Latest Odisha News

BREAKING NEWS

ବିଜୟ ସ୍ୱାଦ ଚାଖିଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୯ ଉଇକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ କ୍ରମାଗତ ୩ଟି ପରାଜୟ ପୋ ହାଇଦ୍ରାବାଦ ବିଜୟ ସ୍ୱାଦ ଚାଖିଛି । ପଞ୍ଜାବ ୧୨୧ ରନର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ଗୋଟିଏ ଉଇକେଟ ହରାଇ…

ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ, ମାତ୍ର ଗୋଟିଏ ଘଣ୍ଟାରେ ପ୍ରସ୍ତୁତ କଲେ ସବୁଠୁ ଛୋଟ ରାମ ପ୍ରତିମା 

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ ମହାରଣା । ପବିତ୍ର ରାମ ନବମୀ ଉପଲକ୍ଷେ ଓଡ଼ିଶାର ଜଣେ କଳାକାର ବିଶ୍ବର ସବୁଠୁ ଛୋଟ ରାମ ପ୍ରତିମା ପ୍ରସ୍ତୁତ କରିଛନ୍ତି । ଏହି ପ୍ରତିମାଟିର ଉଚ୍ଚତା ମାତ୍ର 4.1 ସେଣ୍ଟିମିଟର । ଏହି ପ୍ରତିମା ମାତ୍ର ଗୋଟିଏ ଘଣ୍ଟାରେ ସେ ପ୍ରସ୍ତୁତ କରିଛନ୍ତି ।…

ରାଜ୍ୟରୁ ସୁସ୍ଥ ହେଲେ ୨୦୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୨୦୦୯ ଜଣ ସଂକ୍ରମିତ । ନୂଆପଡ଼ାରୁ ସର୍ବାଧିକ ୨୭୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୨୬୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।…

ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଗୌତମ ଗମ୍ଭୀର । ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୭୬ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ, ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୪୭୬ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମଣ ୩୮୮ ଜଣ ଅଛନ୍ତି । ସେହିପରି ୧୪୦ ଜଣ ସୁସ୍ଥ ହୋଇଥିବା ନେଇ ଟ୍ବିଟ୍ କରି…

ଖୁବ୍ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ଅଜୟ ଦେବଗନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଷ୍ଟାର ଅଜୟ ଦେବଗନ ଖୁବ୍ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଜୟ କ୍ରାଇମ ଡ୍ରାମା ରୁଦ୍ର:ଦି ଏଜ ଅଫ ଡାର୍କନେସରେ ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ଏହି ସିରିଜ ହଟଷ୍ଟାର ଭିଆଇପିରେ ଦେଖିବାକୁ ମିଳିବ । ଝିଅ ନ୍ୟାସାର ୧୮ତମ ଜନ୍ମ ଦିବସ…

ଦେଶବାସୀଙ୍କୁ ୩ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ, ପଜିଟିଭ୍ ହେଲେ ଭୟଭୀତ ହୁଅ ନାହିଁ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ସାରା ଦେଶ ଚିନ୍ତାରେ ଥିବା ବେଳେ, ଆଜି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ଦେଶର ୩ ଜଣ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ…

ମେ ୧୩ରେ ରିଲିଜ କରିବ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’; କାଲି ଟ୍ରେଲର ରିଲିଜ

ମୁମ୍ବାଇ: ଇଦ୍ ରିଲିଜର ପରମ୍ପରାକୁ ବଜାୟ ରଖି ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର -'ରାଧେ' ମେ ୧୩, ୨୦୨୧ ରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ଏବଂ ଏକାଧିକ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ନିର୍ଦ୍ଦେଶକ ପ୍ରଭାସ ଦେବ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଟ୍ରେଲର…

କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍ ରଦ୍ଦ, ଫିକା ପଡିଲା ବ୍ୟବସାୟୀଙ୍କ ଆଶା

ନୂଆଦିଲ୍ଲୀ : ଭାରତରେ ଅଣାୟତ ହେଲାଣି କରୋନା ମହାମାରୀ । ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ହୋମ ଷ୍ଟେ, ହଟ, କଟେଜ, ହୋଟେଲ, ରେଷ୍ଟୁରାଣ୍ଟ ସହ ଜଡିତ ସମସ୍ତ ବୁକିଂ କ୍ୟାନ୍ସଲ ହେବାରେ ଲାଗିଛି । ଗଲା ଗୋଟିଏ ସପ୍ତାହରେ କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍…

ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହେଲେ ସାଂସଦ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷ ଡ. କେଶଭ ରାଓଙ୍କୁ ପରିଷଦର ସଦସ୍ୟ ଭାବରେ ମନୋନୀତ କରଯୋଇଛି ବୋଲି…