Latest Odisha News

BREAKING NEWS

Browsing Tag

Berhampur

ରେଳ ଲାଇନ୍ ପାର ବେଳେ ଧକ୍କା ଦେଲା ଟ୍ରେନ୍, ୩ ମୃତ

ବ୍ରହ୍ମପୁର: ଧକ୍କା ଦେଲା ଟ୍ରେନ୍ । ଲେଭଲ୍ କ୍ରସିଂ ପାର ବେଳେ ଦୁର୍ଘଟଣା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁରର ହଳଦିଆପଦର ଲେଭଲ୍ କ୍ରସିଂରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ । ବିଶାଖା-ଟାଟନଗର ଟ୍ରେନ୍ ଧକ୍କାରେ…

ଡ୍ରାଇଭର୍ ରଚିଥିଲା ଏଟିଏମ୍ ଭ୍ୟାନ୍ ଅପହରଣ ନାଟକ

ବ୍ରହ୍ମପୁର: ଡ୍ରଇଭର୍ ୪୨୦ । ଯେଉଁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନ୍ ଚଳାଉଥିଲା ତାକୁ ଅପହରଣ କରି ଟଙ୍କା ଲୁଟ୍ କରିବାକୁ ମାଷ୍ଟରପ୍ଲାନ୍ କରିଥିଲା । ସହଯୋଗୀଙ୍କୁ ନେଇ ଅପରହଣ ନାଟକ ରଚିଥିଲା । ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରୁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନକୁ ଅପହରଣ ଘଟଣାର…

କାଲିଠୁ ଗଞ୍ଜାମରେ ଦିଆଯିବ କୋଭାକ୍ସିନ, ବ୍ରହ୍ମପୁରରେ ପହଞ୍ଚିଲା ୧ ଲକ୍ଷ ୪୦ ହଜାର ଡୋଜ୍ ଟିକା

ବ୍ରହ୍ମପୁର: ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ରହ୍ମପୁରରେ ୧ ଲକ୍ଷ ୪୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଛି । ବ୍ରହ୍ମପୁର ସିଟି ହସ୍ପିଟାଲରେ କୋଭାକ୍ସିନ ଟିକା ପହଞ୍ଚିଛି । ଆସନ୍ତାକାଲି ସୁଦ୍ଧା ଜିଲ୍ଲାର ଅନ୍ୟ…

ବ୍ରହ୍ମପୁରରେ ଘରେଘରେ ବୁଲି କୋଭିଡ୍ ଭାକ୍ସନ୍ ଦେବ ପୌରପାଳିକା

ବ୍ରହ୍ମପୁର: ବଡ ଘୋଷଣା । ସୋମବାରଠୁ ଘରଘର ବୁଲି କୋଭିଡ୍ ଭାକ୍ସନ୍ ଦେବ ବ୍ରହ୍ମପୁର ପୌରପାଳିକା । ତେବେ ଏହି ସେବା କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ । ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ରହିଛି । Vaccination at doorstep. BeMC will start…

ବ୍ରହ୍ମପୁର ମଣ୍ଡଳ କାରାଗାରରେ ପଶିଲା କରୋନା, ୪୮ ଅନ୍ତେବାସୀ ପଜିଟିଭ୍

ବ୍ରହ୍ମପୁର: ଜେଲରେ କରୋନା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ତଳେ ୮୪ କଏଦୀଙ୍କ RT-PCR ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମାମଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ରହ୍ମପୁର ମଣ୍ଡଳ…

ଫିକା ପଡିଲା ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ପୀଠ ଠାରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗୁ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗୋଟିଏ ବର୍ଷ ଅନ୍ତରରେ ପାଳନ ହୁଏ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଓ ବ୍ୟବସାୟୀଙ୍କର ଭିଡ଼ ଜମେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଫିକା ପଡ଼ିଛି । ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ୧୪୪…

ଵ୍ରହ୍ମପୁର ଖଜୁରିଆ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ୫ ଅଭିଯୁକ୍ତ ଗିରଫ, ୨ ଫେରାର୍‌

ଵ୍ରହ୍ମପୁର: ଵ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗାଁରେ ଗୁଳିକାଣ୍ଡ ଘଟିଛି । ଉକ୍ତ ଗାଁର ହୀନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୭ ଜଣ ଦୁର୍ବୁତ୍ତ ଏହି ଗୁଳିମାଡ଼ କରିଥିବା ବେଳେ ହୀନଙ୍କ ଅଣ୍ଟାରେ…

ସବୁଠୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବଲିଙ୍ଗ ତିଆରି କରି ପୁଣି ରେକର୍ଡ ଭାଙ୍ଗିଲେ ବ୍ରହ୍ମପୁରର ସତ୍ୟ ମହାରଣା

ବ୍ରହ୍ମପୁର: କ୍ଷୁଦ୍ର ମୂର୍ତ୍ତି କାରିଗର ରେଶମ ସହରର ସତ୍ୟ ମହାରଣା ନିଜର ପୂର୍ବ ରେକର୍ଡକୁ ପୁଣି ଭାଙ୍ଗିଲେ । ଏଥର ସେ ସବୁଠାରୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବ ଲିଙ୍ଗ ତିଆରି କରି ନିଜର ୨୦୧୭ ରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି । ଚଳିତ ଥର ସେ ଚକ ଖଡିକୁ କାଟିସବୁଠାରୁ ଛୋଟ ଅଢେଇ…

ବ୍ରହ୍ମପୁରରେ ସ୍ୱାଇନ୍ ଫ୍ଲୁ ଭୟ, ୮ ଦିନରେ ମଲେଣି ଏକାଧିକ ଘୁଷୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୮ ଦିନ ମଧ୍ୟରେ ସଂଖ୍ୟାଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି । ସ୍ୱାଇନ୍ ଫ୍ଲୁ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ସହରର ବିଭିନ୍ନ ଡମ୍ପିଂ ୟାର୍ଡ ଓ ଖୋଲା ଡ୍ରେନରୁ ମହାନଗର ନିଗମ ଏକାଧିକ ମୃତ ଘୁଷୁରୀଙ୍କ ଶରୀର ଉଦ୍ଧାର…

ଛତ୍ରପୁରରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

ଛତ୍ରପୁର: ଡିଆରଡିଏ ଛକରେ ଟ୍ରକ୍ ଚାପାରେ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାଁ ସୀତାରାମ ରେଡି। ଘର ଶାନ୍ତିନଗରରେ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାଶୁଝା ଚାଲିଛି ।