Latest Odisha News

BREAKING NEWS

Browsing Tag

Bhadrak

ନକଲି ଜର୍ଦ୍ଦା କାରବାର, ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ

ଭଦ୍ରକ: ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ । ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଚଢ଼ାଉ ବେଳେ ପୋଳିସ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ନକଲି ଜର୍ଦ୍ଦା ପ୍ରସ୍ତୁତିକୁ ନେଇ ରେଡ୍ କରିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏପରିକି ସାମ୍ବାଦିକଙ୍କ ମୋବାଇଲ…

କାର୍ ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ: ପୋଲିସକୁ ଖବର ଦେବାରୁ କାର୍ ଜାଳିଦେଳେ କୋଇଲା ମାଫିଆ । ଘର ନିକଟରେ ଥିବା ହୁଣ୍ଡାଇ କାର୍‌ରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଂଚଳ ଥାନା ଇଚ୍ଛାପୁର ମାରପୁର ଗାଁରେ । ଭଦ୍ରକର ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା…

ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଅଟକ

ଭଦ୍ରକ: ପୁଣି ଅସଲି ଖୋଲ ଭିତରେ ନକଲି ମାଲ । ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ଚଢାଉ କରିଛି । ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।…

ଓଲଟିଲା ଆମ୍ବୁଲାନ୍ସ, ଡ୍ରାଇଭର ଛୁ’

ଭଦ୍ରକ: ରୋଗୀ ନେଇ ଫେରିବା ବାଟରେ ଓଲଟିଲା ଆମ୍ବୁଲାନ୍ସ । ଭୋଗରାଇ ନହର ଗାଁରେ ଜଣେ ରୋଗୀଙ୍କୁ ପରିବାର ଲୋକେ କଟକ ଆଣିବା ବେଳେ ବିଳମ୍ବିତ ରାତିରେ ଚରମ୍ପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଗୁରୁତର ବ୍ୟକ୍ତିଙ୍କ ସହ ଦୁଇ ଭାଇ ଓ ମା’ ଆହତ ହୋଇଛନ୍ତି ।…

ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓପିଡି ୪୮ ଘଣ୍ଟା ବନ୍ଦ

ଭଦ୍ରକ: ୪୬ ଘଣ୍ଟା ବନ୍ଦ ରହିବ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହସ୍ପିଟାଲର ଜଣେ ଡାକ୍ତର କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସଂପୃକ୍ତ ଡାକ୍ତରଙ୍କ ଡ୍ରାଇଭର ବି କରୋନା ସଂକ୍ରମିତ…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଆଖଣ୍ଡଳମଣିଙ୍କ ପୀଠରେ ୧୪୪ ଧାରା ଜାରିଏ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ପରମ୍ପରା ଅନୁଯାୟୀ ଆଜିଠାରୁ ମହାଦେବଙ୍କୁ କରାଯାଏ ଜଳାଭିଷେକ । ମାତ୍ର ଚଳିତ ଥର କରୋନା ଯୋଗୁଁ ଫିକା ପଡିଛି ସବୁକୁଛି । ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜାରି ହୋଇଛି ୧୪୪…

ଅମ୍ଫାନ୍ ପ୍ରଭାବ: ଭଦ୍ରକରେ ବ୍ୟାପକ ଗଛ ଉପୁଡ଼ି ରାସ୍ତା ଅବରୋଧ

ଭଦ୍ରକ: ବାତ୍ୟା ଅମ୍ଫାନର କରାଳ ରୂପ ଦେଖାଇଛି ଭଦ୍ରକ ଜିଲ୍ଲାରେ । ଏହି ଜିଲ୍ଲାର ଅଧିକାଂଶ ସ୍ଥାନରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଭାବେ ଗଛ ଉପୁଡ଼ି ପଡ଼ିଛି । ଅଧିକ ପଢନ୍ତୁ: ଅମ୍ଫାନ ପ୍ରଭାବ: ଭଦ୍ରକରେ କାନ୍ଥ ପଡ଼ି ୩ ମାସର ଶିଶୁପୁତ୍ର ମୃତ ମିଳିଥିବା ସୂଚନାନୁଯାୟୀ, ଭଦ୍ରକ…

ଅମ୍ଫାନ ପ୍ରଭାବ: ଭଦ୍ରକରେ କାନ୍ଥ ପଡ଼ି ୩ ମାସର ଶିଶୁପୁତ୍ର ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ରାତିରେ ଘର କାନ୍ଥ ଭୁଷୁଡ଼ି ପଡ଼ିବା ଯୋଗୁଁ ଜଣେ ୩ ମାସ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ: ଅମ୍ଫାନ ସତର୍କତା: ଆଗାମୀ ୬ ରୁ ୮ ଘଣ୍ଟା ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା…

ମେ’ ୨୭ରେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ; ଆରଡ଼ିରେ ଉଠିଲା ଲଗ୍ନଥାଳ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପାରମ୍ପରିକ ବିବାହ ଉତ୍ସବ ଆସନ୍ତା ମେ’ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦେବଦମ୍ପତିଙ୍କ ବିବାହ ଉତ୍ସବ ଲାଗି ସୋମବାର ଦିନ ବିଧି ମୁତାବକ ଲଗ୍ନଥାଳ ଉଠିଛି । ମିଳିଥିବା ସୂଚନାନୁଯାୟୀ, ଆରଡ଼ିର…

ଅସ୍ଥାୟୀ କ୍ୱାରେନଣ୍ଟାଇନ ସେଣ୍ଟରରେ ପାନୀୟ ଜଳର ଅବ୍ୟବସ୍ଥା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ଗ୍ରାମ ପଞ୍ଚାୟତ ଲାଗି ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପାନୀୟ ଜଳର ଅବ୍ୟବସ୍ଥା ରହିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆରଡ଼ି ପଞ୍ଚାୟତ ଲାଗି ସ୍ଥାନୀୟ ଆରଡ଼ି ହାଇସ୍କୁଲରେ ହୋଇଥିବା…