Latest Odisha News

BREAKING NEWS

୪୦ ହଜାର କୋଟି ଟଙ୍କାରେ ବିକ୍ରି ହେଲା ଚେଲସୀ ଫୁଟବଲ କ୍ଲବ

ଲଣ୍ଡନ: ୪୦ ହଜାର କୋଟି ଟଙ୍କା ବିନିମୟରେ ଚେଲସୀ ଫୁଟବଲ କ୍ଲବ ବିକ୍ରି ହୋଇଛି । ବୁଧବାର ବ୍ରିଟିଶ ସରକାର ଟଡ ବୋହେଲୀ ଓ କ୍ଲିୟରଲେକ କସୋର୍ଟିୟମକୁ ମଂଜୁରୀ ଦେବା ସହ ଲାଇସେନ୍ସ ପ୍ରଦାନ କରିଛନ୍ତି । ରୋମନ ଆବ୍ରାମୋଭିଚଙ୍କ ଅନୁମତି ପରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚେଲସୀ କ୍ଲବ…

[ଦେଖନ୍ତୁ ଭିଡିଓ] ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ପୁରୀ: ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ବୈଠକରେ ରାଜେନ୍ଦ୍ରାଭିଷେକ, ରକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା…

ଆଇଓଏରୁ ଇସ୍ତଫା ଦେଲେ ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ଭାରତୀୟ ଖେଳର ବିକାଶ ପାଇଁ ଏହି ପଦ ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ କରିବା ସମୟ ଉପନୀତ ହୋଇଛି ବୋଲି ସେ ଏହି ଅବସରରେ କହିଛନ୍ତି । ଗତ ମାସରେ ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କା ହେରଫେର କରିବା…

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତରା ୟାସିନ ମଲିକଙ୍କୁ ଦିଲ୍ଲୀ ପଟିୟାଲା ହାଉସକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କବାଦୀମାନଙ୍କୁ ଫଣ୍ଡିଂ କରିବା ଏବଂ ବିସ୍ଫୋରକ ସାମଗ୍ରୀ ଜୁଟାଇବା ୨ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପୂର୍ବରୁ ମେ ୧୯ରେ…

[ଦେଖନ୍ତୁ ଭିଡିଓ] କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  । ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି ।…

ୟାସିନ ମଲିକ ମାମଲା: ଅମିତଙ୍କ ଗୁଗଲୀରେ ଆଉଟ ହେଲେ ଆଫ୍ରିଦୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଫଣ୍ଡିଂ କରିବା ଅଭିଯୋଗରେ ୟାସିନ ମଲିକ ଦୋଷ ସ୍ୱୀକାର କରିଛନ୍ତି । ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୋଧରେ ଦଣ୍ଡ ଶୁଣାଇବ । ପୁନର୍ବାର ଭାରତର ଆଭ୍ୟନ୍ତରୀଣ ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ଶାହୀଦ ଆଫ୍ରିଦୀ । ତେବେ…

[ଦେଖନ୍ତୁ ଭିଡିଓ] ପୁରୀ ଗୁଳିମାଡ ଘଟଣାର ଖୋଲୁଛି ଗୁମର: ଗୁଳିମାଡ ପଛରେ ପ୍ରେମ ବ୍ୟାପାର

ପୁରୀ : ପୁରୀରେ  ଗୁଳିମାଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ଲୋକନାଥ ମନ୍ଦିର ସେବାୟତ ଶିବରାମ ପାତ୍ରକୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତକୁ ଅଟକରଖି  ପଚରା ଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଅଟକ ରଖିଛି । ପ୍ରେମ ବ୍ୟାପରକୁ ନେଇ…

ପ୍ରାଇସ କମାଇଲେ ଅକ୍ଷୟ କୁମାର

ମୁମ୍ବାଇ: ବଚ୍ଚନ ପାଣ୍ଡେ ଫିଲ୍ମ ପରେ ଅକ୍ଷୟ କୁମାରଙ୍କ ଡିମାଣ୍ଡ କିଛି ମାତ୍ରାରେ କମିଯାଇଛି । ଏହା ଦେଖି ଖିଲାଡି କୁମାର ତାଙ୍କ ପ୍ରାଇସ କମାଇବାକୁ ବାଧ୍ୟ ହୋଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ସେଲ୍ଫି, ସୋରାଇ ପୋଟରୁ ରିମେକ, ବଡେ ମିଆଁ ଓ ଛୋଟେ ମିଆଁ ପାଇଁ ଲାଗୁ ହେବ । ୨୦୦୭ରେ ୱେଲକମ…

ଏସପି ସମର୍ଥନରେ କପିଳ ସିବଲ ଦାଖଲ କଲେ ରାଜ୍ୟସଭା ପ୍ରାର୍ଥୀପତ୍ର

ନୂଆଦିଲ୍ଲୀ: କପିଳ ସିବଲ ବୁଧବାର ସମାଜବାଦୀ ପାର୍ଟି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଛାଡିବା ପ୍ରସଙ୍ଗରେ ସେ କହିଥିଲେ, ମୁଁ ମେ୧୬ରୁ ଦଳ ଛାଡି ସାରିଛି । ବିରୋଧୀ ଦଳରେ ରହି ନରେନ୍ଦ୍ର ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିବା ଭଳି…

[ଦେଖନ୍ତୁ ଭିଡିଓ] ୧୦ ଦଫା ଦାବି ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ର ପ୍ରଭାବ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ…