୨୬/୧୧ ଶୈଳୀରେ ଆକ୍ରମଣ! କାବୁଲରେ ଚୀନ ନାଗରିକ ରହୁଥିବା ହୋଟେଲରେ ଗୁଳି ବର୍ଷା
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲରେ ବୋମା ଜରିଆରେ ଆକ୍ରମଣ ହୋଇଛି। ଚୀନର ଅଧିକାରୀ ଏବଂ ବ୍ୟବସାୟୀମାନେ ପ୍ରାୟତଃ ଏହି ହୋଟେଲରେ ରହିଥା’ନ୍ତି। ଏହା ଚୀନ୍ ଅଧିକାରୀଙ୍କ ଆଶ୍ରୟସ୍ଥଳ ଭାବରେ ଜଣାଶୁଣା। ଆକ୍ରମଣକାରୀମାନେ ଏବେ ମଧ୍ୟ ଉପସ୍ଥିତ ରହି ଏହି ହୋଟେଲରେ ଗୁଳି…