Latest Odisha News

BREAKING NEWS

ସଲମାନଖାନଙ୍କୁ ହତ୍ୟା କରିବା ପାଇଁ ସୁପାରିସ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ନାବାଳକକୁ ସୁପାରୀ ଦେଇଥିଲା ଲରେନ୍ସ । ପଞ୍ଜାବ ମୋହଲିର ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟରେ ମେ ୯ ତାରିଖରେ ହୋଇଥିବା ଆର୍‌ପିଜି ଆକ୍ରମଣରେ ଜଣେ ନାବାଳକ ମାଷ୍ଟର୍‌ମାଇଣ୍ଡ୍‌କୁ ଫୈଜାବାଦ୍‌ରୁ ଧରାଯାଇଛି। ଅଭିନେତା ସଲ୍‌ମାନ…

କଟକ ଖୋର୍ଦ୍ଧାରେ ପ୍ରବଳ ବର୍ଷିବ ବର୍ଷା

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କଲା ଭୁବନେଶ୍ବର ଆଞ୍ଚଳିକ…

କୁଳାଙ୍ଗାର ଉବାଚ : ଦିବ୍ୟଦୃଷ୍ଟି

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ଖବରକାଗଜ ଧରି ପଢୁଥିଲି ଧରା ପଡିଛି ରାଣୀ ମହୁମାଛି; ଭାବିଲି ଯାହା ହେଉ ସହରରେ ବି ଅସଲି ମହୁ ଉତ୍ପାଦନର ସୁବିଧା ଅଛି! ଦୁଇଜଣ ବାବାଜୀ ଏତିକି ବେଳେ ଘରେ ପହଁଚି କହିଲେରେ ବାବୁ; ତୁ ଟିକେ ବୁଝାବୁଝି କର ଆମେମାନେ ସିନେ ପ୍ରଯୋଜକ ହେବୁ!…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ

ଢେଙ୍କାନାଳ : ରାତି ପାହିଲେ ମା‘ ଗଜଲକ୍ଷ୍ମୀଙ୍କ ପୂଜା । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ମା’ଙ୍କ ପୂଜାକୁ ନେଇ ଉତ୍ସବମୁଖର ସାରା ସହର। ଢେଙ୍କାନାଳ ଜିଲ୍ଲାରେ ମା’ଙ୍କ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି  । ବାଉଁଶରେ ହେଉଛି ସାଜସଜା l ଆଜିକୁ ୭୫ବର୍ଷ ତଳେ ଏହି ଗଜଲଷ୍ମୀ ପୂଜା…

କବିତା : ଇଜ୍ଜତ

ପ୍ରମୋଦ ପ୍ରଧାନ ସ୍ୱାଭିମାନର ଡଅଁର ତଳେ ଡେଉଁଥାଏ ଯେଉଁ ଦମ୍ଭ ବେଇଜ୍ଜତରେ ନୁହେଁ ଇଜ୍ଜତରେ ମାପୁଥାଏ ନିଜର କ୍ଷୀପ୍ର ବେଗ ଗଣୁଥାଏ ନିଶ୍ୱାସ ପ୍ରଶ୍ୱାସ ! ଅଧିକାର,କର୍ତ୍ତବ୍ୟ ଭିତରେ ହଜେଇଦେଇ ନିଜର ଅହଙ୍କାର ବାହୁକୁ ପ୍ରସାରୁଥାଏ ଇଜ୍ଜତ ଆଉ ସାବ୍ୟସ୍ତ କରୁଥାଏ ବର୍ତ୍ତମାନର…

ଅଭାବ ଅନଟନ ଭିତରେ ଦିନ ମଜୁରିଆଙ୍କ ପୁଅ ହେଲେ ଓଏଏସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ । ବାପା ରବୀନ୍ଦ୍ର ସେଠି ଓ ମାଆ ବାସନ୍ତୀ ସେଠିଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠି । ବାପା ଦିନ ମଜୁରିଆ ଭାବେ…

ଘରୁ ମିଳିଲା ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ତାଙ୍କ ଘର ଭିତର ମିଳିଛି। ମୃତା ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(୫୦)। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଅ ସନା ନାୟକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।…

ଲେମ୍ବୁପାଲିରେ ହାତୀ ଆତଙ୍କ

ସୁବର୍ଣ୍ଣପୁର :  ଲେମ୍ବୁପାଲି ଗାଁ ରେ ଖେଳିଯାଇଛି ହାତୀ ଆତଙ୍କ  । ଭୟରେ ଦିନ କାଟୁଛନ୍ତି ଲୋକେ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲେମ୍ବୁପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ୧୩ ଟିକିଆ ହାତୀ ପଲ I ବଲାଙ୍ଗୀର ଜିଲ୍ଲା ଆଠଗାଁ ରେଞ୍ଜରୁ ଏହି ହାତୀପଲ ଆସିଥିବା ସୂଚନା ମିଳିଛି I…

ପୁରୀରେ ଗୋଶାଣୀ ଯାତ୍ରା

ପୁରୀ : ଗତକାଲି ପୁରୀରେ ଅନୁଷ୍ଠିତ ହୋଇଯାଇଛି ଗୋଶାଣୀ ଉତ୍ସବ। ପରମ୍ପରା ଅନୁଯାୟୀ ଦଶମୀ ତିଥି ଠାରୁ ମୃଣ୍ମୟୀ ମୂର୍ତ୍ତି ମାନଙ୍କୁ ମନ୍ତ୍ର ମେଲାଣି ଦିଆ ସରିଥାଏ । ପରେ ଏକାଦଶୀରେ ସିଂହଦ୍ୱାର ଠାରେ ଦେବୀସଭା ଚିହ୍ନିତ ସ୍ଥାନରେ ସମସ୍ତ ମୃଣ୍ମୟୀ ଗୋଶାଣୀ ମୁର୍ତ୍ତି ସହ, ସଂପାତି,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ବିରକ୍ତ ମିଶା ସ୍ୱରରେ , ଆଉ କିଛି ନାହିଁ ଦିନକୁ ଶହେ ଥର ତୁମର ଫୋନ ଆସୁଥିବ ଯାଉଥିବ ଆଉ ତମେ ଘର କାମ କଣ କରିବ ? ଆଗ ଫୋନ ରିସିଭି କର ତାପରେ ଆଉ ଯାହା !" ନା ମୋର ଏବେ ଫୋନ ଧରିବାର ନାହିଁ । ସନ୍ଧ୍ୟା ବେଳ…