ଏମପିରେ କମଳନାଥଙ୍କ ତନ୍ତ୍ର ସାଧନାରେ ‘ବଳି’ ପଡିବେ ଶିବରାଜ !
ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଲଢେଇ ତୀବ୍ରତର ହେବାରେ ଲାଗିଛି। ନିର୍ବାଚନରେ ଶାସକ ବିଜେପିକୁ ମାତ ଦେବାକୁ କଂଗ୍ରେସ ଲାଗିପଡିଛି। ଏହି କ୍ରମରେ ଦଳକୁ କ୍ଷମତାକୁ ଆଣିବାକୁ ଦଳ ଭିନ୍ନ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମିଳିଛି।
ଏହି ଅବସରରେ କଂଗ୍ରେସକୁ କ୍ଷମତାକୁ…