Latest Odisha News

BREAKING NEWS

Browsing Tag

Rajasthan politics

ରାଜସ୍ଥାନରେ କଂଗ୍ରେସ, ବିଜେପିକୁ ଖେଳାଇବ ବିଏସପି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟଗଣତି ପୁର୍ବରୁ ଭିନ୍ନ ଭିନ୍ନ ଆକଳନ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହେବକୁ ଛୋଟ ଛୋଟ ଦଳ ମଧ୍ୟ ନିଜର ପ୍ରସ୍ତୁତି କରୁଛନ୍ତି। ବହୁଜନ ସମାଜବାଦୀ…

ରାହୁଲ ବୁଝାଇଲେ ବିଜେପିର ସିଷ୍ଟମ, ରାସ୍ତାରେ ବୁଲିଲେ ମୋଦି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର ପ୍ରଚାର ଆହୁରି ତୀଵ୍ର ହୋଇଛି। ଉଭୟ ଦଳର କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ଏହି ଅବସରରେ କଂଗ୍ରେସ…

ଦଳ ବିଦ୍ରୋହୀ ନେତାଙ୍କୁ ଧମକାଇଲା କଂଗ୍ରେସ, ସହଯୋଗ କର ନ ହେଲେ ଭୋଗିବ !

ଭୁବନେଶ୍ୱର: ରାଜସ୍ଥାନରେ ବିଦ୍ରୋହୀ ନେତାମାନେ ପ୍ରମୁଖ ଦଳ ଗୁଡ଼ିକର ଅଡୁଆ ବଢାଇଛନ୍ତି। ଉଭୟ ଶାସକ ଦଳ କଂଗ୍ରେସ ଓ ବିଜେପିର ବହୁ ନେତା ସ୍ୱାଧୀନ ଭାବେ ଲଢ଼ୁଥିବା ବେଳେ ବହୁ ନେତା ଅସନ୍ତୁଷ୍ଟ ହୋଇ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଉଦ୍ୟମରେ ଲାଗି ପଡିଛନ୍ତି। ଏଥିରେ କଂଗ୍ରେସ ସବୁଠୁ ଅଧିକ…

ହାରିବା ସୂଚନା ପାଇ ରାଜସ୍ଥାନ ଯାଉନାହାଁନ୍ତି ରାହୁଲ !

ଭୁବନେଶ୍ୱର: ଦେଶର ପ୍ରମୁଖ ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବ୍ୟାପକ ପ୍ରଚାର କରୁଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଜୋରଦାର ଲଢେଇ ଚାଲିଥିବା ରାଜସ୍ଥାନରେ ରାହୁଲଙ୍କ ଦେଖା ମିଳୁନି।…

ଅଶୀରେ କଂଗ୍ରେସ ଯିବ ଖସି, ବିଜେପି ୭୦ କୁ ଧରିଥିବ ବସି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳେ। କିନ୍ତୁ ଏହି ଟ୍ରେଣ୍ଡକୁ ଭାଙ୍ଗିବାକୁ କଂଗ୍ରେସ ସରକାର ସବୁ ଉଦ୍ୟମ କରୁଛି। ଏସବୁ ଭିତରେ ରାଜ୍ୟରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର…

ବିଜେପି କହିଲା ରାବଣକୁ ହରାଅ, କଂଗ୍ରେସ କହିଲା ମିଛ ଧର୍ମଯୁଦ୍ଧ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୬୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଦର୍ଶ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଠୁ ଅଧିକ ୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଯାଞ୍ଚ…

ଗେହଲୋଟ, ପାଇଲଟଙ୍କ କଥା ଶୁଣୁନାହାନ୍ତି ରାହୁଲ, ସର୍ଭେ ରିପୋର୍ଟ ଅନୁଯାୟୀ ନିଷ୍ପତ୍ତି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଏଥର ସମ୍ପୂର୍ଣ୍ଣ ଭିନ୍ନ ରଣନୀତି ସହ ଲଢୁଛି। କୌଣସି ଶୀର୍ଷ ନେତୃତ୍ୱଙ୍କ କଥାରେ ନୁହେଁ ବରଂ ସମ୍ପୁର୍ଣ୍ଣ ସର୍ଭେ ରିପୋର୍ଟ ଆଧାରରେ ହିଁ ଦଳ କାର୍ଯ୍ୟ କରୁଛି। ନା ମୁଖ୍ୟମନ୍ତ୍ରୀ ଗେହଲୋଟ ନା ଅନ୍ୟତମ ପ୍ରମୁଖ ନେତା ସଚିନ ପାଇଲଟ…

ରାଜସ୍ଥାନରେ ଇଡି ସହ ଲଢୁଛି କଂଗ୍ରେସର ଗ୍ୟାରେଣ୍ଟି !

ଭୁବନେଶ୍ୱର: ଗୋଟିଏ ପଟେ ଇଡି ରେଡକୁ ନେଇ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଆହୁରି ବଢ଼ି ଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡକୁ ଭାଙ୍ଗି ଲଗାତର ଦ୍ବିତୀୟବାର ଶାସନକୁ ଫେରିବାକୁ କଂଗ୍ରେସ ବହୁ…

ରାହୁଲଙ୍କ ଅପେକ୍ଷା ଅଧିକ ପସନ୍ଦ ପ୍ରିୟଙ୍କା ଗାନ୍ଧୀ !

ଭୁବନେଶ୍ୱର: ରାଜସ୍ଥାନରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ କରାଯାଉଛି। ରାଜସ୍ଥାନରେ ହେଭିୱେଟ ଫାଇଟ ହେଉଥିବା ବେଳେ ସରକାରକୁ ରିପିଟ କରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଏଭଳି ସ୍ଥିତିରେ…

ରାଜସ୍ଥାନରେ ବସୁନ୍ଧରାଙ୍କୁ ଖୁସି କରାଇଲା ବିଜେପି, ପାଇଲଟଙ୍କ କଥା ବୁଝିଲା କଂଗ୍ରେସ !

ଭୁବନେଶ୍ୱର: ବିଭିନ୍ନ ଚର୍ଚ୍ଚା ଓ କଳ୍ପନା ଜଳ୍ପନା ମଧ୍ୟରେ ରାଜସ୍ଥାନରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବହୁ ପୂର୍ବରୁ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଲଗାତର ବୈଠକ ହେଉଥିଲେ ମଧ୍ୟ ଟିକେଟ ତାଲିକା ଉପରେ ଚୁଡାନ୍ତ ମୋହର ଲାଗି ପାରୁ ନ ଥିଲା। କିନ୍ତୁ…