Latest Odisha News

BREAKING NEWS

Browsing Tag

Violence

ଚାଲିଲା ଯୋଗୀଙ୍କ ବୁଲଡୋଜର: 227 ଗିରଫ

ଲକ୍ଷ୍ନୈା: ୟୁପିରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଯିଏ ହିଂସା କରିବ ତାକୁ କଠୋର ଦଣ୍ଡ ଦିଆଯିବ ଏହା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶକ୍ତ ବାର୍ତ୍ତା । ଆଉ ଏହି କ୍ରମରେ ଯେଉଁମାନେ ନିଲମ୍ବିତ ବିଜେପି କାର୍ଯ୍ୟକର୍ତ୍ତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ…

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ: ୪ ମୃତ, ୪ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ତିନି ଭାଇ ଏବଂ ଜଣେ ପୁତୁରାର ଜୀବନ । ବିଳମ୍ବିତ ରାତିରେ ଗଞ୍ଜାମ ଶେରଗଡ ବ୍ଲକର ହିଞ୍ଜିଳି ଥାନା ନିକଟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଚାରି ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ହସ୍ପିଟାଲରେ…

ଟିଏମସି ନେତାଙ୍କୁ ହତ୍ୟା ପରେ ଗାଁରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୦ ଜୀବନ୍ତଦଗ୍ଧ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା। ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା ପରେ ଗତକାଲି ରାତିରେ ବୀରଭୂମର ରାମପୁରହାଟର ବୋଗତୁଇ ଗାଁରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୮ ଜଣ ଆହତ ହୋଇଥିବା କୁହାଯାଉଛି।…

ଯାଜପୁର ଜିଲ୍ଲା ବରୀରେ ନିର୍ବାଚନୀ ହିଂସା, ବୋମାମାଡ ସହ ଉତ୍ତେଜନା

ଯାଜପୁର : ଯାଜପୁର ଜିଲ୍ଲା ବରୀରେ ନିର୍ବାଚନୀ ହିଂସା । ବରୀ ଶେରପୁର ପଞ୍ଚାୟତର ଶ୍ରୀରାମପୁର ଗାଁର ୧୦ ଓ ୧୧ ନମ୍ବର ବୁଥରେ ବୋମାମାଡ଼ ସହ ଉତ୍ତେଜନା ପ୍ରକାଶ ପାଇଛି । ଶେଷ ପର୍ଯ୍ୟାୟ ନିର୍ବାଚନ ବରୀ ବ୍ଲକରେ ଥିବା ବେଳେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ହେଲେ କଡ଼ା…