Latest Odisha News

BREAKING NEWS

Browsing Tag

Railway

ପୁଣି ଗୋଟିଏ ଟ୍ରାକରେ ମୁହାଁମୁହିଁ ହେଲେ ୨ ଟ୍ରେନ୍, ରେଲୱେ ଦେଲା ସ୍ପଷ୍ଟୀକରଣ

ବିଳାସପୁର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୧୦ ଦିନ ବିତିଛି । ବାହାନଗା ବାହୁନି ବାହୁନି କାନ୍ଦୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ରେଳ ବିଭାଗର ଅବହେଳା । ଛତିଶଗଡ଼ର ବିଳାସପୁରରେ ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ଆସିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଦେଖା…

ବାହାନଗା ବଜାର ଷ୍ଟେସନରେ ପୁଣି ପହଞ୍ଚିଲା ସିବିଆଇ, କିଛି ରେଳ ଅଧିକାରୀଙ୍କ ଫୋନ୍ ଜବତ

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଦ୍ୱିତୀୟ ଦିନରେ ତୃତୀୟ ଥର ପାଇଁ ବାହାନଗା ବଜାର ଷ୍ଟେସନରେ ପହଞ୍ଚିଛି । କାହିଁକି ଟ୍ରେନ୍ ଦୁର୍ଘଟଣା ଘଟିଲା ? ସିଗନାଲରେ ତ୍ରୁଟି ଥିଲା ନା ଇଣ୍ଟରଲକିଂରେ ଥିଲା ସମସ୍ୟା ? ନା କିଏ କରିଛି ଷଡ଼ଯନ୍ତ୍ର ? ସବୁ ଦିଗରୁ…

କେମିତି ପାଇବେ ଟ୍ରେନ୍ ଦୁର୍ଘଟଣା ସହାୟତା ?

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଛନ୍ତି । ମୃତକଙ୍କୁ ଚିହ୍ନଟ କରିବା ଲାଗି ରେଳ ବିଭାଗ ଓ ସରକାରଙ୍କୁ ଫଟୋ ସହ ତାଲିକା ଜାରି କରାଯାଇଛି । ମୃତକଙ୍କ ସମ୍ପର୍କୀୟ ପ୍ରମାଣ ଦେଇ ହସ୍ପିଟାଲରୁ ମୃତଦେହ ଗ୍ରହଣ…

ବାହାନଗା ଟ୍ରେନ୍ ଦୁର୍ଘଟଣା: ଟିକେଟ୍ କରି ନଥିବା ଯାତ୍ରୀଙ୍କୁ ବି ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଅନୁକମ୍ପା ରାଶି ପ୍ରଦାନ ନେଇ ବଡ଼ ସୂଚନା ଦେଇଛି ରେଲୱେ । ରବିବାର ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଧ୍ୟ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ । ସୁପ୍ରିମକୋର୍ଟଙ୍କ…

ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଏହି ସବୁ ଟ୍ରେନ୍

ଭୁବନେଶ୍ୱର: ସମ୍ବଲପୁର ସିଟି ଏବଂ ମାନେଶ୍ଵର ମଧ୍ୟରେ ଦୋହରୀକରଣ କାର୍ଯ୍ୟର କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେବ । ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଥିବା କାଂସବାହଲ ଏବଂ ରାଜଗାଙ୍ଗପୁର ଷ୍ଟେସନ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ମାର୍ଗ ନିର୍ମାଣ କରାଯି । ଏଥି ଯୋଗୁଁ…

ବୈତରଣୀ ବ୍ରିଜରେ ବନ୍ଦେ ଭାରତ ରାସ୍ତା ରୋକିଲା କାଳବୈଶାଖୀ

ଯାଜପୁର: କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧା ବାଟରେ ଅଟକି ରହିଛି । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅପରାହ୍ଣ ୪ଟା ୩୫ରୁ ଅଟକି ରହିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ-ହାୱଡ଼ା ଅଭିମୁଖେ ଯାଉଥିବା ବେଳେ କାଳବୈଶାଖୀ ଯୋଗୁ ଗଛ ଭାଙ୍ଗି ତାର…

ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରୁ ଠେଲିଦେଲେ, ଜଣଙ୍କ ମୃତ୍ୟୁ

ରାଞ୍ଚି: ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରେ ଝଗଡ଼ା । ଆଉ ତା ପରେ ୨ ଜଣଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଭଳି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ଚାଏବାସାରେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଚକ୍ରଧରପୁର ଜୋନରେ ଏହି ଘଟଣା…

ହୋଲି ପାଇଁ ପ୍ରବଳ ଭିଡ଼, ଗୋଟିଏ କୋଚରେ ଚଢ଼ିଲେ ୪୦୦ ଯାତ୍ରୀ, ତା’ପରେ…

ନୂଆଦିଲ୍ଲୀ: ଦେଶରେ ପର୍ବ ପର୍ବାଣୀ ସମୟରେ ଟ୍ରେନ୍ ଯାତ୍ରାରେ ବେଶ୍ ଭିଡ଼ ପରିଲକ୍ଷିତ ହୁଏ । ଆଉ ଏବେ ହୋଲିକୁ ନେଇ ବେଶ୍ ଭିଡ଼ ହେଉଛି ଟ୍ରେନ୍ ଗୁଡ଼ିକରେ । ରେଲୱେ ପକ୍ଷରୁ ଏକାଧିକ ସ୍ପେଶାଲ୍ ଟ୍ରେନ୍ ଚଳା ଯାଉଥିଲେ ମଧ୍ୟ ଏହା ପର୍ବ ପର୍ବାଣୀ ଭିଡ଼କୁ କମାଇ ପାରୁ ନାହିଁ । ଯାହା ଦେଖିବାକୁ…

ରେଳ ବଜେଟରେ ଓଡ଼ିଶା ଦାବି ଠାରୁ ୧୯% ଅଧିକ ଅନୁଦାନ ଦିଆଯାଇଛି: ଅଶ୍ୱିନୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳ ବଜେଟରୁ ଅନୁଦାନ ଘୋଷଣା ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଛି । ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଏ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ…

ମୋଦିଙ୍କ ବନ୍ଦେ ଭାରତ ଟ୍ରେନ୍ ଫେଲ୍ ! ୩ ବର୍ଷରେ ଗଡ଼ିଛି ମାତ୍ର ୭ଟି

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆଗାମୀ ୭୫ ସପ୍ତାହରେ ଦେଶର କୋଣ ଅନୁକୋଣକୁ ୭୫ଟି ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ । ୨୦୨୩ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପାଳନ କରାଯାଉଥିବା ଆଜାଦୀ କି ଅମ୍ରିତ ମହୋତ୍ସବ ଶେଷ ହେବ । ହେଲେ…