ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୮)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମ୍ଭବ ବିରକ୍ତ ମିଶା ସ୍ୱରରେ , ଆଉ କିଛି ନାହିଁ ଦିନକୁ ଶହେ ଥର ତୁମର ଫୋନ ଆସୁଥିବ ଯାଉଥିବ ଆଉ ତମେ ଘର କାମ କଣ କରିବ ? ଆଗ ଫୋନ ରିସିଭି କର ତାପରେ ଆଉ ଯାହା !"
ନା ମୋର ଏବେ ଫୋନ ଧରିବାର ନାହିଁ । ସନ୍ଧ୍ୟା ବେଳ…