ରଶ୍ମିରଞ୍ଜନ ପରିଡା ଓଡିଶା କ୍ରିକେଟ ଟିମର ମୂଖ୍ୟ କୋଚ ନିଯୁକ୍ତ
ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ଶୁକ୍ରବାର ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡାଙ୍କୁ ପୁରୁଷ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ସେହିପରି ଓଡିଶା ଟିମର ବୋଲିଂ କୋଚ ଭାବେ ଦୀପକ ମଙ୍ଗରାଜ ଓ ଫିଲ୍ଡିଂ କୋଚ ଭାବେ ଗୌତମ ଗୋପାଳଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।…