Latest Odisha News

BREAKING NEWS

ଜାତୀୟ ଆଥଲେଟିକ୍ସ ଚାମ୍ପିୟନସିପ: ଦୂତି ଚାନ୍ଦ କଲେ ନୂଆ କିର୍ତ୍ତିମାନ

ଭୁବନେଶ୍ୱର : ଭାରତର ଦ୍ରୁତତମ ମହିଳା ଧାବିକା ଦୂତି ଚାନ୍ଦ ଗୌହାଟୀରେ ଚାଲିଥିବା ଜାତୀୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡ଼ ନିଜେ ଭଙ୍ଗ କରି ଚାମ୍ପିୟନ୍ସିପରେ ଏକ ନୂଆ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି । ପ୍ରତିଯୋଗିତାର ଚତୁର୍ଥ ଦିବସରେ…

ପ୍ରବଳ ବର୍ଷା ଆଶଙ୍କା: ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,…

ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ଲାଗି ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ/ବ୍ରହ୍ମଗିରି : ପୁରୀ ଶ୍ରୀମନ୍ଦିରର ଅଣସର ଘରେ ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀରୁ ୩୫ କିମି ଦୂର ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଏବେ ଭକ୍ତମାନେ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରୁଛନ୍ତି । ହଜାର ହଜାର ଭକ୍ତମାନେ ଭିଡ଼ ଲାଗିଲାଣି…

ଜଗତସିଂହପୁରରେ ସାପ ଆତଙ୍କ: ଶୋଇବା ଘରୁ ୭ଟି ସାପଛୁଆ ଉଦ୍ଧାର

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପାଇକସାହିରେ ଜଣେ ବ୍ୟକ୍ତିଙ୍କ ଶୋଇବା ଘରୁ ସାପ ଅଣ୍ଡାଦେଇଥିବା ନେଇ ଗ୍ରାମରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ମିଳିଥିବା ସୂତ୍ରରୁ ପ୍ରକାଶ, କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପାଇକସାହିର…

କନ୍ଧମାଳରେ ଅଫୁଟା ଟିଫିନ ବୋମାକୁ ବିସ୍ଫୋରଣ କଲେ ସିଆରପିଏଫ ଯବାନ

କନ୍ଧମାଳ : କନ୍ଧମାଳରେ କମ୍ବିଂ ଅପରେସନ ବେଳେ ସିଆରପିଏଫ ପକ୍ଷରୁ ଗୋଟିଏ ଅଫୁଟା ଟିଫିନ ବୋମାକୁ ସତର୍କତାର ସହିତ ବିସ୍ଫୋରିତ କରାଯାଇଛି । ସୂତ୍ରରୁ ଜଣାପଡ଼ିଛି ଯେ, କନ୍ଧମାଳର ଫୁଲବାଣୀ-ଗୋଛାପଡ଼ା ରାସ୍ତା କଡ଼ରେ ଗୁରୁବାର ରାତିରେ କମ୍ବିଂ ଅପରେସନ କରୁଥିବା ବେଳେ କେନ୍ଦ୍ରୀୟ ବାହିନୀ ୫…

ବାନ୍ଧବୀ ଆସିଲା ବାନ୍ଧବଗଡ଼ରୁ: ସାତକୋଶିଆରେ ମହାବଳର ସାଥ୍ ଦେଲା ‘ସୁନ୍ଦରୀ’

ଅନୁଗୁଳ : ଏକୁଟିଆ ହୋଇ ପଡ଼ିଥିବା ମହାବଳ ବାଘର ସାଥ୍ ଦେବ ଏବେ ଗୋଟିଏ ବାଘୁଣୀ । ବାଘ ପାଇଁ ବାଘୁଣୀଟିଏ ଖୋଜା ଚାଲିଥିଲା । କିନ୍ତୁ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି ସାକକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ । ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ପ୍ରାୟ ସପ୍ତାହକ ପୂର୍ବରୁ…

‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ: ‘ଓଡ଼ିଶା-ଉତ୍କଳ’କୁ ନେଇ ବିବାଦ ତେଜିଲା

ଭୁବନେଶ୍ୱର : ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟର ଜାତୀୟ ଗାନ କରିବାକୁ ଦାବୀ ହୋଇଥିଲା । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି ବୋଲି କହିଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହେଲା ଯେତେବେଳେ…

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଋତୁପର୍ଣ୍ଣା ଭାରତୀୟ ବ୍ୟାଡ଼ମିଣ୍ଟନ ଦଳରେ ସାମିଲ

ଭୁବନେଶ୍ୱର: ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡ଼ମିଣ୍ଟନ ମହିଳା ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ପୂର୍ବରୁ ଓଡ଼ିଶାର ଖେଳାଳିମାନେ ହକି, ରଗବୀ, କ୍ରିକେଟ, ଆଥଲେଟିକ୍ସ,…

୨ ତାରିଖରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୨ ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଏସମ୍ପର୍କରେ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠ ପୂର୍ବ ପରି ଖୋଲିଲେ…

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଏସମ୍ପର୍କରେ କୌଣସି ଚିଠି ପାଇନଥିବା କହିଲେ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୀ ଶ୍ରୀମନ୍ଦିରରେ ସପତ୍ନୀକ ଦର୍ଶନ କରିବାକୁ ଆସିଥିଲେ ଭାରତର ମହାମାନ୍ୟ ରାଷ୍ଟ୍ରପତି । ଶ୍ରୀମନ୍ଦିର ମଧ୍ୟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଆଲୋଚିତ ହେବାରେ ଲାଗିଛି । ଏପ୍ରସଙ୍ଗରେ ମୁହଁଖୋଲି ଆଜି…