ଭାଷା ଭାଗବତ : ବଡ଼ ସୃଷ୍ଟିର ସାନ ଅଂଶ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଂସାରେ ଅଛୁଁ ଆମେ ରହି
ସ୍ବତଃ ଶରଣାପନ୍ନ ହୋଇ
ଇଚ୍ଛା ଅନିଚ୍ଛା ନିରପେକ୍ଷ
ପ୍ରୟାସ ସବୁ ନିରର୍ଥକ
ସୃଷ୍ଟିର ଅଂଶଟିଏ ହୋଇ
ସ୍ରଷ୍ଟାଂକୁ ମାଗୁଛୁଁ କିପାଇଁ ?
ଜୀବଧର୍ମ ହିଁ ସର୍ବୋତ୍ତମ
ଜୀବ ମାତ୍ରକେ କରେ କର୍ମ…