Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: କଂଗ୍ରେସରୁ ଲଢିବେ ସତ୍ୟଭୂଷଣ ସାହୁ

ଭୁବନେଶ୍ୱର : ପଦ୍ମପୁର ଉପନିବାର୍ଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । AICC  ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ଏ ନେଇ ସୂଚନା ଦିଆଯାଇଛି । ପଦ୍ମପୁର…

କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ବିପାସା ବସୁ

ନୂଆଦିଲ୍ଲୀ : ପିତାମାତା ହେଲେ ବିପାସା ବସୁ ଓ କରଣ ସିଂହ ଗ୍ରୋଭର । ତାଙ୍କ ଘରକୁ ଆସିଲା କୁନି ଅତିଥି । ୪୩ ବର୍ଷ ବୟସରେ ଅଭିନେତ୍ରୀ ବିପାସା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି। ଗତ…

ଆନ୍ଧ୍ରପ୍ରଦେଶକୁ ୧୦,୫୦୦ କୋଟିର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବିଶାଖାପାଟନମ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ୧୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପକୁ  ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ବିପ୍ଳବ ଭେରୁଦୁ ଆଲୁରୁ ସୀତାରାମରାଜଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ସେ…

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକିଦେଲା ସ୍ବାମୀ

କଳାହାଣ୍ଡି : ରକ୍ଷକ ସାଜିଲା ଭକ୍ଷକ । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଧର୍ମପତ୍ନୀକୁ ପରପୁରୁଷକୁ ବିକ୍ରି କରିଦେଲା ସ୍ବାମୀ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ମଣିଷକୁ ଅନ୍ଧ କରୁଥିବା ନଜିର ରହିଛି । ତେବେ ଏଭଳି ଅମାନବୀୟ ଘଟଣା କଳାହାଣ୍ଡି…

କାହିଁକି ବଜାରରୁ ଉଭାନ ହୋଇଗଲା ୨୦୦୦ ଟଙ୍କିଆ ନୋଟ

ହଠାତ ଆସିଲା, ସମସ୍ତଙ୍କ ନିଦ ହଜେଇ ଦେଲା । କିଛିଦିନ ମାର୍କେଟରେ ଚହଳ ପକାଇ  ଯେମିତି ଆସିଥିଲା ସେମିତି ଅତର୍କିତ ଉଭେଇଗଲା ୨୦୦୦ ଟଙ୍କିଆ ନୋଟ । ଗତ କିଛି ବର୍ଷ ହେବ ବଜାରରେ  ନଜରକୁ ଆସୁନାହିଁ ୨୦୦୦ ଟଙ୍କିଆ ନୋଟ । ଲୋକଙ୍କର ମନେ ବି ନଥିବ କେବେ ଶେଷ ଥର ପାଇଁ କେବେ ଦେଖିଥିଲେ…

ଆଜିର ସୃଜନୀର ପଞ୍ଚମ ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ୱର : ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା 'ଆଜିର ସୃଜନୀ' ଅନୁଷ୍ଠାନର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା 'ସ୍ମୃତିରେ ସୃଜନୀ' ଉନ୍ମୋଚିତ ହୋଇଯାଇଛି । ଏହି…

ଜରାଶ୍ରମର ସଭାପତିଙ୍କୁ ବୀଭତ୍ସ ହତ୍ୟା

ପାରାଦୀପ : ଜରାଶ୍ରମର ସଭାପତିଙ୍କୁ ନିର୍ମମ ହତ୍ୟା। କଟୁରୀ ରେ ହାଣି ହତ୍ୟା କରିଥିବା ଅଭିଯୋଗ । ତେବେ  ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ରତ୍ନମାଳୀଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ…

ରାତାରାତି କାଙ୍ଗାଳ ହୋଇଗଲେ କୋଟିପତି ଯୁବକ, ବୁଡିଗଲା ୧୪.୬ ଅରବ ଡଲାର

ରାତାରାତି କୋଟିପତିରୁ କାଙ୍ଗାଳ ହୋଇଗଲେ  ଏଫଟିଏକ୍ସର ସିଇଓ ସେମ୍ ବ୍ୟାଙ୍କମ୍ୟାନ ଫ୍ରାଏଡ । ମାତ୍ର ୨୪ ଘଣ୍ଟାରେ ତାଙ୍କ ସମ୍ପତିର ନେଟ ୱର୍ଥ ୯୪ ପ୍ରତିଶତ ତଳକୁ ଖସି ଆସିଛି । ତାଙ୍କର ମୂଳ ସମ୍ପତ୍ତି ୧୫.୬ ଅରବ ଡଲାର ଥିଲା  । କିନ୍ତୁ ଗୋଟିଏ ଦିନରେ ଏହାର ମୂଲ୍ୟ ୧୪.୬ ଅରବ ଡଲାର  ହ୍ରାସ…

ସଟସର୍କିଟରୁ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର : ଖଟଖୁରା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୮ ବଖରା ଘର । ଏନେଇ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ବିଦ୍ୟୁତ ସର୍ଟସର୍କିଟ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ଖଟଖୁରା ଗାଁ ନୂଆସାହିର ଜମ୍ବେଶ୍ଵର ବିଶ୍ୱାଳ, ଗୋପାଳ ବିଶ୍ୱାଳ ଓ ସୁବଳ…

୩୩ଟି ରୁଟରେ ବିହାର-ଓଡ଼ିଶା ମଧ୍ୟରେ ଗଡ଼ିବ ବସ୍

କଟକ: ଏଣିକି ୧୫ଟି ନୁହେଁ, ୩୩ଟି ରୁଟରେ ବିହାର ଓ ଓଡ଼ିଶା ମଧ୍ୟରେ ହେବ ବସ୍ ଚଳାଚଳ । ଏନେଇ ଓଡିଶା ଏବଂ ବିହାର ସରକାରରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଚୁକ୍ତିନାମା ଅନୁଯାୟୀ, ବର୍ତ୍ତମାନ ଉଭୟ ସରକାରଙ୍କ ପରିବହନ ବିଭାଗର ପ୍ରାୟ ୨୧, ୮୬୭ କିଲାମିଟର ଅତିକ୍ରମ କରୁଥିବା ୩୩…