Latest Odisha News

BREAKING NEWS

ଘର ଓ ଚାକିରି ଦେବା ନାଁରେ ଠକେଇ, ଜେନାପୁର ପୋଲିସ ଦ୍ୱାରା ଦୁଇ ଗିରଫ

ଯାଜପୁର: ଘର ଓ ଚାକିରି ଦେବା ନାଁରେ ଠକୁଥିଲେ ଦୁଇ ଯୁବକ । ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଦ୍ୱାରା ଦୁଇ ଠକ ଗିରଫ ହୋଇଛନ୍ତି । ଗିରଫ ଦୁଇ ଠକ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଗୋକନା ଗ୍ରାମର ବିଶ୍ଵନାଥ ସାହୁ ଓ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବିରଜା ପ୍ରସାଦ ରାୟ । ଏମାନେ ନିଜକୁ ବାଜି…

ବିପଦ ସଂକେତ ଉପରେ ବୈତରଣୀ; ଧାମନଗର ଓ ଭଣ୍ଡାରିପୋଖରୀର ବହୁ ପଞ୍ଚାୟତ ଜଳମଗ୍ନ

ଭଦ୍ରକ: ବୈତରଣୀରେ ପୁଣି ବଢ଼ି ପାଣି ବଢ଼ିବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜ଼ିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ…

ପରିଚାଳନା କମିଟିରୁ ଇସ୍ତଫା ଦେଲେ କଂଗ୍ରେସ ନେତା ଆନନ୍ଦ ଶର୍ମା

ନୂଆଦିଲ୍ଲୀ: ହିମାଚଳ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ଦଳର ପ୍ରମୁଖ ନେତା ଆନନ୍ଦ ଶର୍ମାଙ୍କୁ ପରିଚାଳନା କମିଟି ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମାତ୍ର ଆନନ୍ଦ ଏହି ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଜି୨୩ ଗ୍ରୁପର ଗୁଲାମ ନବୀ ଆଜାଦଙ୍କ ପରେ…

ବିଜେପିକୁ କର୍ଣ୍ଣାଟକ ଶାସନରୁ ଦୂରରେ ରଖିବା ପାଇଁ ହୋଇପାରେ କଂଗ୍ରେସ ଓ ଜେଡିଏସ୍ ଦଳର ମେଣ୍ଟ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା  ନିର୍ବାଚନକୁ ଆଉ ମାତ୍ର ଆଠ ମାସ ବାକିଅଛି । ଏବେ ଠାରୁ କର୍ଣ୍ଣାଟକ ବିଧାନସଭା ଦଖଲ ପାଇଁ ପ୍ରମୁଖ ରାଜନୈତିକ ଦଳ ମାନେ ରଣନୀତି ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ବିଜେପିକୁ କର୍ଣ୍ଣାଟକ ଶାସନ ରେ ଦୁରରେ ରଖିବା ପାଇଁ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର…

ବିକେୟୁ ମୁଖପାତ୍ର ରାକେଶ ଟିକାଏତଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗାଜିପୁର ବର୍ଡର ନିକଟରେ ଦିଲ୍ଲୀ ପୋଲିସ ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କୁ ଅଟକ ରଖିଛି । ଗିରଫ ହେବା ପରେ ବିକେୟୁ ସଦସ୍ୟଙ୍କୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ କୁହାଯାଇଛି । ଟିକାଏତଙ୍କ କେତେକ ସହଯୋଗୀଙ୍କୁୁ ମଧ୍ୟ…

ମହାକାଳଙ୍କ ଥାଳୀ ବିବାଦରେ କ୍ଷମା ମାଗିଲା ଜୋମାଟୋ

ନୂଆଦିଲ୍ଲୀ: ଅନଲାଇନ ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋ ମହାକାଳଙ୍କ ଥାଳୀ ବିବାଦ ନେଇ କ୍ଷମା ମାଗିଛି । ଆମେ ଉଜ୍ଜୈନ ଲୋକଙ୍କୁ ସମ୍ମାନ କରୁ ସେମାନଙ୍କ ପାଇଁ ବିଜ୍ଞାପନ ପ୍ରସାରଣ ମଧ୍ୟ ବନ୍ଦ କରିଦେଇଛୁ । ଜୋମାଟୋର ଏକ ବିଜ୍ଞାପନରେ ହ୍ରିତିକ ରୋଶନ ମହାକାଳ ଥାଳୀ ମଙ୍ଗାଉଥିବା ଦେଖିବାକୁ…

ବନ୍ୟାପରେ ରାଜ୍ୟବାସୀ ସରକାରଙ୍କ ଭରସାରେ ନୁହେଁ ଭଗବାନଙ୍କ ଭରସାରେ ଅଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଆସିଥିବା ବଡଧରଣର ବନ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ତେବେ ଏହି ବନ୍ୟାପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ ଦାୟୀ କରିଛି ବିଜେପି  । ଏଭଲି ବନ୍ୟା  ପ୍ରାକୃତିକ ନୁହେଁ ସମ୍ପୂର୍ଣ ଭାବେ ମନୁଷ୍ୟକୃତ ବୋଲି ଏକ ସାମ୍ବାଦିକ ସମ୍ମିଳନି କରି ବିଜେପିର ସାଧାରଣ ସମ୍ପାଦକ…

ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ସମ୍ଭାଳିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ପରିସ୍ଥିତି ଅସମ୍ଭାଳ । ବଡ଼ ବନ୍ୟା ସମ୍ଭାଳିବାକୁ ରାଜ୍ୟ ସରକାର ବିଭିନ୍ନ ଉପାୟ ଏବଂ ଶକ୍ତି ଲଗାଇବାରେ ଲାଗିଛନ୍ତି । ରବିବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସଆରସି ଦାୟିତ୍ୱ ମିଳିଛି ।…

ଶୈଳଶ୍ରୀ ବିହାରରରେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତ ଦେହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମିଳିଛି । ଶୁକ୍ରବାର ପୋଲିସ ଏକ ଭଡ଼ା ଘରୁ ଉତ୍କଳ ଶ୍ୱେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିଛି । ପ୍ରେମ ବିବାଦରୁ ଶ୍ୱେତା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ…

କୁଶଭଦ୍ରା ନଦୀରେ ଭାସିଯାଇ ପ୍ରାଣ ହରାଇଲେ ପୂଜକ

ପୁରୀ : ରାଜ୍ୟରେ  ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବାରୁ ବଡ ଧରଣର ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ କେଉଁଠି ନଦୀ ବନ୍ଧ ଭାଙ୍ଗି ଗାଁ ବୁଡିଲାଣି  । ଅନେକ ଧନ ଜୀବନ ନଷ୍ଟ ହେବାର ଖବର ଆସୁଛି  ।  ପୁରୀ ଜିଲ୍ଲା କୁଶଭଦ୍ରା  ନଦୀ ବନ୍ୟା ଜଳରେ ବୁଡି…