କବିତା : ଘର
ଲକ୍ଷ୍ମଣ ସାହୁ
ଏଠି ଖଣ୍ତିଏ ଘର ଥିଲା
କିଛି ଲୋକ ବାସ କରୁଥିଲେ
ସତ ମଣିଷ , ମାଟି ମଣିଷ
ଗଛର ପତ୍ର ଖସୁନଥିଲା
ଧୂଳି ବି ଟିକେ ଉଡୁନଥିଲା
ଚନ୍ଦନ ବାସ୍ନାରେ ମହମହ
ପ୍ରାଙ୍ଗଣଟି ପିଲାଙ୍କ ସହ ପରିପୂର୍ଣ୍ଣ ଥିଲା ।
ବର୍ତ୍ତମାନ ଏଠାରେ ପାଗ ବଦଳି
ସଭ୍ୟତାର ଖୋଳପା ମଧ୍ୟରୁ
ଉତୁରି…