Latest Odisha News

BREAKING NEWS

ଏମିତି ଭୁଲ୍ କେବେ ହେବ ନାହିଁ: ବାବୁସାନ

ଭୁବନେଶ୍ବର:  ଜୁଲାଇ 23 ଘଟଣାକୁ ନେଇ ପୁଣି ଅଭିନେତା  ବାବୁସାନ ଭିଡିଓ ଜାରି କରିଛନ୍ତି । ବାବୁସାନ କହିଛନ୍ତି  ଏହି ଘଟଣାକୁ ନେଇ ସେ ସମଗ୍ର ଓଡ଼ିଶାବାସୀଙ୍କୁ  କ୍ଷମା ମାଗିଛନ୍ତି ।   ଭିଡିଓ ଜାରି କରି ବାବୁସାନ ପ୍ରମିସ କରିଛନ୍ତି  ଯାହା  ଭୁଲ ହୋଇଛି ସେଭଳି ଆଉ ହେବ ନାହିଁ  । ଭିଡିଓରେ…

ଜୁନିୟର ୱାର୍ଲ୍ଡ ରେସଲିଂରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଅନ୍ତିମ

ନୂଆଦିଲ୍ଲୀ: ବୁଲଗେରିଆର ସୋଫିଆରେ ଅନୁଷ୍ଠିତ ଜୁନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅନ୍ତିମ ଫଙ୍ଗଲ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ୫୩ କିଗ୍ରା ବିଭାଗରେ ସେ କାଜକସ୍ତାନର ଆଲଟନ ଶାଗାୟେଭାଙ୍କୁ ୮-୦ରେ ପରାସ୍ତ କରି ୩୪ ବର୍ଷ ଇତିହାସରେ ପ୍ରଥମ ଭାରତୀୟ…

ବିଶ୍ୱକପରେ ଭାରତକୁ ହଇରାଣ କରିଥିବା ପାକିସ୍ତାନୀ ବୋଲର ଶାହୀନ ଏସିଆ କପରୁ ଓହରିଲେ

ଲାହୋର: ଏସିଆ କପ କ୍ରିକେଟ ପୂର୍ବରୁ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦୀ ଆଘାତ ସମସ୍ୟା ଯୋଗୁ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପରୋକ୍ଷରେ ଟିମ ଇଣ୍ଡିଆ ପାଇଁ ଖୁସିର ଖବର କହିଲେ ଭୁଲ…

ଟାବଲେଟ୍ ନୁହେଁ, ବାହାଘର କାର୍ଡ

ନୂଆଦିଲ୍ଲୀ: ବିବାହକୁ ନେଇ ଯୁବପିଢି଼ଙ୍କ ମଧ୍ୟରେ କ୍ରେଜ୍ ବଢ଼ୁଛି । ନୂଆ ନୂଆ ଡିଜାଇନିଂ ସାଙ୍ଗକୁ କ୍ରିଏଟିଭ୍ ଆଇଡିଆରେ ବିବାହ ସ୍ମୃତିକୁ ସମସ୍ତେ ସାଇତି ରଖିବାକୁ ଚାହୁଁଛନ୍ତି । ଗତବର୍ଷ ଆସାମର ଜଣେ ଓକିଲ ନିଆରା ବାହାଘର କାର୍ଡ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଏବେ ସେମିତି ଆଉ ଏକ ନିଆରା…

ସରକାରୀ ବୈଠକରେ ମହେଶ୍ୱର ମହାନ୍ତି, ବିଧାୟକ ଜୟନ୍ତ କହିଲେ ବିନା ନିମନ୍ତ୍ରଣରେ ସେ କାହିଁକି ଆସିଛନ୍ତି ?

ପୁରୀ: ସରକାରୀ ବୈଠକରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ମହେଶ୍ୱର ମହାନ୍ତି। ପୁରୀ ସର୍କିଟ ହାଉସରେ ଏକ ବୈଠକ ବସିଥିଲା। ବନ୍ୟା କ୍ଷୟକ୍ଷତି ସମ୍ପର୍କିତକୁ ନେଇ ଏହି ବୈଠକରେ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଏହି ବୈଠକରେ…

ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତିଲା ଭାରତ: ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ

ହରାରେ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ଭାରତ ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୮.୧ ଓଭରରେ ୧୬୧ ରନ କରି ଅଲଆଉଟ ହୋଇ…

କଣ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ ?

ସୋନପୁର: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ପାଇଁ  ଅନେକ ଧନ ଜୀବନ ନଷ୍ଟ ହୋଇଛି  । ମଣିଷ ହୁଅନ୍ତୁ କି ପଶୁ ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ଅସୁବିଧାରେ ପଡୁଛନ୍ତି  । ସୋନପୁର ଜିଲ୍ଲାର  ଖମ୍ବେଶ୍ବରୀପାଲି ଗାଁର ଗରିବ ଲୋକ ମାନେ ବନ୍ୟାରେ ଧନ ଜୀବନ ନଷ୍ଟ ହେବା ପରେ ପାଲ  ଖଣ୍ଡିଏ ପାଇଁ ତହସିଲ…

ଫାଇଲ୍ ଧରି ବୁଲୁଛନ୍ତି ଅଙ୍ଗନୱାଡ଼ି ଦିଦି, ବିଲ୍ ହେଉନଥିବା ଅଭିଯୋଗ

କାମାକ୍ଷାନଗର: ଡେପୁଟେସନରେ ପଠାଇଲେ… କାମ ବି କରାଇଲେ… ହେଲେ ବିଲ୍ ବେଳକୁ କେହି ଧରା ଛୁଆଁ ଦେଉନାହାନ୍ତି । ସିଡିପିଓଙ୍କୁ ଅଭିଯୋଗ ସତ୍ତ୍ୱେ ବିଲ୍ ହେଉନି । ଏମିତି ଅଭିଯୋଗ ଆଣିଛନ୍ତି ଢେଙ୍କନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଅଙ୍ଗନୱାଡି ସେକ୍ଟରରେ ଥିବା ୧୯ ଜଣ ଅଙ୍ଗନୱାଡି କର୍ମୀ ।…

ଆସନ୍ତାକାଲିଠୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ସଭାପତି କିଏ ହେବେ କହିଲେ ଭକ୍ତ ଦାସ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସେପ୍ଟେମ୍ବର ୨୦ ମଧ୍ୟରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ।  ହେଲେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ଏହି ପଦରେ ବସିବାକୁ ରାଜି ହେଉ ନାହାନ୍ତି। ତେଣୁ ଦଳର ଅନ୍ୟ ଶୀର୍ଷ ନେତା ଅଣ ଗାନ୍ଧି ପରିବାରର ନାଁକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଯେଉଁଥିରେ…

ଲର୍ଡସରେ ଚକଦା ଏକ୍ସପ୍ରେସ ଖେଳିବେ ଶେଷ ଆନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ସିନିୟର ଖେଳାଳି ଝୁଲଣ ଗୋସ୍ୱାମୀ ତାଙ୍କ ଅବସର ନେଇ ଆଜି ଘୋଷଣା କରିଛନ୍ତି । ଚକଦା ଏକ୍ସପ୍ରେସ ଭାବେ ପରିଚିତ ଝୁଲଣ ଲର୍ଡସର ଐତିହାସିକ ଷ୍ଟାଡିୟମରେ କ୍ୟାରିୟର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ୨୪ ସେପ୍ଟମ୍ବରରେ ଏହି…