Latest Odisha News

BREAKING NEWS

Browsing Tag

viral

ଦେବାଦେବୀଙ୍କ ପାଇଁ ନିୟୋଜିତ, ମାନବ ଦ୍ୱାରା ନିର୍ଯାତିତ

ଭୁବନେଶ୍ୱର: ଲଜ୍ଜାକର ଘଟଣା । ଦେବାଦେବୀଙ୍କ ପାଇଁ ନିୟୋଜିତ । ହେଲେ ମଣିଷଙ୍କ ଦ୍ୱାରା ନିର୍ଯ୍ୟାତିତ । ତାମିଲନାଡୁ ଥେକ୍କାମପଟ୍ଟିରେ ମାଈ ହାତୀ ଜୟମାଲ୍ୟଥାକୁ ଦୁଇଜଣ ମାହୁନ୍ତ ଅତି ନିର୍ମମ ଭାବେ ବାଡିରେ ପ୍ରହାର କରିଥିଲେ । ଜଣେ ପର୍ଯ୍ୟଟକ ଏହି ଭିଡିଓଟିକୁ ଭାଇରାଲ୍ କରିଥିଲାବେଳେ ସମସ୍ତ…

କେମିତି ଚାଲିଥିଲା ବିହାରରେ ମାଟ୍ରିକ ପରୀକ୍ଷା ?

ଭୁବନେଶ୍ୱର: ବିହାରର ଅଧିକାଂଶ ପରୀକ୍ଷାରେ ହୋଇଥାଏ ଖୋଲାଖୋଲି ନକଲ । ଏ ନେଇ ଅନେକ ଭିଡିଓ ଓ ନ୍ୟୁଜ୍ ଆର୍ଟିକଲ ସାମ୍ନାକୁ ଆସିଛି । ହେଲେ ଏଥର ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଜଣେ ପରୀକ୍ଷାର୍ଥୀ ପାଠ ପଢିବା ବଦଳରେ କପି ଚିଠା ଜରିଆରେ ଭଲ ମାର୍କ…

ମାତ୍ର କେଇ ସେକେଣ୍ଡର କାହାଣୀ

ଭୁବନେଶ୍ୱର: ଜୀବନ ମୃତ୍ୟୁର ଖେଳ ତ ସବୁବେଳେ ଚାଲେ । ହେଲେ ଶେଷରେ ମୃତ୍ୟୁ ହିଁ ବିଜୟଲାଭ କରିଥାଏ । ହେଲେ ଆମ ମଧ୍ୟରୁ ବହୁତ କମ ଲୋକ ଥିବେ, ଯିଏ କି ମୃତ୍ୟୁକୁ ଅତି ନିକଟରୁ ଦେଖିଥିବେ । ଏହିଭଳି ଏକ ଘଟଣାର ସିସିଟିଭି ଫୁଟେଜ ଆମ ହାତରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଭାବିବେ, ସତରେ…

ବୟସକୁ ନୁହେଁ, ମହାନତାକୁ ଦେଖନ୍ତୁ

ଭୁବନେଶ୍ୱର: ସେ କୌଣସି ସେଲିବ୍ରିଟି ନୁହଁନ୍ତି । ଟଙ୍କା ଆୟ କରିବାର ନିଶା ବି ନାହିଁ । ତଥାପି ସାରା ବିଶ୍ୱ ତାଙ୍କୁ ଚିହ୍ନିଛି । ଇଜିପ୍ଟର ଜଣେ ୧୨ ବର୍ଷୀୟ ଝିଅକୁ ନେଇ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି । ଏତେ କମ୍ ବୟସରେ ରିମ୍‌-ଏଲ-ଖୌଲୀ ନାମକ ଏହି ଝିଅଟି ଛୋଟଛୋଟ ପିଲାଙ୍କୁ ପାଠ ପଢାଇ…

ପାଗଳାମୀରେ ବି ଚର୍ଚ୍ଚା ଅଛି !

ଭୁବନେଶ୍ୱର: ଚର୍ଚ୍ଚାକୁ ଆସିବା ଲାଗି ଲୋକେ କେତେ କ’ଣ କରିଥାନ୍ତି । କିଏ ଟାଟ୍ଟୁ କରି ଚର୍ଚ୍ଚାକୁ ଆସିଥାନ୍ତି ତ ପୁଣି କିଏ ଜୀବନ ସାରା ଭୋକିଲା ରହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏମିତି ଅନେକ ଉଦାହରଣ ଆମେ ଇଣ୍ଟରନେଟରେ ଖୋଜିଲେ ବେଶ ଆରାମରେ ପାଇପାରିବା । ନିକଟରେ ଏକ…

[ଭିଡିଓ] ନାଗାଲାଣ୍ଡ ଗାୟକ ଗାଇଲେ କିଶୋର ଦା’ଙ୍କ ବଙ୍ଗଳା ଗୀତ !

ଭୁବନେଶ୍ୱର: ଲିଜେଣ୍ଡାରି ସିଙ୍ଗର କିଶୋର କୁମାର । ଏହି ମହାନ ଗାୟକଙ୍କୁ କିଏ ବା ନ ଜାଣେ । ନିକଟରେ ବେଶ ନିଆରା ଅନ୍ଦାଜରେ କିଶୋର କୁମାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଜଣେ ନାଗାଲାଣ୍ଡ ଗାୟକ । ୧୯୫୮ରେ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିବା ଫିଲ୍ମ ଲୁକୋଚୁରିର ଏକ ଗୀତକୁ ନାଗାଲାଣ୍ଡ…

ବର୍ବରତା, ଗଙ୍ଗନଦୀର ଦୁର୍ଲଭ ଡଲଫିନ୍‌ଙ୍କୁ ଅତି ନିର୍ମମ ଭାବେ ହତ୍ୟା !

ପ୍ରତାପଗଡ (ଉ.ପ୍ର): ଗତମାସରେ ସାମ୍ନାକୁ ଆସିଥିଲା ଏହି ଭିଡିଓ । ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଗଙ୍ଗାନଦୀର ଦୁର୍ଲଭ ଡଲଫିନକୁ ଟାଙ୍ଗିଆ ଓ ଠେଙ୍ଗାରେ ପ୍ରହାର କରି ହତ୍ୟା କରିଥିଲେ ତିନିଜଣ ବ୍ୟକ୍ତି । ଉତ୍ତରପ୍ରଦେଶର ପ୍ରତାପଗଡରେ ଘଟିଥିବା ଏହି ଘଟଣାର ଭିଡିଓକୁ ନେଇ ଆରମ୍ଭ…

କୁବେର ସାଜିଲା ମାଙ୍କଡ, ଗଛ ଉପରୁ କଲା ଟଙ୍କା ବର୍ଷା

ଉତ୍ତରପ୍ରଦେଶ: ମାଙ୍କଡଙ୍କ ବଦମାଶୀରେ ପ୍ରାୟ ସମସ୍ତେ ଅତିଷ୍ଠ ହୋଇପଡିଥାନ୍ତି । ଛାତ ଉପରେ କପଡା ଫିଙ୍ଗା ଫୋପଡାଠୁ ଆରମ୍ଭ କରି ଘରେ ପଶି ଉତ୍ପାତ ହେବାରେ ଏମାନେ ବେଶ ମାହିର । ହେଲେ ନିକଟରେ ଏକ ମାଙ୍କଡର କାରନାମା ସମସ୍ତଙ୍କୁ ଚକିତ କରିଥିଲା । ନୋଟ ଭର୍ତ୍ତି ଏକ ବ୍ୟାଗକୁ ଚୋରି କରିବା ପରେ…

ଇଣ୍ଟରନେଟରେ ଭାଇରାଲ୍ ବିଅର ମ୍ୟାଗି ଡ୍ରିଙ୍କ

ଭୁବନେଶ୍ୱର: ଚଳିତବର୍ଷକୁ ଲୋକେ ଅଜବ ବର୍ଷ ଭାବେ ନାମିତ କରିଛନ୍ତି । ତେବେ କେବଳ ନାମକରଣ ନୁହେଁ ବରଂ ଏପରି ଅନେକ କାରନାମା ବି ସାମ୍ନାକୁ ଆସିଛି । ଏହି ଅଜବଗଜବ ଧାରାରେ ସାମିଲ ହୋଇ ଦିଲ୍ଲୀର ଏକ କାଫେ ହାଉସ୍ ଏକ ଅଜବ ଡ୍ରିଙ୍କ ପାଇଁ ଚର୍ଚ୍ଚାକୁ ଆସିଛି । ଏହି ଡ୍ରିଙ୍କର ନାଁ ରହିଛି…

ଗୁଗଲ୍ ପେ କି ଫୋନ୍ ପେ ନୁହେଁ, ଡାଇରେକ୍ଟ ପକେଟ୍ ପେ

ମୁମ୍ବାଇ: ଲାଂଚ ! ଏମିତି ଏକ ଶବ୍ଦ ଯାହା ପୁରାଣରୁ ଆଧୁନିକ ଯୁଗରେ ବି ନିଜ ଅସ୍ତିତ୍ୱ ବଜାୟ ରଖିଛି । ସରକାରୀ ବାବୁ ହୁଅନ୍ତୁ କି ବେସରକାରୀ ଅଫିସର । ସବୁଠି ଚାଲେ ଲାଂଚ ଦିଆନିଆ । ଏହି ସାମାଜିକ ବ୍ୟାଧିକୁ ରୋକିବା ଏତେଟା ସହଜ ନୁହେଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି…