Latest Odisha News

BREAKING NEWS

ଫସିଗଲେ ଗେହଲୋଟ, ଏବେ ଟଳମଳ ମୁଖ୍ୟମନ୍ତ୍ରୀ ଚୈାକି

ଜୟପୁର: କଥାରେ ଅଛି ରାଜନୀତିରେ କିଛି ସ୍ଥାୟୀ ନୁହେଁ । କାଲି ସୋନିଆ ଗାନ୍ଧୀଙ୍କ ଅତି ବିଶ୍ବସ୍ଥ ନେତା ଥିବା ଅଶୋକ ଗେହଲୋଟ ଏବେ ଅସହାୟ । ଏପରିକି ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିଲେ ମଧ୍ୟ ତାଙ୍କ ଚୈାକି ଟଳମଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭୁଲ ମାଗିଥିଲେ ମଧ୍ୟ ଚୈାକି ଯେ…

ପରକୀୟା ପ୍ରୀତି ପାଇଁ ଚର୍ଚ୍ଚାରେ ଥିବା ଟୁଙ୍ଗୁର ଭୋଳ ହାତରେ ହାତକଡ଼ି

ଭୁବନେଶ୍ୱର: ପରକୀୟା ପ୍ରୀତି ପାଇଁ ନିନ୍ଦିତ ହେବା ବଦଳରେ ସାରା ରାଜ୍ୟରେ ସୋଶିଆଲ ମିଡିଆ ଏବଂ ପ୍ରମୁଖ ଗଣମାଧ୍ୟମ ଦ୍ବାରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଚି କରି ପାରିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁର ଭୋଳ ଗିରଫ। ଜଣେ ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆଲୋକ ଭୋଳକୁ…

ପାଇଲଟଙ୍କୁ ଟେକ୍ ଅଫ୍ ସିଗନାଲ, ହେବେ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ରାଜଧାନୀରେ ରାଜସ୍ଥାନ ରାଜନୀତିର ତାତି। ଦିନ ତମାମ ରାଜସ୍ଥାନ ରାଜନୀତିକୁ ନେଇ କଂଗ୍ରେସରେ ଚାଲିଲା ଆଲୋଚନା। ପ୍ରଥମେ ଅଶୋକ ଗେହଲଟ ପରେ ତାଙ୍କ ଦଳୀୟ ପ୍ରତିଦ୍ବନ୍ଦୀ ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ…

ଜାତୀୟ କ୍ରୀଡାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଗୁରୁବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହା ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶରେ ଉଦଘାଟିତ କରାଯାଇଥିଲା । ୭ ବର୍ଷ ପରେ ପୁନର୍ବାର ଦେଶରେ ଜାତୀୟ କ୍ରୀଡା ଆୟୋଜିତ ହେବାକୁ ଯାଉଛି ।…

ବ୍ୟବସାୟ କରି ରାଜନୀତି କଲେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ: ବିଧାୟକ ମୋକିମ

ଭୁବନେଶ୍ବର: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି) ଦୁର୍ନୀତି ମାମଲାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଶୁଣାଣି କରିଥିଲେ। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ମେଟ୍ରୋ ବିଲଡର୍ସର ପରିଚାଳନା…

ଓଡିଶା ସବ ଜୁନିୟର ପୁରୁଷ ହକି: ଫାଇନାଲରେ ସୁନ୍ଦରଗଡ ଓ କିଟ/କିସ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ଓଡିଶା ସବ ଜୁନିୟର ପୁରୁଷ ହକି ପ୍ରତିଯୋଗିତାର ଫାଇନାଲରେ ସୁନ୍ଦରଗଡ ଓ କିଟ/କିସ ମଧ୍ୟରେ ମୁକାବିଲା ହେବ । ହକି ଆସୋସିଏଶନ ଅଫ ଓଡିଶା ଆନୁକୂଲ୍ୟରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଛି । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ସୁନ୍ଦରଗଡ ୩-୧ ଗୋଲରେ ଢେଙ୍କାନାଳକୁ ପରାସ୍ତ…

ଜିଆରଏସ୍‌ଙ୍କ ଆକ୍ରମଣରେ ବିଜେଡ଼ି କର୍ମୀ ଲହୁଲୁହାଣ

ବ୍ରହ୍ମପୁର: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବିବାଦ ପିଛା ଛାଡୁନାହିଁ। ଗୁରୁବାର ଗ୍ରାମ ରୋଜଗାର ସେବକ(ଜିଆରଏସ୍‌)ଙ୍କ ଆକ୍ରମଣରେ ଜଣେ ବିଜେଡ଼ି କର୍ମୀ ଲହୁଲୁହାଣ ହୋଇଯାଇଛନ୍ତି। ବିଜେଡି କର୍ମୀ ତଥା ଶ୍ରମିକ ନେତା ଭାବେ ପରିଚିତ ଗୋଳନ୍ଥରା ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କ ଅଭିଯୋଗ…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କୁକୁରଙ୍କୁ ବାନ୍ଧିବା ଘଟଣା; ୪ଜଣଙ୍କୁ ନିଲମ୍ବନ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ପରିସରରେ ୧୨ଟି କୁକୁରର ଗୋଡ଼ ଓ ମୁହଁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ପିଅନ ଏବଂ ୩ ଜଣ ସୁରକ୍ଷା କର୍ମୀଙ୍କୁ ପରିବର୍ତ୍ତି ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରୁ…

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ

ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଚର ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଲେବରକାର୍ଡ ପେମେଣ୍ଟ ପାଇଁ ୧୬ହଜାର ଟଙ୍କା ନେବା ସମୟରେ…

କୋଭିଡ୍ ଫଣ୍ଡ ଟଙ୍କା ହେରଫେର୍ ଅଭିଯୋଗରେ ବିଡିଓ ନିଲମ୍ବିତ

ନବରଙ୍ଗପୁର: କୋଭିଡ୍ ସମୟରେ ସରକାରୀ ଅନୁଦାନକୁ ହେରଫେର୍ କରି ନିଲମ୍ବିତ ହୋଇଛନ୍ତି ବିଡିଓ । ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ବିଡିଓଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ସୂଚନା ଅନୁସାରେ, ୨୦୨୦ ମସିହାରେ କୋଭିଡ୍ ପାଇଁ ବାହାରୁ ଫେରୁଥିବା ପ୍ରବାସୀଙ୍କ ଚିକିତ୍ସା ଓ ଖାଇବା ଲାଗି ୪୨…