Latest Odisha News

BREAKING NEWS

ଆସୁଛି କୁଲି ନମ୍ବର-୧, ଲିଡ୍ ରୋଲରେ ବରୁଣ ଓ ସାରା

ମୁମ୍ବାଇ: ସାରା ଅଲ୍ଲୀ ଖାନ୍ ଓ ବରୁଣ ଧାୱନଙ୍କ ଫିଲ୍ମ କୁଲି ନମ୍ବର-୧ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଆମାଜନ୍ ପ୍ରାଇମରେ ଫିଲ୍ମ ରିଲିଜ୍ ହେବ । ଏଥିପାଇଁ ସାରା ଓ ବରୁଣ ଫିଲ୍ମର ପ୍ରମୋସନ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ପ୍ରମୋସନ ପୂର୍ବରୁ ଦୁଇ ଜଣ ଭିଡିଓ କରି ଇନଷ୍ଟାଗ୍ରାମରେ ସେୟାର…

ପିମ୍ପୁଡି ବସାରେ ନିଆଁ ଲଗାଇବାକୁ ଯାଇ ଜଳିଗଲେ ଯୁବତୀ

ଚେନ୍ନାଇ: ପିମ୍ପୁଡିଙ୍କୁ ତଡିବାକୁ ଯାଇ ପ୍ରାଣ ହରାଇଲେ ଜଣେ ସଫ୍ଟୱେୟାର ଇଂଜିନିଅର । ମହଙ୍ଗା ପଡିଥିଲା ପିମ୍ପୁଡି ବସାରେ ନିଆଁ ଲଗାଇବା । ପିମ୍ପୁଡି ତ ଗଲେନି ବରଂ ଅବେଳାରେ ଉଡିଗଲା ଜଣେ ୨୭ ବର୍ଷୀୟ ଯୁବତୀଙ୍କ ପ୍ରାଣବାୟୁ । ଚେନ୍ନାଇର ସୋଲିଙ୍ଗାନାଲୁରର ଏକ ଆଇଟି ସଂସ୍ଥାରେ କାମ…

ଉତ୍ତରପ୍ରଦେଶରେ ଲଭ ଜିହାଦ ଉପରେ ଅଧ୍ୟାଦେଶ ପାସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟରେ ଲଭ ଜିହାଦ ଉପରେ ଆସିଥିବା ଅଧ୍ୟାଦେଶ ପାସ୍ ହୋଇଛି । ଯୋଗୀ ଆଦିତ୍ୟନାଥ ସରକାର ଲଭ ଜିହାଦ ଉପରେ ନୂତନ ନିୟମ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜୋର ଜବରଦସ୍ତ ଓ ମିଛ କହି ଧର୍ମ ପରିବର୍ତନ କରାଇଥିଲେ ଦୋଷୀକୁ ୧ରୁ ୫ ବର୍ଷ ଜେଲଦଣ୍ଡାଦେଶ ରହିଛି ।…

ସମ୍ଭାବ୍ୟ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ରାଜ୍ୟରେ ଛୁଟି ଘୋଷଣା

ହାଇଦ୍ରାବାଦ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହୋଇଛି। ନଭେମ୍ବର ୨୫ ତାରିଖରେ ଏହା ତାମିଲନାଡୁର ମାଲାପୁରମ୍ ଏବଂ ପୁଡୁଚେରୀର କରାଇକାଲ୍ ଉପକୂଳ ଦେଇ ବାତ୍ୟା 'ନିଭାର' ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅଧିକ ପଢନ୍ତୁ-ବଙ୍ଗୋପସାଗରରେ ବଳ ଗୋଟାଉଛି…

ସ୍ବଚ୍ଛତା ପାଇଁ ପୁରସ୍କୃତ ହେବ ୱାର୍ଡ; ମିଳିବ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି

ବ୍ରହ୍ମପୁର: ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଇଏମସି)ର ସ୍ୱଚ୍ଛ ଏବଂ ସର୍ବୋତ୍ତମ ପରିମଳ ୱାର୍ଡକୁ ପୁରସ୍କୃତ କରାଯିବ। ପ୍ରଥମ ପୁରସ୍କାର ହେଉଛି ୫୦ ଲକ୍ଷ ଟଙ୍କା, ଦ୍ୱିତୀୟଟି ହେଉଛି ୩୦ ଲକ୍ଷ ଟଙ୍କା ଏବଂ ତୃତୀୟଟି ହେଉଛି ୨୦ ଲକ୍ଷ ଟଙ୍କା। ନଭେମ୍ବର ୨୩ ତାରିଖରେ 'ମୋ…

ଷ୍ଟିଭ୍ ସ୍ମିଥଙ୍କୁ କେମିତି କରିବେ ଆଉଟ୍ ? ସଚିନ୍ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ବୋଲରଙ୍କୁ ଗୁରୁମନ୍ତ୍ର । ଷ୍ଟିଭ୍ ସ୍ମିଥଙ୍କୁ କିପରି ଆଉଟ କରିବେ ସେନେଇ ଟିପ୍ସ ଦେଇଛନ୍ତି ସଚିନ । ପାରମ୍ପରିକ ବଲିଂ ଶୈଳୀଠାରୁ ଅଲଗା ବୋଲିଂ କରିବାକୁ ପଡ଼ିବ । ବ୍ୟାଟ୍ସମ୍ୟାନଙ୍କୁ ପଞ୍ଚମ…

କବିତା : ମାମ୍ ଉପେତ୍ୟ ପୁନର୍ଜନ୍ମ

✍️ଜ୍ଞାନେନ୍ଦ୍ର.. ଅନ୍ଧାର ବେଶ୍ ଚିହିଁକି ଉଠୁଥାଏ ଠିକ୍ ଏତିକିବେଳେ... ନିକାଞ୍ଚନରେ ଏଇ ମୋର ସ୍ୱ-ଶବଯାତ୍ରା ଜହ୍ନ ଦିଶୁଥାଏ ଖୁବ ମଳିନ ଅବସାଦ ଆଖିରେ ଆଜି ତା' ଦୁଇ ଟୋପା ଲୁହ ସାରା ପ୍ରକୃତି ଖାଁ ଖାଁ ଖୁବ ବିଷାଦଗ୍ରସ୍ତ । ଅପୂର୍ବ ଏହି ବିଦାୟକାଳୀନ ଅଭିବାଦନ କାନ୍ଧରେ…

ପରଲୋକରେ ଯୋଦ୍ଧା ଆକବର ଅଭିନେତା !

ନୂଆଦିଲ୍ଲୀ: ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଓ ଥିଏଟର ବ୍ୟକ୍ତିତ୍ୱ ବିଶ୍ୱ ମୋହନ ବଡୋଲା । ବୟସାଧିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଗତକାଲି ରାତିରେ ତାଙ୍କର ନିଧନ ଘଟିଛି । ଏହି ପୁରୁଖା କଳାକାର ଅନେକ ଫିଲ୍ମ, ଟିଭି ସିରିଜ୍ ଓ ଖାସ କରି ଥିଏଟର ସହ ଜଡିତ ଥିଲେ । ଚର୍ଚ୍ଚିତ ଅଭିନେତା…

ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟି୨୦ ମ୍ୟାଚ ଖେଳିବ

ମୁମ୍ବାଇ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ୨୦୨୧ ଟି୨୦ ବିଶ୍ୱକପ ଭାରତରେ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ଦୃଷ୍ଟିକୋଣରୁ ଉଭୟ ଦେଶ ମଧ୍ୟରେ ୫ଟି୨୦ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଭାରତ ଗସ୍ତରେ ଇଂଲଣ୍ଡ ୫ଟି୨୦, ୩…

ଅନ୍ନଦାତାଙ୍କ ପ୍ରତି ଅନ୍ୟାୟ ଆଉ କେତେ ଦିନ??

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ସମଗ୍ର ଜନସଂଖ୍ୟାର ଏକ ବୃହତମ ଭାଗ ବା ୭୦ ପ୍ରତିଶତ ଜନତା କୃଷି କ୍ଷେତ୍ରରେ ନିୟୋଜିତ ଅର୍ଥାତ୍ କୃଷକ କିମ୍ବା କୃଷି ଶ୍ରମିକ । ବଡ଼ ଅଫିିସର, ନେତା, ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବଂଚିରହିବା…