Latest Odisha News

BREAKING NEWS

ଆଇପିଏଲରୁ ଅବସର ନେଲେ ବ୍ରାଭୋ, ଜାଣନ୍ତୁ ଏବେ ସେ କ’ଣ କରିବେ?

ଚେନ୍ନାଇ: ଡୱେନ ବ୍ରାଭୋ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବରେ ଚେନ୍ନାଇ ଟିମ ଆଇପିଏଲରେ ଅନେକ ସଫଳତା ହାସଲ କରିିଛି । ଆଉ ବ୍ରାଭୋ ମଧ୍ୟ ଏହି ସଫଳତା ପଛରେ ଅନ୍ୟତମ ଖେଳାଳି । ଯିଏକି ଏବେ ଆଇପିଏଲରୁ ଅବସର ଘୋଷଣା…

ବଜ୍ରକାପ୍ତା ଉଦ୍ଧାର, ୩ ବେପାରୀ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ବନଖଣ୍ଡରୁ ଏକ ବଜ୍ରକାପ୍ତା ଚାଲାଣ କରୁଥିବାବେଳେ ଏସଟିଏଫ୍ ଟିମ୍ ଖୋର୍ଦ୍ଧା-ଜଟଣୀ ବାଇପାସ୍ ଠାରେ ଚଢାଉ କରି ୩ଜଣଙ୍କୁ ଗିରଫ କରିଛି । ଏହା ସହିତ ଜୀବନ୍ତ ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ସହିତ କିଛି ଆପତ୍ତିଜନକ ସାମଗ୍ରୀ ସେମାନଙ୍କଠାରୁ ଜବତ କରିଛି ଏସଟିଏଫ୍ । ଗିରଫ…

ଶିଶୁ ବିଶେଷଜ୍ଞଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଥାନା ଘେରିଲେ ଲୋକ

ତାଳଚେର: ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ ଡାକ୍ତର । ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ । ଆଉ ହଠାତ୍ ଅସୁସ୍ଥ ହୋଇ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ତେବେ ଜେଲରେ କାହିଁକି ହଠାତ୍ ବିଗିଡ଼ି ଗଲା ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ? ଡାକ୍ତରଙ୍କ ମୃତ୍ୟୁକୁ…

୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ ଭାର୍ଗବ ମହାକୁଡ । ଜମି ପଟ୍ଟା କରାଇଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେବାବେଳେ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଟଙ୍କାତକ ଜବତ କରିଛି ଭିଜିଲାନ୍ସ  । ଏହା ସହିତ ପୂର୍ବ…

AIIMS ଉପରେ ସାଇବର ଆଟାକ୍; ସେବା କାମ ବ୍ୟାହତ

ନୂଆଦିଲ୍ଲୀ: ଦେଶର ବଡ଼ ଏବଂ ପ୍ରତିଷ୍ଠିତ ହସ୍ପିଟାଲ ଏମସ ଉପରେ ପୁଣି ସାଇବର ଆଟାକ୍ । AIIMS ସର୍ବରକୁ ହ୍ୟାକ କରି ନେଇଛି ଚୀନ । ଏହି ସର୍ବରକୁ ହ୍ୟାକ କରିବା ପରେ ଚୀନ ଏହାର ତଥ୍ୟକୁ ଡାର୍କ ୱେବରେ ବିକ୍ରି କରୁଛି । କୁହାଯାଉଛି, ଭାରତର ସ୍ୱାସ୍ଥ୍ୟ ସେବା ଠପ କରିଦେବାର ଲକ୍ଷ୍ୟରେ  ଦେଶରର…

ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି ଜନିଷ, ଚୁପ ପଡ଼ିଗଲେ ଶିକ୍ଷକ

ବାଙ୍ଗାଲୁର: ସ୍କୁଲ ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି କିଛି ଜିନିଷ, ଯାହା ଶୁଣିଲେ ଶିକ୍ଷକଙ୍କର କାହିଁକି ଆପଣଙ୍କର ବି ହୋସ ଉଡ଼ିଯିବ । ଛୋଟ ଛୋଟ ସ୍କୁଲ ପିଲାଙ୍କ ବ୍ୟାଗରୁ ବାହାରିଲା କଣ୍ଡୋମ ଓ ଗର୍ଭନିରୋଧକ ବଟିକା ପରି ଆପତ୍ତିଜନକ ଜିନିଷ ।ଏହା ଘଟଣା ସାମ୍ନାକୁ ଆସିବା ପରେ ପ୍ରତିଦିନ…

ASO ପରୀକ୍ଷା ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଓପିଏସସି ପକ୍ଷରୁ କରାଯାଇଥିବା ASO ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଓପିଏସସି ASO ରେଜଲ୍ଟ ପ୍ରକାଶି କରିବ ନାହିଁ । ତେବେ ଡିସେମ୍ବର ୪ ତାରିଖରେ ହେବାକୁ ଥିବା କମ୍ୟୁଟର ଦକ୍ଷତା…

ଲୁଧିଆନା କୋର୍ଟ ବିସ୍ପୋରଣ ଘଟଣା: ବିମାନ ବନ୍ଦରରେ ମୁଖ୍ୟ ଅଭିଯୁକ୍ତଙ୍କୁ ମାଡିବସିଲା ପୋଲିସ

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବୋମା ବିସ୍ପୋରଣ ମାମଲାର ତଦନ୍ତ କରୁଥିବା NIAକୁ ମିଳିଛି ବଡ ସଫଳତା ।   ବିସ୍ପୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ଆତଙ୍କବାଦୀ ହରପ୍ରିତ ସିଂକୁ  ଗିରଫ କରିଛି । ଫ୍ଲାଇଟରେ ମାଲେସିୟାରୁ ଭାରତ ଆସୁଥିବା ବେଳେ NIA ଇନ୍ଦିରା ଗାନ୍ଧି ଇଣ୍ଟରନେସନାଲ…

କାମିନୀର ଭାଇ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କାମିନୀର ପୁଅକୁ ସେତେବେଳେ ମାତ୍ର ଚାରି ବର୍ଷ। ତା ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାରୁ, ଅଧିକାଂଶ ସମୟରେ ସେ ନିଜ ପୁଅକୁ ନେଇ ବାପଘର ଗାଁରେ ରହେ। ତାର ତିନି ତିନିଟା ଭାଇ। ଆଉ କାମିନୀ ଭାବେ, ତା ଭାଇମାନେ ଥିଲା ଯାଏଁ, ପୃଥିବୀରେ…

ବାପାଙ୍କୁ ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ବର୍ଷା

ପଦ୍ମପୁର: ଧାମନଗର ପରାଜୟ ପରେ ପଦ୍ମପୁରରେ ସେହି ଭୁଲକୁ ଦୋହରାଇବା ପାଇଁ ଚାହୁଁନି ବିଜେଡି । ସେଥିପାଇଁ ପଦମପୁର ପାଇଁ କଳ ବଳ କୌଶଳ ସବୁ ଲଗେଇ ଦେଇଛି  । ବିଧାନସଭା ଅଧିବେଶନ ଚାଲିଥିଲେ ବି  ରାଜଧାନୀ ଛାଡ଼ି ପଦମପୁରରେ ଡେରା ପକାଇଛନ୍ତି ସବୁ  ବରିଷ୍ଠ ମନ୍ତ୍ରୀ, ନେତା । ତଥାପି ବିରୋଧୀ…