Latest Odisha News

BREAKING NEWS

XE ଭାରିଆଣ୍ଟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ , ଗହଳିରେ ମାସ୍କ ପିନ୍ଧନ୍ତୁ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର : କରୋନାର ନୂଆ ଭାରିଆଣ୍ଟ XEକୁ ନେଇ ଭୟଭୀତ ହେବା ଦରକାର ନାହିଁ ।ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ଏହା ପ୍ରାଥମିକ ପର୍ଯ୍ୟାୟ ଗତକାଲି ଚିହ୍ନଟ ହୋଇଛି ।ଏଥିପ୍ରତି ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡକ୍ଟର ରମାରମଣ ମହାନ୍ତି କହିଛନ୍ତି । ଗତକାଲି…

ବିଜେବି କଲେଜରେ ଜାଲ ସାର୍ଟିଫିକେଟ ଦେଖାଇ ଆଡମିଶନ ମାମଲା , ୨ ଅଟକ

ଭୁବନେଶ୍ୱର : ବିଜେବି କଲେଜ ଜାଲ ସାର୍ଟିଫିକେଟରେ ଆଡମିଶନ ମାମଲା । ଏହି ମାମଲାରେ ତନାଘନା ଜାରି ରଖିଛି ପୋଲିସ । ଦୁଇ ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ବରଗଡ ଥାନା ପୋଲିସ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟଲ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ସେନେଇ ପୋଲିସ ପଚରା ଉଚରା…

ଫସଲ ନଷ୍ଟ , ଋଣ ନେଲା ଚାଷୀଙ୍କ ଜୀବନ , କ୍ଷତିପୂରଣ ଦାବି କଲେ ପରିବାର

ଯାଜପୁର : ଜୀବନ ନେଇଗଲା ଋଣ ଭାର । ଋଣ ଭାର ସହି ନପାରି ଜୀବନ ହାରିଦେଲେ ଚାଷୀ ।ଯାଜପୁର ଜିଲ୍ଲା ବିଂଝାରପୁରର ଜରି ନାଉବାଙ୍କ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଭାଗଚାଷୀ ନବଘନ ଧଳ ଧାର କରଜ ସୁଝି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଦିନିଆ ବର୍ଷା…

ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଣି: ବାପ ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର :ହତ୍ୟାକାଣ୍ଡ ମମାଲାର ଶୁଣାଣି । ଐତିହାସିକ ରାୟ ଶୁଣାଇଲେ ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ । ଏକ ହତ୍ୟାକାଣ୍ଡ ମାମଲାରୁ ରାୟ ଶୁଣାଣି କରି ବାପା ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ୨୨ ଜଣ ସାକ୍ଷ ପ୍ରମାଣକୁ ଭିତ୍ତ କରି ନବରଙ୍ଗପପୁର…

ଶପଥ ନେଲେ ନବନିର୍ବାଚିତ ମେୟର ସୁବାସ ସିଂ

କଟକ: ମହାନଗର ନିଗମ ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂ । ନବନିର୍ବାଚିତ ମେୟର ଭାବେ ସୁବାସ ଶପଥ ନେଇଛନ୍ତି । ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ସମସ୍ତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତେବେ ଭୁବନେଶ୍ୱର ଓ ବ୍ରହ୍ମପୁର…

ରଞ୍ଜନ ପ୍ରଧାନ ପାଇବେ ‘ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ’ ପୁରସ୍କାର

ଭୁବନେଶ୍ୱର : ଲେଖକ ରଞ୍ଜନ ପ୍ରଧାନଙ୍କ ଚଳିତ ବର୍ଷ ପାଇଁ 'ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ ପୁରସ୍କାର' ପାଇବେ ବୋଲି ପ୍ରତିଭା ରାୟ ଟ୍ରଷ୍ଟ ଏବଂ ଆଦ୍ୟ ପ୍ରକାଶନୀ ପକ୍ଷରୁ ସୂଚନା ଦିଆଯାଇଛି। ପୁରସ୍କାର ସ୍ୱରୂପ ଶ୍ରୀ ପ୍ରଧାନଙ୍କୁ ମାନପତ୍ର, ସ୍ମାରକୀ, ଉତ୍ତରୀୟ ଏବଂ ପଚାଶ ହଜାର ହଜାର…

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ୨୦୨୨: ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ପୁରୀ…

ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ବର: ଆଜି ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା । ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଜି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର…

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ତେଣୁ ରଥଦାଣ୍ଡରେ ଅନେକ ଗହଳି ହେବ ବୋଲି ଆକଳନ…

ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା

ସମ୍ୱଲପୁର: ରୋଗୀଙ୍କର ସମ୍ପର୍କୀୟଙ୍କୁ ହତ୍ୟା ଅଭିଯୋଗ । ସମ୍ୱଲପୁର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କିଛି କାମରେ ହସ୍ପିଟାଲ ବାହାରକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ତେବେ ଲୁଟ୍ ଉଦ୍ଦେଶ୍ୟରେ କେହି ତାଙ୍କୁ ହତ୍ୟା…