‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ: ପ୍ରଥମ ଦଫାରେ ମିଳିବ ୭୫ ହଜାର ନୂଆ ନିଯୁକ୍ତି
ଭୁବନେଶ୍ବର : ଦୀପାବଳି ପୂର୍ବରୁ ଯୁବପିଢୀଙ୍କୁ ମିଳିବ ନିଯୁକ୍ତି । ଆଜି ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଦଫାରେ ମିଳିବ ୭୫ ହଜାର ନୂଆ ନିଯୁକ୍ତି। ଆଜି ପୂର୍ବାହ୍ନ 11ଟାରେ ପିଏମ ମୋଦି ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ। ୧୦ଲକ୍ଷ…