Latest Odisha News
Browsing Tag

viral

[ଭିଡ଼ିଓ] ଓଲଟିଲା ମାଛ ଟ୍ରକ, ବୋହିନେଲେ ଲୋକେ !

ମହାରାଷ୍ଟ୍ର: କରୋନା ସଂକ୍ରମଣ ରୋକିବା ଲାଗି ମହାରାଷ୍ଟ୍ର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ତଥାପି ଆଜି ସକାଳୁ ସୋଲାପୁରରେ ବହୁମାତ୍ରାରେ ଲୋକ ଭିଡ ଜମାଇଥିଲେ । ଏକ ମାଛ ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ସମ୍ଭାଜୀ ମହାରାଜ କେନାଲ ନିକଟରେ ଓଲଟିପଡିଥିଲା । ଯାହା ପରେ ଲୋକେ ମାଛ ହରିଲୁଟ୍…

[ଭିଡିଓ] ଇସ୍ରାଏଲରେ ଭାରତ ପାଇଁ ଶୁଭୁଛି “ଓମ୍ ନମଃ ଶିବାୟ”

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରି ସହ ଜୁଝୁଛି ଭାରତ । ଏପରି ସ୍ଥିତିରେ ଅନେକ ଦେଶ ଭାରତକୁ ବଢାଇଛନ୍ତି ସହାନୁଭୂତି ଓ ସହାୟତାର ହାତ । ଏହି ଧାରାରେ ସାମିଲ ହୋଇ ଗୁରୁବାର ଇସ୍ରାଏଲ୍ ମଧ୍ୟ ଅକ୍ସିଜେନ୍ କନ୍‌ସିଣ୍ଟ୍ରେଟର୍ସ ଓ ରେସ୍ପାଇରେଟର୍ସ ଭାରତକୁ ପଠାଇଛି । ହେଲେ ଏବେ ସେଠିକାର…

[ଭିଡିଓ] କରୋନା ଭୟାବହତାର ଆଉ ଏକ ଉଦାହରଣ…

ଶ୍ରୀକାକୁଲମ୍‌ (ଆନ୍ଧ୍ରପ୍ରଦେଶ): କରୋନାର କରାଘାତରେ ତଳେ ପଡିଥିଲା ବାପା । ସେପଟେ ଝିଅଟି ନିଜ ବାପା ମୁହଁରେ ଟିକେ ପାଣି ଦେବାକୁ ଚାହୁଁଥିଲା । ହେଲେ ଭାଗ୍ୟର ବିଡମ୍ବନା । ଖୋଦ ତଳେ ପଡିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଅର୍ଥାତ ଝିଅଟିର ମାଆ ତା ବାପାକୁ ପାଣି ଦେବାକୁ ମନା କରୁଥିଲା । ହେଲେ…

[ଭିଡିଓ] ପ୍ରଶଂସା ସାଉଣ୍ଟୁଛି କେରଳ ପୋଲିସର ସଚେତନତା ଭିଡିଓ

କେରଳ: କରୋନା ସଚେତନତା ପାଇଁ କେରଳ ପୋଲିସ ଆପଣେଇଛି ନିଆରା ଉପାୟ । ଏକ ସୁପରହିଟ୍ ତାମିଲ ଗୀତରେ ୯ଜଣ ପୋଲିସ କର୍ମୀଙ୍କୁ ଡାନ୍ସ କରିବାରେ ଦେଖିବାକୁ ମିଳିଛି । ଏହି ଗୀତର ଲିରିକ୍ସରେ ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ସାମାଜିକ ଦୂରତ୍ୱ ଅବଲମ୍ବନ ଓ ସାନିଟାଇଜର ବ୍ୟବହାର କରିବା ପର୍ଯ୍ୟନ୍ତ…

[ଭିଡିଓ] ଅଟୋରିକ୍ସାରେ ଆପାତକାଳୀନ ସେବା !

ସତାରା (ମହାରାଷ୍ଟ୍ର): ମହାରାଷ୍ଟ୍ରରେ କରୋନା ଦେଖାଇଛି କରାଳ ରୂପ । ହସ୍ପିଟାଲରେ ନାହିଁ ପର୍ଯ୍ୟାପ୍ତ ବେଡ୍ ବ୍ୟବସ୍ଥା । ଚରମ ସୀମାରେ ପହଂଚିଛି ରୋଗୀଙ୍କ ଦୁର୍ଦ୍ଦଶା । ଏମିତି ସ୍ଥିତିରେ ଜଣେ ମହିଳାଙ୍କ ଚକିତକର ଭିଡିଓ ସମସ୍ତଙ୍କୁ ତାଜୁବ କରିଛି । ଅକ୍ସିଜେନ୍ ସିଲିଣ୍ଡର ଧରି…

ମୁମ୍ବାଇ ମାନିଆ, ଚୁଲିକି ଯାଉ କରୋନା ସଚେତନତା !

ମୁମ୍ବାଇ: କରୋନା ମହାମାରୀରେ ଛଟପଟ ହେଉଥିଲା ସାରା ବିଶ୍ୱ । କିଛିଦନର ତ୍ରାହି ପରେ ପୁଣି କଡ ଲେଉଟିଲାଣି କରୋନା । ତଥାପି ସଚେତନ ହେବାକୁ ନାରାଜ ଆଜିର ଆଧୁନିକ ମଣିଷ । ମାସ୍କ ପିନ୍ଧିବାକୁ କହିବାରୁ ପୌରପାଳିକା ମହିଳା କର୍ମଚାରୀ ନିସ୍ତୁକ ମାଡ ମାରିଛନ୍ତି ଅନ୍ୟ ଜଣେ ମହିଳା । ମୁମ୍ବାଇ…

ଷଣ୍ଢ ଓ ମହାରାଷ୍ଟ୍ର ଭାୟା ମାଲକାନଗିରି !

ମାଲକାନଗିରି: ଷଣ୍ଢ କରିବ ବାସ୍ତୁଦୋଷର ଉପଚାର । ଟଙ୍କା ଦେଲେ ହେବ ରିଷ୍ଟ ଖଣ୍ଡନ । ମହାରାଷ୍ଟ୍ରରୁ ଆସିଥିଲେ ୪ଜଣ । ମାଲକାନଗିରିରୁ ୪୮ ହଜାର ଟଙ୍କା ଠକି ଚମ୍ପଟ୍ ମାରିଥିଲେ । ଶେଷରେ ସେମାନଙ୍କୁ ମହାରାଷ୍ଟ୍ରରୁ ଗିରଫ କରିଥିଲା ମାଲକାନଗିରି ପୋଲିସ । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ,…

ଭାଇରାଲ୍ ପୋଷ୍ଟମୋର୍ଟମ୍ : ବିବାଦୀୟ ବଦ୍‌ରୁଦ୍ଦିନ୍

ଭୁବନେଶ୍ୱର: ହିନ୍ଦୁ ଓ ଭାରତ ବିରୋଧୀ ଭାଷଣ ପାଇଁ ଚର୍ଚ୍ଚାରେ ଏଆଇଡିୟୁଏଫ୍ ମୁଖ୍ୟ ବଦ୍‌ରୁଦ୍ଦିନ୍ ଅଜମଲ । ମୋଗଲ ଶାସନ ଇତିହାସଠୁ ଆରମ୍ଭ କରି ଭାରତରେ ଇସଲାମିକ ଧର୍ମ ରାଜୁତି କରିବା ଭଳି ଦାବି ମଧ୍ୟ ସାମ୍ନାକୁ ଆସିଛି । ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସ୍ତମ୍ଭକାର ଓ ଖବର ପ୍ରସାରଣ ସଂସ୍ଥା…

ଆତ୍ମନିର୍ଭରଶୀଳ ବିଜୟ,୯୮ ନଟ୍ ଆଉଟ୍ !

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । ମାତ୍ର କେଇଦିନ ତଳର କଥା । ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଜଣେ ୯୮ ବର୍ଷୀୟ ବୃଦ୍ଧ ଦେଇଥିଲେ ଆତ୍ମନିର୍ଭରଶୀଳତାର ଜ୍ୱଳନ୍ତ ଉଦାହରଣ । ରାସ୍ତାକଡରେ ବିକୁଥିଲେ ସିଝା ଚଣା । ହେଲେ ତାଙ୍କ କାହାଣୀ ଜାଣିବା ପରେ ଉତ୍ତରପ୍ରଦେଶ…

ଚାଲିଥିଲା ଜୁମ୍ କଲ୍ ମିଟିଂ…

ଭୁବନେଶ୍ୱର: କରୋନା ପାଇଁ ଲକ୍‌ଡାଉନ୍ ପରଠୁ ଲୋକେ ଅନଲାଇନ୍ ମିଟିଂ ଉପରେ ନିର୍ଭର କରିଆସୁଛନ୍ତି । ଜୁମ୍ ଠାରୁ ଆରମ୍ଭ କରି ଗୁଗଲ୍ ମିଟ୍ ଓ ଅନେକ ଆପ୍ଲିକେସନ୍ ଜରିଆରେ ଜାରି ରହିଛି ଭିଡିଓ କଲ୍ ମିଟିଂ । ହେଲେ ଏହି ଅନ୍‌ଲାଇନ୍ ମିଟିଂ ଆରମ୍ଭ ହେବା ପରଠୁ ବେଶ କିଛି ମଜାଳିଆ ଘଟଣା ବି ପ୍ରତିଦିନ…