଟଣାକୁ ବିଜେପି ମିଛ ବୋଲି କହିବା ପରେ କଡ଼ା ସମାଲୋଚନା କଲେ ସ୍ୱାତୀ
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲଙ୍କୁ କାର୍ରେ ଏକ ମଦୁଆ ଡ୍ରାଇଭର ୧୦-୧୫ ମିଟର ଘୋଷାରି ନେବା ଘଟଣାକୁ ବିଜେପି ନେତା ମିଛ ବୋଲି କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱାତୀ। ସେ ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ବିଜେପି ମିଛ ଓ ଖରାପ କଥା…