Latest Odisha News

BREAKING NEWS

Browsing Tag

koraput

ଖୁବଶୀଘ୍ର ଜୟପୁରରୁ ଉଡ଼ିବ ବିମାନ, DGCA ଦେଲେ ଲାଇସେନ୍ସ

ଭୁବନେଶ୍ୱର: ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର କୋରାପୁଟ ଜିଲ୍ଲା ଜୟପୁରରୁ ବିମାନ ଉଡ଼ିବ । ଏଥିପାଇଁ ଡିଜିସିଏ ପକ୍ଷରୁ ବିମାନବନ୍ଦର ଲାଇସେନ୍ସ ପ୍ରଦାନ କରାଯାଇଛି । ଉଡ଼ାଣ ଯୋଜନା ଅଧିନରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରିଛନ୍ତି ଡିଜିସିଏ । ଏନେଇ DGCA ଟ୍ୱିଟ୍ କରି ସୂଚନା…

ନକଲି ଆରଟିଓ ଏଜେଣ୍ଟ ଦେଉଥିଲେ ଡ୍ରାଇଭିଙ୍ଗ ଲାଇସେନ୍ସ

କୋରାପୁଟ : ନିଜକୁ ଆରଟିଓ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଦେଉଥିଲେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ l କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଏଭଳି ଘଟଣା ନଜରକୁ ଆସିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟ ଗ୍ରାମର  ମୋହେନ୍ଦ୍ର ଖେମୁଡୁ ବୋଲି ଜଣାପଡ଼ିଛି l…

ଚାଷୀଙ୍କ ମନମୋହୁଛି ମହୁଚାଷ

କୋରାପୁଟ: ଚାଷୀଙ୍କୁ ଆକୃଷ୍ଟ କରୁଛି ମହୁଚାଷ । ମହୁଚାଷ କରି ଉପକୃତ ହେଉଛନ୍ତି କୋରାପୁଟ ଚାଷୀ  । ନନ୍ଦପୁର ଏବଂ ବୌଇପାରିଗୁଡା ଠାରେ ଆରମ୍ଭ କରାଯାଇଥିଲା ମହୁଚାଷ ।  ନାବାର୍ଡ ଓ ହର୍ଷଟ୍ରଷ୍ଟ ମିଳିତ ସହମତିରେ ମହୁଚାଷ ଆରମ୍ଭ କରାଯାଇଥିଲା। ଏଥିରେ ମୋଟ ୨୫୦ ଗରିବ ଆଦିବାସୀ ଚାଷୀଙ୍କୁ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

କୋରାପୁଟ: ଜମିର କିସମ ବଦଳାଇବାକୁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ବରିଷ୍ଠ କିରାଣି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ୍ ଅଫିସର ବରିଷ୍ଠ କିରାଣି ତଥା ରେକର୍ଡ ରୁମ୍ ଇନଚାର୍ଜ ସତ୍ୟନାରାୟଣ ଦଳେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆରଓଆର୍ ପଟ୍ଟା ଚାଷଜମିରୁ ଘରବାରିକୁ…

କେରଳ ଚାଲାଣ ବେଳେ ଚଢ଼ାଉ, ୧୩୦ କେଜି ଚନ୍ଦନ କାଠ ଜବତ

କୋରାପୁଟ: ଚନ୍ଦନ କାଠ କେରଳ ଚାଲାଣ ବେଳେ ଚଢ଼ାଉ । କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଦାମୀ ଚନ୍ଦନ କାଠ ଚାଲାଣ ବେଳେ ଧରା ପଡ଼ିଛି । କୋରାପୁଟରୁ ଏକ କାମାଣ୍ଡରରେ ରାୟପୁରକୁ ନେଇ କେରଳ ଯିବାକୁ ଯୋଜନା କରିଥିଲେ ମାଫିଆ । ବିଶ୍ୱସ୍ତ ସୂତ୍ରରୁ…

ଓଡିଶାରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର  

କୋରାପୁଟ : ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା କୃଷି କ୍ଷେତ୍ରରେ କୃଷି ଡ୍ରୋନର ବ୍ୟବହାର। ଅଳ୍ପ ସମୟରେ ଏକର ଏକର ଜମିକୁ କିପରି କୃଷି ସାର ଓ ଅନ୍ୟ ରାସାୟନିକ କୀଟ ସାର ସିଞ୍ଚନ କରାଯାଇ ପାରିବ ଏହି ଉଦ୍ଦେଶ୍ୟ ରେ ନାବାର୍ଡ ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିକୁ ଚାଷୀମାନଙ୍କ ସହାୟତା…

୨୯୦ କେ.ଜି ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଅବକାରୀ ବିଭାଗର ବଡ଼ ସଫଳତା । ନନ୍ଦପୁରର ମାରଡ଼ା କାଜୁ ବଣ ରୁ ୨୯୦ କେ.ଜି ଗଞ୍ଜେଇ ଜବତ ହୋଇଛି  । ଯାହାର ଆନୁମାନିକ ମୂଲ୍ୟ ୨୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ସୂଚନା ଦେଇଛନ୍ତି  । ନନ୍ଦପୁର ବ୍ଲକ ମାରଡ଼ା ଅଞ୍ଚଳ ରୁ…

ପ୍ରବଳ ବର୍ଷାରେ ଭାଙ୍ଗିଗଲା ଅସ୍ଥାୟୀ ବ୍ରିଜ୍

କୋରାପୁଟ: ପ୍ରବଳ ବର୍ଷାରେ ଅସ୍ଥାୟୀ ବ୍ରିଜ୍ ଭାଙ୍ଗି ଯାଇଛି । ସୀମାନ୍ତ ଆନ୍ଧ୍ରର ସମ୍ବାଇ ନିକଟ ବାଇଲୁଗୁଡା ନିକଟରେ ଅସ୍ଥାୟୀ ବ୍ରିଜ ଭାଙ୍ଗିଯିବା ସହ ନିର୍ମାଣାଧିନ ନୂତନ ବ୍ରିଜର କିଛି ଅଂଶ ଧୋଇ ଯାଇଛି । ଫଳରେ କୋରାପୁଟ ଜିଲ୍ଲା ପଟାଙ୍ଗିରୁ ସମ୍ବାଇକୁ ଗମନା ଗମନ ଠପ୍ ହୋଇ ଯାଇଛି । ଗତ…

ସ୍ତ୍ରୀକୁ ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଥିଲା ସ୍ୱାମୀ

କୋରାପୁଟ: କାଳ ହେଲା ଘର କଳି । ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଲା ସ୍ୱାମୀ । ଅଜବ ଲାଗୁଥିଲେ ବି ଘଟଣାଟି ସତ । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ଦଶରଥ ସାହୁ ଓ…

ଲକ୍ଷ୍ମୀପୁର ଭୁଇପାଟଣୀରେ ଟ୍ରେନ ଧକ୍କାରେ ୫ ଗାଈ ଓ ଜଣେ ମୃତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଭୁଇପାଟଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ଭୁଇପାଟଣୀ ଗ୍ରାମ ଦେଇ ଯାଇଥିବା ଟ୍ରେନ ଲାଇନରେ ମୁକୁନା ପ୍ରେପେକା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରେଳ ଧାରଣା ଦେଇ ଗାଈ ନେଇ ଆର ପାରିକୁ ଯାଉଥିବା ସମୟରେ ଟ୍ରେନ ଧକ୍କାରେ…