Latest Odisha News

BREAKING NEWS

ମିଶନ ଶକ୍ତି ଯୋଜନା ପଛରେ କିଏ, ରାଜ୍ୟ ନା କେନ୍ଦ୍ର?

ଭୁବନେଶ୍ୱର: ମିଶନ ଶକ୍ତି ରାଜ୍ୟ ସରକାରଙ୍କ ଅନ୍ୟତମ ଯୋଜନା ଯାହା ଶାସକ ଦଳକୁ ମଜବୁତ କରିଛି। ନିକଟରେ ନବୀନ ସରକାର  ମିଶନ ଶକ୍ତିରେ ଏସଏଚଜି ସଦସ୍ୟ ୫ ଲକ୍ଷ ଯାଏ ଲୋନ୍ ନେଲେ ସୁଧ ଦେବାକୁ ପଡିବନି ବୋଲି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ବେଳେ କହିଥିଲେ ଏହା…

ମୁଖ୍ୟମନ୍ତ୍ରୀ ପ୍ରଚାର ବେଳେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରନ୍ତୁ: ଧର୍ମେନ୍ଦ୍ର

ପଦ୍ମପୁର/ବରଗଡ଼: ମୁଖ୍ୟମନ୍ତ୍ରୀ ରାତିରେ କ୍ୟାବିନେଟ୍ ବସାଇ ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲା ମାନ୍ୟତାର ମଞ୍ଜୁର ଦେବା ସହ ଆସନ୍ତାକାଲି ଏହାର ବିଜ୍ଞପ୍ତି ଚିଠା ପଦ୍ମପୁରରେ ଦେଖାଇବେ କି ବୋଲି ପଦ୍ମପୁରରେ ପ୍ରଚାର କରିବା ଅବସରରେ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

୫୦ ହଜାର ଚାଷୀଙ୍କୁ ନେଇ ବିଧାନସଭା ଘେରିବ ବିଜେପି

ଭୁବନେଶ୍ୱର: ଓଡ଼ିଶାର ୮୦% ଲୋକ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ଚାଷୀଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା ନକରିବା ଲଜ୍ଜାର କଥା । ରାଜ୍ୟ ସରକାର ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ତାହା ଗାଁରେ ପଂହଚିପାରୁନାହିଁ । ଚାଷୀମାନେ…

ବଡ ପରେ ଭାଇରାଲ ହେଲା କିମ୍‌ ଜୋଙ୍ଗଙ୍କ ସାନ ଝିଅର ଫଟୋ

ପ୍ୟୋଙ୍ଗୟାଙ୍ଗ: ନର୍ଥ କୋରିଆର ତାନାଶାହ କିମ ଜୋଙ୍ଗଙ୍କୁ ନେଇ ଗଣମାଧ୍ୟମରେ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି । କେତେବେଳେ ମିସାଇଲ ପରୀକ୍ଷଣ ତ କେତେବେଳେ ନିଷ୍ଠୁର ଦଣ୍ଡପ୍ରଦାନ ପାଇଁ କିମ ଜୋଙ୍ଗ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଆଜିକାଲି କିମ ଜୋଙ୍ଗ ନିଜ ଝିଅମାନଙ୍କୁ ନେଇ…

କୋଟିପତି ଭିକାରୀ: ସମ୍ପତି ତାଲିକା ଶୁଣିଲେ ହୋସ ଉଡ଼ିଯିବ

ବ୍ରିଟେନ: ଭିକାରୀ ପୁଣି ଧନୀ ? ଏମିତି କଥା ତ ନିହାତି ଆଶ୍ଚର୍ଯ୍ୟଜନକ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ଅସମ୍ଭବ ବୋଲି ଆପଣ କହିପାରିବେନି । କାରଣ ଆଜିର ଦୁନିଆରେ ଏମିତି କଥା ବି ସମ୍ଭବ । ଜାଣି ଆଶ୍ଚର୍ଯ୍ୟ ହେବେ, ରାସ୍ତାରେ ବୁଲି ବୁଲି ଭିକ ମାଗୁଥିବା ଜଣେ ବ୍ୟକ୍ତି ୫ କୋଟିରୁ ଅଧିକ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦାକଲା ବ୍ରହ୍ମପୁର ପ୍ରେସ୍‍ କ୍ଲବ

ବ୍ରହ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ନନ୍ଦିଘୋଷ ଟିଭିର କାର୍ଯ୍ୟରତ ସାମ୍ବାଦିକ ଦେବହରି ବେହେରାଙ୍କୁ କିଛି ଅସାଧୁ ବ୍ୟକ୍ତି ଆକ୍ରମଣ କରିଥିବା ନେଇ ଜଣାପଡିଛି। ଏହାକୁ ବିରୋଧ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ରହ୍ମପୁର…

ଦୋକାନରୁ ୪୭୫ ଗ୍ରାମ ସୁନା ଚୋରାଇ ଆକାଉଣ୍ଟାଣ୍ଟ, ସେଲ୍‌ସମ୍ୟାନ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ବଡବଜାର ଥାନା ଅନ୍ତର୍ଗତ ବଡବଜାର ମୁଖ୍ୟଛକରେ ଥିବା ଏକ ସୁନା ଦୋକାନରୁ ଚୋରୀ କରିଥିବା ଅଭିଯୋଗରେ ପୁଲିସ୍‍ ସୁନା ଦୋକାନରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଓ ସେଲ୍ସମ୍ୟାନ୍‍କୁ ଗିରଫକରିଥିବା ନେଇ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି।…

ସିଂଘମ ଏଗେନରେ ପୁନର୍ବାର ଏକତ୍ର ହେବେ ରୋହିତ-ଅଜୟ

ମୁମ୍ବାଇ: ରୋହିତ ଶେଟ୍ଟୀ ଓ ଅଜୟ ଦେବଗାନ ପୁନର୍ବାର ସିଂଘମ ଏଗେନରେ ଏକତ୍ର ହେବାକୁ ଯାଉଛନ୍ତି । ସିଂଘମ ଫ୍ରାଂଚାଇଜର ପ୍ରଥମ ୨ଟି ସଂସ୍କରଣ ସୁପରହିଟ ହେବା ପରେ ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ବେଶ ଉତ୍କଣ୍ଠା ରହିଛି । ଭୋଲା ଫିଲ୍ମ ପରେ ଏହାର ଶୁଟିଂ ଆରମ୍ଭ ହେବ । ଅଜୟ ଭୋଲା ନେଇ ଏବଂ ରୋହିତ…