Latest Odisha News

BREAKING NEWS

ପୁଲୱାମାରେ ଦୁଇ ଆତଙ୍କବାଦୀ ନିହତ; ପ୍ରବାସୀ ଶ୍ରମିକ ହତ୍ୟା ରେ ଥିଲେ ସାମିଲ୍

ଶ୍ରୀନଗର: ବୁଧବାର ରାତି ଅଧରେ ପୁଲୱାମା ଜିଲ୍ଲାରେ ଦୁଇ ଆତଙ୍କବାଦୀ ଙ୍କୁ ନିହତ କରିଛି ଭାରତୀୟ ସେନା। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ଆସିଥିଲା । ସେନା ପକ୍ଷରୁ ଆଗୁଆ କିଛି ଆକ୍ରମଣ ହୋଇନଥିବା ବେଳେ ଦୁଇ ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା…

କେଜିଏଫ ଚ୍ୟାପ୍ଟର ୨: ବକ୍ସ ଅଫିସ କଲେକ୍ସନରେ ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ରେକର୍ଡ

ମୁମ୍ବାଇ: ୟଶ ଓ ସଂଜୟ ଦତ ଅଭିନୀତ କେଜିଏଫ:ଚ୍ୟାପ୍ଟର ୨ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି । ହିନ୍ଦୀ ଭର୍ସନରେ ଏହା ଏବେ ବି ଚମତ୍କାର ବ୍ୟବସାୟ ଜାରୀ ରଖିଛି । ୩୪୩.୧୩ କୋଟି ଆୟ ସହ ଏହା ଏବେ ବାହୁବଳୀ ୨ (୫୧୦.୯୯ କୋଟି) ଓ ଦଙ୍ଗଲ (୩୮୭.୩୮ କୋଟି) ପଛକୁ ରହିଛି…

ଜୈଶ୍-ଇ-ମହମ୍ମଦର ଧମକ: ମେ ୨୧ରେ ପଞ୍ଜାବରେ ସିରିଜ ବିସ୍ଫୋରଣ ଏବଂ ୨୩ରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା

ଜଲନ୍ଧର: ପଞ୍ଜାବ ରେ ଆସନ୍ତା ମେ ୨୧ରେ ସିରିଜ ବୋମା ବିସ୍ଫୋରଣ ହେବ । ଜଲନ୍ଧର, ସୁଲତାନପୁର ଲୋଧି, ଫିରୋଜପୁର, ଲୋହିଆନ ଖାସ୍, ଫଗଓ୍ବାରା ଏବଂ ତରନ ତରନ ରେଳ ଷ୍ଟେଶନ ରେ ସିରିଜ ବୋମା ବିସ୍ଫୋରଣ ହେବ । ବୁଧବାର ଅପରାହ୍ନରେ ଜୈଶ୍-ଇ-ମହମ୍ମଦ ନାମ ଲିଖିତ ଏକ ଚିଠି ସୁଲତାନ ପୁର ଲୋଧି…

[ଦେଖନ୍ତୁ ଭିଡିଓ] ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା: ଗ୍ରୀଷ୍ମପ୍ରବାହରେ ବି ପରୀକ୍ଷା ସେଣ୍ଟରରେ ନାହିଁ କୌଣସି ବ୍ୟବସ୍ଥା

ଯାଜପୁର : ଆଜିଠାରୁ ଆରମ୍ଭ  ଯୁକ୍ତଦୁଇ ପରୀକ୍ଷା । ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯିବ । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯିବ । ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା…

ଖୁବ ଶୀଘ୍ର ଅବତାର୨ ର ଟ୍ରେଲର

ନ୍ୟୁୟର୍କ: ଅବତାର ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଏହାର ସିକ୍ୱେଲର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବ । ରିପୋର୍ଟ ମୁତାବକ ମାର୍ଭଲ ଷ୍ଟୁଡିଓ ତାର ଆଗାମୀ ଫିଲ୍ମ ଡକ୍ଟର ଷ୍ଟ୍ରେଂଜ ଇନ ଦି ମଲ୍ଟିୱର୍ସ ଅଫ ମ୍ୟାଡନେସ ସହ ସିନେମାହଲରେ ଅବତାର ୨ର ଟ୍ରେଲର ରିଲିଜ କରିବେ । ଏହା କୌଣସି…

[ଦେଖନ୍ତୁ ଭିଡିଓ] ବାହାଘର ପ୍ରସେନରେ ଜୀଅନ୍ତା ନାଗ ନେଇ ନାଚିବା ପଡ଼ିଲା ମହଙ୍ଗା,୫ ଅଟକ

ମୟୁରଭଞ୍ଜ  : ବାହାଘର ପ୍ରସେନରେ ଜୀଅନ୍ତା ନାଗନାଗୁଣୀ ନେଇ ନାଚିବା ପଡ଼ିଲା ମହଙ୍ଗା। ସାପ ଖେଳାଳି ସମେତ ୫ଜଣ ଅଟକ। ତା ସହିତ ସାପକୁ ଉଦ୍ଧାର କରିଛି ବନ ବିଭାଗ। ଭଲରେ ଦେଖନ୍ତୁ ଏହି ଦୃଶ୍ୟକୁ। ଏକ ବାହାଘର ପ୍ରସେସନରେ ନିରୀହ ଜୀବମାନଙ୍କୁ ଛାଡିଲାନି ମଣିଷ। ନିଜ ଆଭିଜାତ୍ୟ ଆଉ ମନୋରଞ୍ଜନ…

AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର

ଭୁବନେଶ୍ୱର: AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର । ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷାନୁଷ୍ଠାନ ଭାବେ ଏହି ପୁରସ୍କାର ମିଳିଛି । ଶିକ୍ଷାକ୍ଷେତ୍ରରେ ସାମଗ୍ରିକ ଉତ୍କର୍ଷତା ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ…

ଅପରାଜିତାଙ୍କୁ ଅଣ ଓଡ଼ିଆ କହି ଟାର୍ଗେଟ କଲେ ସୋନାଲି ସାହୁ

ଭୁବନେଶ୍ୱର: ରାଜ୍ୟ ବିଜେପିରେ କିଛି ଠିକଠାକ ନାହିଁ । ପୁରୀ ଐତିହ୍ୟ ପ୍ରକଲ୍ପକୁ ନେଇ ମୁତ୍ୟତଃ ଦୁଇ କ୍ୟାମ୍ପ ମଧ୍ୟରେ ଛକାପଞ୍ଜା ଚାଲିଛି । ସାଧାରଣ ନିର୍ବାଚନ ବେଳେ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ସୋନାଲି ସାହୁ ନିଜ ସୋଶିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ…

ତାତିରୁ ମିଳିବ ଟିକିଏ ଆଶ୍ୱସ୍ତି, ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ହିଟ-ୱେବରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ ଆଗାମୀ ୩ ଦିନ ପରେ ରାଜ୍ୟରେ କମିବ ତାପମାତ୍ରା । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେ ୧ ରୁ ୨ ମଧ୍ୟରେ ତାପମାତ୍ରା ଦିନ ବେଳା ୨ ଡିଗ୍ରୀ ଯାଏଁ କମିବ ବୋଲି ଆକଳନ କରିଛି ଆଞ୍ଚଳିକ…

ସୁରକ୍ଷା ପାଇଁ ବ୍ଲାକ ସିରେ ରୁଷ ନିୟୋଜିତ କରିଛି ଡଲଫିନ ସେନା

ମସ୍କୋ: ବ୍ଲାକ ସିରେ ରୁଷ ନିୟୋଜିତ କରିଛି ଡଲଫିନ ସେନା । କୌଣସି ବିପଦ ଆସିବା ପୂର୍ବରୁ ପ୍ରଶିକ୍ଷିତ ବିଭିନ୍ନ ପ୍ରଜାତିର ମାଛ ଆଗୁଆ ସତର୍କ କରି ଦିଅନ୍ତି । ୟୁନାଇଟେଡ ଷ୍ଟେଟସ ନାଭାଲ ଇନଷ୍ଟିଚ୍ୟୁଟ ଏହି ତଥ୍ୟ ପ୍ରଦାନ କରିଛି । ରୁଷର ସବୁଠାରୁ ବଡ ନୌସେନା ବେସ ସେବାସ୍ତୋପଲରେ ଏମାନଙ୍କୁ…