Latest Odisha News

BREAKING NEWS

Browsing Tag

School

ବିଦ୍ୟାଳୟକୁ ଆସୁନି ଚାଉଳ, ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଛାତ୍ରଛାତ୍ରୀ

ଯାଜପୁର : ବିଦ୍ୟାଳୟରେ ଦୀର୍ଘଦିନ ଧରି ବନ୍ଦ ରହିଛି ମଧ୍ୟାହ୍ନ ଭୋଜନ । ଉପାସରେ ଘରକୁ ଫେରୁଛନ୍ତି ଛାତ୍ର ଛାତ୍ରୀ । ବିଂଝାରପୁର ବ୍ଲକର ବିଦ୍ୟାଳୟକୁ ଦୀର୍ଘଦିନ ହେଲା ଚାଉଳ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ହେଉନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ର ଛାତ୍ରୀ ଘରକୁ…

ପଣିକିଆ ଭୁଲିଯିବାରୁ ଡ୍ରିଲ ମେସିନ୍‌ରେ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷକ

ନୂଆଦିଲ୍ଲୀ : ଶିକ୍ଷକଙ୍କ ଉନ୍ମୁତକାଣ୍ଡ । ପଣିକିଆ ନ ଡାକିବାରୁ ଛାତ୍ର ହାତରେ ଡ୍ରିଲ ମେସିନ୍‌ ଚଳାଇଦେଲେ ଶିକ୍ଷକ । ଏଭଳି ଅମାନବୀୟ ଦୃଶ୍ୟ ଉତ୍ତରପ୍ରଦେଶର କାନପୁର ଜିଲ୍ଲା ପ୍ରେମନଗରରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଣେ ଶିକ୍ଷକ କିଭଳି ଛାତ୍ରଙ୍କୁ ଦଣ୍ଡ ଦେବା…

ଶିକ୍ଷକ ନିଯୁକ୍ତି ଓ ବିଜ୍ଞାନ ଶିକ୍ଷକଙ୍କ ବଦଳି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର : ମହାବିରୋଡ଼ ଜନପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶିକ୍ଷକ ନିଯୁକ୍ତି ଏବଂ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପାଇଁ…

ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ମୂଖ୍ୟ ଫାଟକରେ ଝୁଲୁଛି ତାଲା

ନବରଙ୍ଗପୁର : ଏମ. ଖଟୁଗୁଡା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ଝୁଲୁଛି ତାଲା । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏମ.ଖଟୁଗୁଡା ଗାଁରେ ଦେଖିବାକୁ…

ଭଙ୍ଗା କୁଡ଼ିଆରେ ଗଢ଼ା ଚାଲିଛି ଭବିଷ୍ୟତ, ୭ ବର୍ଷ ହେଲା ସରୁନି କୋଠା ନିର୍ମାଣ

ନବରଙ୍ଗପୁର: ପଞ୍ଚମରୁ ପ୍ରଥମ ଶ୍ରେଣୀ । ପଢ଼ୁଛନ୍ତି ୩୨ ଛାତ୍ରଛାତ୍ରୀ । ଆଉ ଏ ଭଙ୍ଗା କୁଡ଼ିଆ ହେଉଛି ପ୍ରାଥମିକ ବିଦ୍ୟାଳୟ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଘୁମରଦୋରା ପ୍ରାଥମିକ ବିଦ୍ୟାଳୟ କୁଡ଼ିଆ ଘରେ ଚାଲିଛି । ବିଡ଼ମ୍ବନା ହେଉଛି ରାସ୍ତାକଡ଼ ପାନ ଦୋକାନ ଠାରୁ ବି ୟେ…

ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

କାମାକ୍ଷାନଗର: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ…

ମେଟ୍ରିକ ସାର୍ଟିଫିକେଟ ପାଇଁ ଦବାକୁ ପଡୁଛି ୨୦୦ ଟଙ୍କା

ଯାଜପୁର : ମେଟ୍ରିକ ପାସ କରିଥିଲେ ମଧ୍ୟ ସାର୍ଟିଫିକେଟ ଦିଆଯାଉ ନାହିଁ  । ଆଉ ଯଦି ସାର୍ଟିଫିକେଟ ଦରକାର , ଦେବାକୁ ପଡିବ ୨୦୦ ଟଙ୍କା । ତାହା ପୁଣି ବିନା ରସିଦରେ  । ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ  । ଏଭଳି କିଛି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା…

ଆସନ୍ତାକାଲିଠୁ ଦୁଇଦିନ ପୁରୀରେ  ବନ୍ଦ ରହିବ ସ୍କୁଲ

ପୁରୀ: ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାରେ ଅନେକ ଗାଁ ଏବେ ପାଣି ଘେରରେ ରହିଛି ।  ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ସମସ୍ୟା ଘେରରେ ଥିବାରୁ  ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅର୍ଥାତ ଆସନ୍ତାକାଲି ଏବଂ ପରଦିନ( ଅଗଷ୍ଟ ୨୨ ଓ ୨୩ ତାରିଖ )  …

[ଦେଖନ୍ତୁ ଭିଡିଓ] ଛାତରୁ ଗଳୁଛି ପାଣି, ପିଲାଏ ପଢ଼ିବେ କେମିତି ?

କୋରାପୁଟ: ଛାତରୁ ଗଳୁଛି ପାଣି । ଚଟାଣ ବି ପୂରା ଓଦା । ବର୍ଷା ହେଲେ ପାଣି ପଢ଼ୁଛି ଶ୍ରେଣୀ ଗୃହରେ । ଏଭଳି ଅବସ୍ଥାରେ ପିଲାଏ କେମିତି ପଢ଼ିବେ ପାଠ ? ଉନ୍ନତ ଶିକ୍ଷାଦାନ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠି ସବୁକିଛି ପ୍ରହସନ ପାଲଟିଛି । ବିଚିତ୍ର ବିଦ୍ୟାଳୟ ଦେଖିବାକୁ…

ସ୍କୁଲରେ ପଢ଼ା ସମୟରେ ସାମ୍ବାଦିକତା ଜରୁରୀ କି ?

ଭୁବନେଶ୍ବର: ଟୁଙ୍ଗୁରୁ ଭୋଳ ଖବରକୁ ନେଇ ସାମ୍ବାଦିକମାନେ ପ୍ରବଳ ଗାଳି ଖାଇବା ପରେ ଆଉ ଏକ ପ୍ରସଙ୍ଗ ଏବେ ଚର୍ଚା ଚାଲିଛି । ତାହା ହେଉଛି ସ୍କୁଲ ଭିତରକୁ ସାମ୍ବାଦିକମାନେ ବିନା ଅନୁମତିରେ ପ୍ରବେଶ କରିପାରିବେ କି ନାହିଁ । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିପାରିବେ କି ନାହିଁ ।…