Latest Odisha News

BREAKING NEWS

ସିଡନୀରେ ପ୍ରଥମ ସେମିଫାଇନ ଆଜି: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

ସ୍ବିଡନୀ: ଟି-ଟ୍ବେଣ୍ଟି ବିଶ୍ବକପ ପ୍ରଥମ ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ମ୍ୟାଚ ଜିତିବା ପାଇଁ  ଦୁଇଦଳ ଦୁଇ ଦିନ ହେଲା ଝାଳବୁହା ପ୍ରାକ୍ଟିସ କରିଛନ୍ତି ।  ତେବେ ପାକିସ୍ତାନ ଦୁଇ ଓପନର ଫର୍ମରେ ନାହାଁନ୍ତି । ବାବର ଏବଂ ରିଜଓ୍ବାନ ଫର୍ମରେ ନଥିଲେ…

ଶ୍ରୀଜିଉଙ୍କର ବନକଲାଗି ନୀତି

ପୁରୀ : ଆଜି ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।  ବୁଧବାର ମହାପ୍ରଭୁଙ୍କ ବନକ ଲାଗି ନୀତି  । ବନକଲାଗି ପାଇଁ ହିଙ୍ଗୁଳ,…

ଆଜି ଛାଡଖାଇ, ଆମିଷ ଦୋକାନ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ଆଜି ଛାଡଖାଇ ପାଇଁ ସାରା ଓଡ଼ିଶାରେ ଆମିଷ ଦୋକାନରେ ସକାଳୁ ସକାଳୁ ଗହଳି ଲାଗିଛି । ପୂଣ୍ୟମାସ କାର୍ତ୍ତିକ ମାସ ଶେଷ ହେବା ପରେ  ଆଜି ଛାଡ ଖାଇ ପଡିଛି। ଅଧିକାଂଶ ଲୋକେ  ଘରେ ଘରେ ମାଛ ମାଂସର ଆସର କରିବାକୁ ଆଜିକୁ ଅପେକ୍ଷା କରିଥାନ୍ତି । କାର୍ତ୍ତିକ ମାସ ତମାମ ପୂଣ୍ୟମାସ…

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ୨ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା : ଆଜି ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି ।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ଏଭଳି ଦୁଃଖଦ ଘଟଣା ଘଟିଛି ।  ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ…

ବକ ପଞ୍ଚୁକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ସ୍ଵଭାବରେ କାଉ ବଡ଼ ଚତୁର, ଏଇ କଥା ସେ ବହୁକାଳରୁ ଶୁଣିଆସୁଛି । କିନ୍ତୁ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ବଗ ବି ଆମିଷ ଖାଉନଥିବାରୁ ବକ ପଞ୍ଚୁକ ନାମଦେଇ କହିବାଟା.. କାଉର ହଜମ ହେଲାନି । ତା' ଯୁକ୍ତିହେଲା ଆମେ ଉଭୟେ ନନଭେଜ, ମାନେ ଆମିଷପ୍ରିୟ ପକ୍ଷୀ ।…

କବିତା : ନାରୀ

ସୁରଞ୍ଜନ ପାତ୍ର କୁରେଇ ଫୁଲର ସକାଳ କୁହ କି ପଦ୍ମ ଭର୍ତ୍ତି ପୋଖରୀର କଥା କୁହ ଜହ୍ନ ରାତିର ବିମୁଗ୍ଧ ପଣ କୁହ କି ନାଚ ଭର୍ତ୍ତି ସ୍ୱପ୍ନର କଥା କୁହ ଏ ସବୁର ପୁଣ୍ୟତା କିଛି ନାହିଁ ଯଦି ନାରୀଟିଏ ସଙ୍ଖୋଳିବାକୁ ନାହିଁ ମାଟିର ବୈକୁଣ୍ଠ । ନାରୀ ବର୍ଷାନ୍ତ ଆକାଶକୁ ସଜେଇ ପାରେ…

ଭାଷା ଭାଗବତ : ଅକ୍ଷର ଅଟେ ରେଖାଚିତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅକ୍ଷର ଅଟେ ରେଖାଚିତ୍ର ଏତିକି ବୁଝେ ଯେଉଁ ଛାତ୍ର ତାହାର ନିଜ ହସ୍ତାକ୍ଷର ଦିଶଇ ସଫା ଓ ସୁଂଦର ଦୁଇଟି ଅକ୍ଷର ତୁଳନା କରିଲେ ଭେଦ ପଡ଼େ ଜଣା ଠ କୁ ଚ ପାରେ କରି ଲିପିକୁ କେବେ ବି ନ ଡରି ଚ ରୁ ଟ ଗ ର ବାହାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଡେଇଁ, ବାଇଶି ପାହାଚରେ ପାଦ ଦେଉ ଦେଉ ତୃତୀୟ ପାହାଚର ବାମପାର୍ଶ୍ଵ ରେ ପ୍ରାୟ ୧୫ଫୁଟ ଉଚ୍ଚତାର କ୍ଷୁଦ୍ର ମନ୍ଦିରଟିଏ। ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଅନ୍ ନୋନ ନଂ ଟେ ! ଚିଡ଼ ଚିଡ଼ ହୋଇ ଫୋନଟାକୁ କାଟିଦେଲା ଆସ୍ଥା । ଦୁଇ ତିନି ଥର ଫୋନ କାଟି ସାରିଲା ପରେ ଚତୁର୍ଥ ଥର ବେଳକୁ ଫୋନ ଉଠେଇ ଥିଲା ଏବଂ ବିରକ୍ତ ହୋଇ କହିଲା ବାରମ୍ବାର ଫୋନଟିକୁ କାଟିଲା ପରେ ଆପଣ ପୁଣି କାହିଁକି…

ଅସଦାଚରଣ ମାମଲାରେ ଡାକ୍ତର ଗିରଫ 

ଅନୁଗୁଳ: ମହଙ୍ଗା ପଡିଲା ଅସଦାଚରଣ । ଜେଲ୍ ଗଲେ ଡାକ୍ତର । ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ଏକ ଘରୋଇ କ୍ଲିନିକର ଡାକ୍ତର ପବିତ୍ର ମୋହନ ପ୍ରଧାନ । ସୂଚନା ଅନୁସାରେ ତାଳଚେର…