ନୋବେଲ ଶାନ୍ତି ପୁରସ୍କାର ପାଇବେ ବେଲାଋଷର ମାନବାଧିକାର କର୍ମୀ ଏବଂ ଋଷ-ୟୁକ୍ରେନର ଦୁଇଟି ସଂଗଠନ
ଷ୍ଟକହୋମ୍: ବିଶ୍ବର ସବୁଠୁ ପ୍ରତିଷ୍ଠିତ ସମ୍ମାନ ନୋବେଲେ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ନରଓ୍ବେର ନୋବେଲ କମିଟି 2022 ପାଇଁ ନୋବେଲ ଶାନ୍ତି ପୁରସ୍କାର ବେଲାଋଷର ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ୍ ଏଲେସ ବାଲିୟାତସ୍କିଙ୍କ ନାମ ଘୋଷଣା କରିଛି । ଏହା ସହ…