Latest Odisha News

BREAKING NEWS

ଚହଲ ଏବଂ ପଟେଲଙ୍କ ଦମଦାର ବୋଲିଂ, ବିଶାଖପାଟଣାରେ ବାଜି ମାରିଲା ଭାରତ

ଅମରାବତୀ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି । ବିଶାଖପାଟଣାରେ ଖେଳାଯାଉଥିବା ଏହି ମ୍ୟାଚକୁ ଭାରତ ୪୮ ରନରେ ବିଜୟ ହାସଲ କରିଛି। ପୂର୍ବରୁ ଦିଲ୍ଲୀ ଏବଂ ବାରବାଟୀରେ ଦକ୍ଷିଣ ଆଫ୍ରିକା ଘରୋଇ ଟିମ୍ ବିପକ୍ଷରେ ବିଜୟୀ ହୋଇ ୨-୦ରେ ଅଗ୍ରଣୀ ଥିଲା। ଏବେ ୫ଟି…

ପେନସନ୍‌ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୪୨୦ ଖଣ୍ଡ ଚିଠି

ବ୍ରହ୍ମପୁର: ପେନସନ ବୃଦ୍ଧି ପାଇଁ ଅଭିନବ ଉପାୟରେ ପ୍ରତିବାଦ ବ୍ରହ୍ମପୁରରେ ମଙ୍ଗଳବାର ଦେଖିବାକୁ ମିଳିଛି । ଅଲ ଓଡ଼ିଶା ଇପିଏଫ୍‍ ପେନସନରର୍ସ ଆସୋସିଏଶନ୍‍ ଗଞ୍ଜାମ ଜିଲା ଶାଖା ତରଫରୁ ଏଭଳି ଉଦ୍ୟମ ହୋଇଛି । ବ୍ରହ୍ମପୁର ମୁଖ୍ୟ ଡାକଘର ନିକଟରେ ଏକତ୍ରିତ ହୋଇ ଜିଲା ସଭାପତି ପ୍ରତାପ ଚନ୍ଦ୍ର…

ବ୍ରହ୍ମପୁର ଉପକଣ୍ଠରେ ୮ଟିକିଆ ହାତୀପଲ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକର ଦକ୍ଷିଣପୁର ଘାଇ ପାଖରେ ୮ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି । ଏହି ହାତୀପଲକୁ ନେଇ ଆଖାପାଖର ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଶେଷକରି ଫସଲ ନଷ୍ଟ ଏବଂ ହାତୀପଲର ଜନବସତି ମୁହାଁକୁ ନେଇ ସେମାନେ ନାନା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ବନ…

ପୁଣି ଆସନ୍ତାକାଲି ରାହୁଲ ଗାନ୍ଧିଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ରାହୁଲ ଗାନ୍ଧିଙ୍କୁ ଜେରା କରିବ ଇଡି  ।  ନ୍ୟାସନାଲ ହେରାଲ୍ଡ ମାମଲାରେ ଲଗାତାର ଦ୍ୱିତୀୟ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆଠ ଘଂଟାରୁ ଅଧିକ ସମୟ ପଚରାଉଚରା କରିଛି ।  ସୋମବାର, ଇଡି ଦୁଇଟି ପର୍ଯ୍ୟାୟରେ 10…

ରଣବୀର-ଆଲିୟାଙ୍କ ବ୍ରହ୍ମାସ୍ତ୍ରରେ ଶାହାରୁଖଙ୍କ ଭୂମିକାର ହେଲା ଖୁଲାସା!

ମୁମ୍ବାଇ: ରଣବୀର କାପୁର ଓ ଆଲିଆ ଭଟ୍ଟ ଅଭିନୀତ ବ୍ରହ୍ମାସ୍ତ୍ର ଫିଲ୍ମର ଟିଜର ଏବେ ରିଲିଜ ହୋଇଛି । ଫଳରେ ଦର୍ଶକଙ୍କ ଉତ୍କଣ୍ଠା ଏହି ଫିଲ୍ମ ପ୍ରତି ଆହୁରି ବଢ଼ିଛି । ଟିଜରରେ ଶାହାରୁଖ ଖାଁଙ୍କୁ ଦେଖିବାକୁ ମିଳିଥିବା ପ୍ରଶଂସକମାନେ ଦାବୀ କରିଛନ୍ତି । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ…

ବିଭୁତି ପଟ୍ଟନାୟକ, ସ୍ୱୟଂମ୍ସ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି

ଭୁବନେଶ୍ୱର: ମୋଦି ସରକାରଙ୍କ ୮ ବର୍ଷ ପୁର୍ତି ଅବସରରେ ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା…

୪୮,୩୯୦.୫୨ କୋଟି ଟଙ୍କାରେ ନିଲାମ ହେଲା ଆଇପିଏଲ ମିଡିଆ ରାଇଟ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମ ହୋଇଛି । ୨୦୨୩ରୁ ୨୭ ପର୍ଯ୍ୟନ୍ତ ଏହି ନିଲାମୀରେ ବିସିସିଆଇକୁ ମିଳିଛି ୪୮,୩୯୦.୫୨ କୋଟି ଟଙ୍କା । ଡିଜନୀ ଷ୍ଟାର ଭାରତୀୟ ମହାଦ୍ୱୀପର ଟିଭି ରାଇଟ୍ସ ବାବାଦକୁ ୨୩,୫୭୫ କୋଟି ଟଙ୍କା ଦେବ । ଭାୟକମ ୧୮ ଡିଜିଟାଲ…

ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ମୋଦି କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ…

ତୁକାରାମ ମହାରାଜ ଶିଳା ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେର ଦେହୁ ଠାରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେହୁର ପବିତ୍ର ଭୂମିରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର ଶାସ୍ତ୍ରଗୁଡ଼ିକ ବିଷୟରେ…

ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ

ଭୁବନେଶ୍ୱର: ପବିତ୍ର ରଜ ପର୍ବ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ  ଅନୁପ୍ରିୟା ପଟେଲ । ଓଡ଼ିଆଙ୍କ ଗଣ ପର୍ବ ରଜରେ ପ୍ରକୃତିମାତା, ଧରିତ୍ରୀମାତାଙ୍କ ସମେତ ନାରୀମାନଙ୍କୁ ପୂଜା ଓ ସମ୍ମାନିତ କରାଯାଇଥାଏ ।  ପ୍ରକୃତି ସହ ଯୋଡି ହୋଇ ରହିବା ପାଇଁ ରଜ…