Latest Odisha News

BREAKING NEWS

ରାଜସ୍ଥାନ କଂଗ୍ରେସରେ ହାଇଡ୍ରାମା ଭିତରେ ଦିଲ୍ଲୀରେ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଆସିଥିବା ସୂଚନା ରହିଛି। ଏବଂ ଏବେର ଘଟଣାକ୍ରମ ସହିତ ସେ ଦିଲ୍ଲୀ ଆସିବାର କୌଣସି ଲିଙ୍କ୍ ନାହିଁ ବୋଲି କହିଛନ୍ତି।…

ପ୍ଲଟିଂ କରି ଜାଗା ବିକିଲା ପ୍ରଶାସନ, ଭୁଲିଗଲା ୨୨ ବର୍ଷେ ତଳେ ଦେଇଥିବା ପ୍ରତିଶ୍ରୁତି

ପାରାଦୀପ: ପାରାଦୀପଗଡ଼ ପଞ୍ଚାୟତ ନିମିଢିର ପାରାଦୀପ ଡେଭଲପମେଣ୍ଟ ଅଥରିଟି ଦ୍ଵାରା ଆବଣ୍ଟିତ ପ୍ଲଟିଂ କଲୋନୀ । ଆଜକୁ ୨୨ ବର୍ଷ ତଳେ ୨୦୦୦ ମସିହାରେ ପାରାଦୀପ ଡେଭଲପମେଣ୍ଟ ଅଥରିଟି ନିମିଢିରେ ଏହି ସ୍ଥାନକୁ ପ୍ଲଟିଂ କରି ବିକିଥିଲା । ଆଉ କଲୋନୀରେ ଡ୍ରେନେଜ ବ୍ୟବସ୍ଥା ସହ ପାଣି, ବିଦ୍ୟୁତ୍,…

ସୁସ୍ଥ କେଶ ପାଇଁ ନଡ଼ିଆ କ୍ଷୀର

ନଡ଼ିଆ ତେଲ ସମସ୍ତ ପ୍ରକାର କେଶ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ନଡ଼ିଆ କ୍ଷୀର ମଧ୍ୟ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ। ନଡିଆ କ୍ଷୀର କେଶର ଗଭୀରରୁ ପୋଷଣ ଯୋଗାଇଥାଏ। ଏହା କେଶ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବା ସହ ଶୁଷ୍କ ଏବଂ…

ଏଥର ଟାର୍ଗେଟରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଧିରେ ଧିରେ ଲୟକୁ ଫେରୁଛନ୍ତି । ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇବା ପରେ ଏବେ ଭାରତର ନଜର ଦକ୍ଷିଣ ଆଫ୍ରିକା ଉପରେ ରହିଛି । ବିଜୟ ଧାରା ବଜାୟ ରଖି ବିଶ୍ୱକପ ଖେଳିବାକୁ ଯିବା ପାଇଁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

କୋରାପୁଟ: ଜମିର କିସମ ବଦଳାଇବାକୁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ବରିଷ୍ଠ କିରାଣି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ୍ ଅଫିସର ବରିଷ୍ଠ କିରାଣି ତଥା ରେକର୍ଡ ରୁମ୍ ଇନଚାର୍ଜ ସତ୍ୟନାରାୟଣ ଦଳେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆରଓଆର୍ ପଟ୍ଟା ଚାଷଜମିରୁ ଘରବାରିକୁ…

ଇଣ୍ଡିଆନ୍‌ ଆଇଡଲ୍-୧୩: ଟପ୍-୧୫ ଲିଷ୍ଟରେ ତିନି ଓଡ଼ିଆଙ୍କ ସ୍ଥାନ କେଉଁଠି?

ମୁମ୍ବାଇ: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନରେ ମେକର୍ସ ଟପ୍-୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟ ଜାରି କରିଛନ୍ତି। ଲିଷ୍ଟରେ ନାହିଁ ତିନି ଓଡିଆଙ୍କ ନାମ। ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି, ବର୍ଣ୍ଣାଳି ହୋତା ଏବଂ ଓଲିଉଡର ପ୍ଲେ ବ୍ୟାକ୍…

ବିଶ୍ବସ୍ତ ହୋଇ ଦଳରେ ବିଦ୍ରୋହ କଲେ ଗେହଲଟ୍, ହତବାକ ଗାନ୍ଧୀ ପରିବାର

ନୂଆଦିଲ୍ଲୀ : ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପରଠୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପର୍ଯ୍ୟାୟକ୍ରମେ ଦୁର୍ବଳ ହୋଇ ଚାଲିଛି।୨୦୧୮ରେ ହିନ୍ଦୀ ହାର୍ଟଲ୍ୟାଣ୍ଡ (ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ଆଉ ଦଳ ସେମିତି କୌଣସି…

ହାଇକୋର୍ଟରେ ଗୋଟିଏ ଦିନରେ ୩୨ଟି ମାମଲାର ରାୟ ଶୁଣାଇଲେ ବିଚାରପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁପ୍ରିମକୋର୍ଟ ଏବେ ଅନେକ ପଡି ରହିଥିବା ମାମଲାର ଶୁଣାଣି କରିବାକୁ ଯାଇ 'ଫାଷ୍ଟ ଟ୍ରାକ' କୋର୍ଟ ଭଳି ଶୁଣାଣି କରୁଛନ୍ତି। ଦେଶର ଅନେକ ମାମଲା ପଡିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏପରି କାର୍ଯ୍ୟଧାରାକୁ ଅନେକ ପ୍ରଶଂସା କରୁଛନ୍ତି। ଏବେ ଏହି ଧାରାରେ ଯୋଡି…

ଏସସିବି ପରିସରରେ ଏକ୍ସପାଏରୀ ଔଷଧ ବିକ୍ରି ଅଭିଯୋଗ

କଟକ: ନକଲି ଔଷଧ ବିକ୍ରି ନେଇ ଚର୍ଚ୍ଚାରେ ରହିଥିବା କଟକରୁ ଆସିଛି ଆଉ ଏକ ରୋଚକ ଖବର। ରାଜ୍ୟର ବଡ ମେଡିକାଲ କୁହାଯାଉଥିବା ଏସସିବି ହସ୍ପିଟାଲ ପରିସରରେ ଏକ୍ସାପାଏରୀ ଔଷଧ ବିକ୍ରି ହେଉଥିବା ଅଭିଯୋଗ ଆସିଛି। ଆଉ ଏହି ଏକ୍ସପାଏରୀ ଔଷଧ ରୋଗୀ ଖାଇଥିବା ସୂଚନା ରହିଛି। ଅର୍ଥାତ ରୋଗ ଭଲ ହେବାକୁ…

ଅଫିସରେ ଆରବିଏସକେ ମ୍ୟାନେଜରଙ୍କ ମଦ୍ୟପାନ ଫଟୋ ଭାଇରାଲ ପରେ ତଦନ୍ତ

ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ) ଗଞ୍ଜାମର ରାଷ୍ଟ୍ରୀୟ ବାଲ୍‍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ)ର ସହକାରୀ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ନିଜ କାର୍ଯ୍ୟାଳୟରେ ବସି ମଦ୍ୟପାନ କରୁଥିବାର ଫଟୋ ଭାଇରାଲ୍‍ ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ମଙ୍ଗଳବାର ଘଟଣାର ତଦନ୍ତ…