Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଫାଇନାଲରେ ଲା ଲୀନା ଭୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଫାଇନାଲରେ ବର୍ଷା ଆଶଙ୍କା ରହିଛି । ପାଣିପାଗ ରିପୋର୍ଟ ଅନୁସାରେ ବର୍ତମାନ ରବିବାର ଶତ ପ୍ରତିଶତ ଏବଂ ରିଜର୍ଭ ଡେ ସୋମବାରରେ ୯୫ ପ୍ରତିଶତ ବର୍ଷା ହୋଇପାରେ । ତେବେ ଅଷ୍ଟ୍ରେଲିଆରେ…

ଅଖିଳ ଗିରିଙ୍କ ୟୁ-ଟର୍ଣ୍ଣ; ଇସ୍ତଫା ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ ମାମଲାରେ ବିଜେପି ପକ୍ଷରୁ ଜୋରଦାର ବିରୋଧ ହୋଇଛି । ମମତା ବାନାର୍ଜିଙ୍କ ସରକାରରେ ମନ୍ତ୍ରୀ ଥିବା ଅଖିଳ ଗିରିଙ୍କ ମନ୍ତବ୍ୟ ଆପତ୍ତିଜନକ ଓ ଅତ୍ୟନ୍ତ ନିନ୍ଦନୀୟ । ତାଙ୍କୁ ତୁରନ୍ତ ପଦତ୍ୟାଗ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର…

ବିଜେଡି ରାଜ୍ୟ ସମ୍ପାଦକ ହେଲେ ରାଜୁ ଘିବେଲା

ଭୁବନେଶ୍ୱର : ବରଗଡ ଜିଲ୍ଲା ପଦ୍ମପୁରର ରାଜୁ ଘିବେଲା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଦଳ ପକ୍ଷରୁ ନିଯୁକ୍ତି ପାଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଘିବେଲାଙ୍କୁ ଦେଇଛନ୍ତି ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ । ଏନେଇ ଦଳ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ତୁରନ୍ତ ଏହି…

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଯାଜପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ତରପଦା ଗାଁରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର ।  ଯାଜପୁର ରୋଡ ବନ ବିଭାଗ ଦ୍ୱାରା ଉଦ୍ଧାର ଏହି ବିରଳ କଇଁଛ ଉଦ୍ଧାର କରାଯାଇଛି l ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଅଧିକାରୀ ଡ଼ ସଞ୍ଜୟ କୁମାର ସ୍ୱାଇଁ  କୌଣସି ସୂତ୍ରରୁ ତରପଦା ଗାଁରେ ଏକ ବିରଳ ପ୍ରଜାପତିର…

ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ଜୋର ଧରିଲାଣି ପଦ୍ମପୁର ବିଧାନସଭା ଉପନିର୍ବାଚନ ତାତି । ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ବାକି ରହିଛି ।…

ସରକାରୀ ଜମିକୁ ନେଇ ସଂଘର୍ଷ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା : ଶରଧାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାର ସିଂହ। ଅଭିଯୋଗ ଅନୁଯାୟୀ, ଗତ…

ଖଗେଶ୍ୱରଙ୍କୁ ୨ୟ ଦିନରେ ଜେରା, କାଲି ଦିଲ୍ଲୀରେ ବସିବ ଏସ୍ଆଇଟି ମିଟିଂ

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଆଜି ଦ୍ୱିତୀୟ ଦିନରେ ବି ଜେରା କରିବ ଇଡି । ଏସଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରିବ । ଏନେଇ ଏସଆଇଟିକୁ ସମସ୍ତ ତଥ୍ୟ ଦେଇଛି  ଇଡି । ଆସନ୍ତାକାଲି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଦିଲ୍ଲୀରେ…

ପଦ୍ମ ପୋଖରୀରେ ବୁଡ଼ି ମହିଳା ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପଦ୍ମ ପୋଖରୀରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟପୁରାକାଟେଣୀ ପଞ୍ଚାୟତ ପଦ୍ମପୋଖରୀ ଗାଁର ରାଧା ଦେହୁରୀ । ରାଧା ସକାଳୁ ଘର ପାଖ ବେଣାପାଟିଆ ପୋଖରୀକୁ ଶୌଚ…

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ଅଡୁଆରେ ଟିଏମସି ନେତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି ଅଡୁଆରେ ପଡିଛନ୍ତି ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି । ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଖିଳ ଗିରି ନନ୍ଦିଗ୍ରାମରେ ଏକ ରାଲିରେ ଭାଷଣ ଦେଉଛନ୍ତି । ରାଷ୍ଟ୍ରପତିଙ୍କ ରଙ୍ଗ, ରୂପକୁ ନେଇ ସେ ଅତି କୁତ୍ସିତ…