Latest Odisha News

BREAKING NEWS

ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ…

କୋର୍ଟ ପରିସରରେ ପେଟ୍ରୋଲ ଢ଼ାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର: କୋର୍ଟ ଭିତରେ ବିଚାରପତିଙ୍କୁ ଆକ୍ରମଣ ଘଟଣାର କିଛି ଦିନ ପରେ ପୁଣି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର SDJMଙ୍କ କୋର୍ଟ। ଶୁକ୍ରବାର ଜଣେ ମହିଳା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଶୁକ୍ରବାର ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମହିଳାଙ୍କୁ ପୋଲିସ…

ପୁଣି ଇଡିରେ ହାଜର ହେଲେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର : ପୁଣି ଇଡିରେ ହାଜର ହୋଇଛନ୍ତି ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । ଦ୍ୱିତୀୟ ଥର ପାଇଁ ସେ ଇଡିରେ ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଇଡି ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିଥିଲା । ପ୍ରମୋଦଙ୍କ ଘରେ ଅର୍ଚ୍ଚନା ନାଗ ଭଡ଼ା ସୂତ୍ରରେ ରହୁଥିଲେ । ଅନେକ ସମୟରେ ସେ ଅର୍ଚ୍ଚନାଙ୍କୁ ଟଙ୍କା…

ଆଜି ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର; ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ପଦ୍ମପୁର: ଆଜି ପଦ୍ମପୁର ଦେଖିବ ହାଇବୋଲଟେଜ୍ କ୍ୟାମ୍ପେନ ।ବିଜେଡି ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହାଙ୍କ ପାଇଁ ମୈଦାନକୁ ଓହ୍ଲାଇବେ ଖୋଦ୍ ବିଜେଡି ସୁପ୍ରିମୋ । ପଦ୍ମପୁର ଟାଉନ, ପାଇକମାଳ ଓ ଝାରବନ୍ଧରେ ବିଶାଳ ସମାବେଶରେ ଯୋଗ ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । କୋଭିଡ୍ ପରେ ପ୍ରଥମ ଥର…

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ:  ହଜିଗଲା ମଲାଜହ୍ନ। ଅଫେରା ରାଇଜକୁ ଚାଲିଗଲେ ଅମଡ଼ା ବାଟର ଅଭିନେତ୍ରୀ । ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ହୋଇଛି । ବିଳମ୍ୱିତ ରାତିରେ  କଟକସ୍ଥିତ ବାସଭବନରେ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ଅମଡ଼ା ବାଟ, ଅଦିନ ମେଘରେ କରିଥିଲେ ସୁନ୍ଦର…

ଦହି ବାଇଗଣ 

ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ରନ୍ଧାବଢ଼ାରୁ 'ଦହି ବାଇଗଣ' ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ  ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା,  ତରକାରୀ,  ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ 'ଦହି ବାଇଗଣ' ର ପ୍ରସ୍ତୁତି ଶିଖିବା। ସାମଗ୍ରୀ : ଛୋଟ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା... ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା' ପୂର୍ବରୁ ଯଦି ମୁଁ ସରି ଯାଏ... ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ...…

ଭାଷା ଭାଗବତ : ନିରର୍ଥକ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଧିକ କଥନ, ଲିଖନ କରେ ଜ୍ଞାନର ଜ୍ୟୋତି ମ୍ଳାନ ଏକାଗ୍ର, ଏକାଂତ ଚିଂତନ ଉତ୍ପନ୍ନ କରେ ଶୁଦ୍ଧ ଜ୍ଞାନ ଇଂଦ୍ରିୟାଶ୍ରିତ ଅନୁଭୂତି ସାମାନ୍ୟ ଜ୍ଞାନ ଅନୁରକ୍ତି ଦେଲେ ବି ହୁଏନି ଯଥେଷ୍ଟ ଜ୍ଞାନ ସଂଧାନୀ ପାଏ କଷ୍ଟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅବସ୍ଥିତ ମୁକ୍ତିମଣ୍ଡପ ଆଖ ପାଖରେ ଆମେ ଶ୍ରୀକ୍ଷେତ୍ରପାଳ ମହାଦେବ ଓ ମା କୁତ୍ତାମ ଚଣ୍ଡୀଙ୍କ ଦର୍ଶନ ପରେ ଆମେ ମୁକ୍ତି ମଣ୍ଡପର ଐଶାନ୍ୟ…

ଚମତ୍କାରୀ ଭୃଶଙ୍ଗ ପତ୍ରକୁ ଏପରି ବ୍ୟବହାର କରନ୍ତୁ ଦୂର ହୋଇଯିବ କେଶ ସମସ୍ୟା…

ଓଡ଼ିଶା ସମ୍ବାଦ ବ୍ୟୁରୋ : ଚିନ୍ତାର କାରଣ ପାଲଟିଛି କେଶ ଝଡ଼ିବା ସମସ୍ୟା । କେଶ ଝଡ଼ିବା ନେଇ ଆପଣ ଚିନ୍ତିତ ଅଛନ୍ତି କି ! ତେବେ ଆସନ୍ତୁ କିଛି ଉପାୟ ଆପଣେଇଲେ ଆାପଣଙ୍କ କେଶ ଝଡ଼ିବା ଦୂର ହୋଇଯିବ । ଭୃଶଙ୍ଗ ପତ୍ରକୁ ପ୍ରାୟତଃ ଆମେ ଖାଦ୍ୟରେ ବ୍ୟବହାର କରିଥାଉ । ଆପଣ ଜାଣିଛନ୍ତି କି…