ଆଜିଠୁ ବଢ଼ିବ ବର୍ଷାର ପରିମାଣ, ସତର୍କ କରାଇଲା ଆଇଏମଡି
ଭୁବନେଶ୍ୱର: ଆଜିଠାରୁ ବଢ଼ିବ ବର୍ଷାର ପରିମାଣ। ଓଡ଼ିଶାରେ ବିଶେଷ କରି ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁୟାୟୀ, ଆଜି ଓ ଆସନ୍ତାକାଲି ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ…