ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଅବସ୍ଥିତ ଚାରି ଆଶ୍ରମ ଭିତରେ ସବୁଠାରୁ ପୁରାତନ ଆଶ୍ରମ ହେଉଛି ମହର୍ଷି ମାର୍କଣ୍ଡଙ୍କ ଆଶ୍ରମ । ଏହି ଆଶ୍ରମର ବିଶେଷତ୍ୱ ହେଲା ଏହା ଈଶ୍ୱର…