Latest Odisha News
Browsing Tag

Samir Mohanty

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ

ଭୁବନେଶ୍ୱର : ଇତିହାସର ପୁନରାବୃତ୍ତି କରି ନୂତନ ଓଡ଼ିଶା ଗଠନର ମୂଳଦୂଆ ପକାଇଛନ୍ତି ସ୍ୱାଭିମାନୀ ଧାମନଗରବାସୀ। ଏହା କହିଛନ୍ତି ସମୀର ମହାନ୍ତି। ଏନେଇ ବିଜେପି ଅଫିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ଲାଭ କରିବା ପରେ…

ସରକାରଙ୍କ ଅପାରଗତା ପାଇଁ ବନ୍ୟା ହେଲା :ବିଜେପି

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । ବନ୍ୟାଞ୍ଚଳ ପରିଦର୍ଶନ କରି ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ । ରାଜ୍ୟରେ ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଛି ବିଜେପି  । ସରକାରଙ୍କ…

ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ବର: ରାଜ୍ଯ ସରକାର ବନ୍ୟା ଆସୁଥିବାର ସ୍ବୀକାର କରିଛନ୍ତି। ଏସଆରସିଙ୍କ ସୁଚନା ଅନୁସାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି  ।ତଳିଆ ଅଞ୍ଚଳରେ ଘାଇ ସୃଷ୍ଟିହୋଇ ୩୦୦ରୁ ଉର୍ଦ୍ଧ ଗାଁ ବାହ୍ଯଜଗତରୁ ବିଚ୍ଛିନ୍ନ ହୋଇଛି  । ଏହିଭଳି ସ୍ଥିତିରେ ବନ୍ଯା ଅଞ୍ଚଳର ଳୋକମାନଙ୍କ ଦୁଖଃ ସୁଖରେ ଛିଡା…

ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ: ସମୀର ମହାନ୍ତି

ଭୁବନେଶ୍ୱର, : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର ଜଳାରପୁରଠାରେ ଆୟୋଜିତ ‘ ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି  ସମୀର ମହାନ୍ତି ଯୋଗ ଦେଇଥିଲେ । ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ । ଏହି ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତ…

ରାଜ୍ୟ ବଜେଟକୁ ନେଇ ବିଜେପି ର ପ୍ରତିକ୍ରିୟା

ଭୁବନେଶ୍ବର: ବଜେଟକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସରକାରଙ୍କୁ ଘେରିଛନ୍ତି ।  ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା…

୧୯୭୫ ର ଜରୁରୀକାଳୀନ ପରିସ୍ଥିତି : କଳାଦିବସ ଭାବେ ପାଳନ କଲା ବିଜେପି

ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟ ରାତ୍ରିରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ୪୭ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ…

[ଦେଖନ୍ତୁ ଭିଡିଓ] ଓଡ଼ିଆ ଝିଅ ରାଷ୍ଟ୍ରପତି ହେବାକୁ ସହ୍ୟ କରିପାରୁନି କଂଗ୍ରେସ: ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବାସିନ୍ଦା ଦୀର୍ଘ ଦିନ ଧରି କଂଗ୍ରେସ ଦଳକୁ ଶାସନ କ୍ଷମତାରେ ବସାଇଥିଲେ । ଆଜି ଯେତେବେଳେ ଜଣେ ଓଡ଼ିଆ ଆଦିବାସୀ ଝିଅ ଦେଶ ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି, ସେତେବେଳେ ସେହି ଓଡ଼ିଶା କଂଗ୍ରେସ ଦଳ…

ବିଭୁତି ପଟ୍ଟନାୟକ, ସ୍ୱୟଂମ୍ସ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି

ଭୁବନେଶ୍ୱର: ମୋଦି ସରକାରଙ୍କ ୮ ବର୍ଷ ପୁର୍ତି ଅବସରରେ ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା…