Latest Odisha News
Browsing Tag

Mla

ବେଆଇନ୍ ଅର୍ଥ କାରବାର ମାମଲା, EDରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ

ଭୁବନେଶ୍ୱର: ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କ ସହ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ସୁଜାତା ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଇଡି ଅଫିସ୍‌ରେ ହାଜର ହୋଇଛନ୍ତି । ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ  …

ଆମ ଆଦମୀ ପାର୍ଟିର କର୍ମୀଙ୍କୁ ବିବାହ କଲେ ବିଧାୟିକା ନରିନ୍ଦର କୌର 

ଚଣ୍ଡୀଗଡ଼:  ବୋହୂ ସାଜିଲେ ବିଧାୟକ। ବିବାହ କଲେ ବିଧାୟିକା ନରିନ୍ଦର କୌର  । ପଞ୍ଜାବର ସଙ୍ଗରୁରରୁ ବିଧାୟିକା ଥିବା ନରିନ୍ଦର କୌର ଆମ ଆଦମୀ ପାର୍ଟିର କର୍ମୀ ମନଦୀପ ସିଂଙ୍କୁ ବିବାହ କରିଛନ୍ତି | ଏହି ବିବାହ ସମାରୋହ ପଟିଆଲାର ରୋରେୱାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୟୂରଭଂଜ ବିଧାୟକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶପଥ ସମାରୋହର ଦିନକ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ  ନୂଆଦିଲ୍ଲୀ ଠାରେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଉଦଳା ବିଧାୟକ ତଥା ବିଜେପି ରାଜ୍ୟ…

ରାଜ୍ୟ ବିଜେପି ବିଧାୟକମାନେ ଗଲେ ଦିଲ୍ଲୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟ ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ବିଧାୟକମାନେ ଦିଲ୍ଲୀ ଯାଇଥିବା କହିଛନ୍ତି । ଦିଲ୍ଲୀ ଯାଇଥିବା…

ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ ବିଧାୟକ ଏମ. ଶ୍ରୀନିବାସ କଲେଜ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହୋଇଯାଇଛି । ଭିଡିଓରେ ଦେଖାଯାଉଛି ଯେ, ବିତ୍ତ୍ୱଧାୟକ ଜଣକ ଆଇଟିଆଇ କଲେଜ ବୁଲିବାକୁ ଯାଇଥିଲେ । ସେଠାରେ କମ୍ପ୍ୟୁଟର ଲ୍ୟାବ୍ ବିଷୟରେ ପ୍ରିନ୍ସିପାଲଙ୍କୁ କିଛି ପ୍ରଶ୍ନ…

କରୋନା ସମୟରେ ବିଧାୟକଙ୍କ ସହଯୋଗ

ପାଟଣାଗଡ: କରୋନା ସମୟରେ ବିଧାୟକଙ୍କ ମହାନତା ।। ଏହି ସଙ୍କଟ ସମୟରେ ଲୋକଙ୍କୁ ସହଯୋଗ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭୋଗୁଛନ୍ତି । କିଛି ଲୋକ କାମ ଧନ୍ଦା ହରାଇଥିବା ବେଳେ ସମସ୍ୟା ଭିତରେ ଖାଇବା ନେଇ ବହୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଧାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟନାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ନିକଟ ଅତୀତରେ ସରିଥିବା ବାଲେଶ୍ୱର ସଦର ବିଧାନସଭା ଉପ-ନିର୍ବାଚନରେ ସେ…

ବିଧାୟକଙ୍କ ସହ ବିଜ୍ଞାପନ, ବିବାଦରେ ମହିଳା ପୋଲିସ !

ଭଦ୍ରକ: ଲୋକଙ୍କୁ ଜମିଲାନି ପୋଲିସ ଓ ପ୍ରଶାସନର ମିଳିତ ଦୁର୍ଗାପୂଜା ଶୁଭେଛା ବାର୍ତ୍ତା । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମହିଳା ପୋଲିସ ଅଫିସରଙ୍କ ଶୁଭେଛା ବିଜ୍ଞାପନ । ବିଧାୟକଙ୍କ ସହ ନିଜର ଫଟୋ ଲଗାଇ ଦୁର୍ଗାପୂଜା ଉପଲକ୍ଷେ ଲୋକଙ୍କୁ ଶୁଭେଛା ଜଣାଇବା ଭଦ୍ରକର ଜଣେ ମହିଳା ପୋଲିସଙ୍କୁ…

[ଭିଡିଓ] ବିଧାୟକ ବାହିନୀପତି ସାଜିଲେ କଳାକାର

ଭୁବନେଶ୍ୱର: ରାଜନେତାଙ୍କର କେତେ ରୂପ । ତେବେ ଏଠି କାହାକୁ ଆକ୍ଷେପ କରାଯାଇନି, ବରଂ ଓଡିଶାର ଜଣେ ବିଧାୟକଙ୍କ ଅନ୍ୟତମ ପ୍ରତିଭା ବିଷୟରେ ଉଲ୍ଲେଖ ହୋଇଛି । କୋରାପୁଟ, ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ଅନେକ ଥର ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏଥର ସେ କଳାକାର ସାଜି ଏକ ଭଜନ…

ଦଶପଲ୍ଲା ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ ବାହାରିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ନିକଟ…