ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରମ ପୁରୁଷ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ବିଷୟରେ ଚିନ୍ତା କରିବା ମାତ୍ରେ, ମନକୁ ଆସେ ନରେନ୍ଦ୍ର ପୁଷ୍କରିଣୀ କଥା। କାରଣ ସବୁଦିଗରୁ ଏହି ପୁଷ୍କରିଣୀ ଏକ ବିଶେଷ ମହତ୍ୱ…