Latest Odisha News

BREAKING NEWS

Browsing Tag

WORLD

ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’ ଡେ, ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ !

ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ ! କାରଣ, ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’ । ଅର୍ଥାତ, ବିଜୁଳି ସଂରକ୍ଷଣ ପାଇଁ ସାରା ବିଶ୍ୱରେ ଆଜି ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍‌ସ ଅଫ୍‌ ରହିବ । ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ…

ପଖାଳ ଦିବସ ପାଳିଲେ ଓଡ଼ିଆ ନେତା ଓ କର୍ମୀ, ସୋସିଆଲ ମିଡିଆରେ ଶୁଭେଚ୍ଛା ଓ ଫୋଟୋ ପୋଷ୍ଟ୍

ଭୁବନେଶ୍ୱର : ବିଶ୍ୱ ପଖାଳ ଦିବସ ଅବସରରେ ଗାଁଠୁ ସହର, ପ୍ରଦେଶରୁ ପ୍ରବାସୀ ଓଡ଼ିଆଙ୍କ ଯାଏଁ, ସବୁଠି ହୋଇଛି ପଖାଳ ଖିଆର ଆୟୋଜନ । ଓଡ଼ିଆଙ୍କ ପ୍ରିୟ ପଖାଳ କଂସା ପାଖରେ ଆଜି ଦେଖିବାକୁ ମିଳିଛି ଭଳିକିଭଳି ସୁସ୍ବାଦୁ ଖାଦ୍ୟର ପସରା, ଏସବୁ ଭିତରେ ପଲିଟିକାଲ ପଖାଳକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ।…

ଲୁଣ କେଜି ୩୫ ହଜାର

ବ୍ୟୁରୋ : ଆପଣମାନେ ସସସ୍ତେ ଜାଣିଥିବେ ଦୁନିଆର ଏମିତି କିଛି ଖାଦ୍ୟ ନାହିଁ ଯାହା ବିନା ଲୁଣରେ ପ୍ରସ୍ତୁତ କରାଯାଏ । ସେଥିପାଇଁ କଥାରେ ଅଛି ରୋଷେଇ ଘରେ ଲୁଣର ସ୍ଥାନ କିଛି ସ୍ବତନ୍ତ୍ର ।  କାରଣ ଏହା ଉପରେ ଖାଦ୍ୟର ସ୍ବାଦ ନିର୍ଭର କରିଥାଏ ।  ଆଉ ଏକଥା ବି ଜାଣିଥିବେ ଯେ, ଏବେ ମାର୍କେଟରେ…

ଫ୍ଲାସବ୍ୟାକ୍ ୨୦୨୨: ବିଶ୍ୱ ଭୁଲିନପାରିବା ଭଳି କେତେକ ଘଟଣାବଳୀ

ବ୍ୟୁରୋ: ୨୦୨୩ ପାଖେଇ ଆସୁଛି । ବିଦାୟ ନେବ ୨୦୨୨ । ଚଳିତବର୍ଷ ସାରା ବିଶ୍ୱରେ ଚହଳ ପକାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ମନେ ରଖିବେ ବିଶ୍ୱବାସୀ । କିଛି ଘଟଣା ଇତିହାସ ହୋଇ ରହିବ । https://www.youtube.com/watch?v=05ulU1TfZ4M ଯେମିତିକି; ଋଷ-ୟୁକ୍ରେନ ଯୁଦ୍ଧ…

ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଡବଲ୍ ମ୍ୟୁଟାଣ୍ଟ ଦୁନିଆ ପାଇଁ ଚିନ୍ତାର କାରଣ: WHO

 ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହରେ ସବୁଠୁ ବେଶି ପ୍ରଭାବିତ ହୋଇଛି ଭାରତ । ଦେଶରେ ପ୍ରତିଦିନ ନୂଆ ଭାରିଆଣ୍ଟରେ ସଂକ୍ରମିତ ଲକ୍ଷ ଲକ୍ଷ ନୂଆ ମାମଲା ଆସୁଛି । ଯାହା ଏବେ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କରୋନାର ଭାରତୀୟ ଭାରିଆଣ୍ଟ ଅଧିକ…

୧୩ ଅକ୍ଟୋବରରେ ଆକାଶରେ ଦେଖାଯିବ ଲାଲ୍ ଗ୍ରହ!

ନୂଆଦିଲ୍ଲୀ: ଅକ୍ଟୋବର ୧୩ ତାରିଖରେ ମହାକାଶରେ ଏପରି କିଛି ଘଟିବାକୁ ଯାଉଛି ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସୂଚନାଯୋଗ୍ୟ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ, ଯାହା ଫଳରେ ଏହା ପୃଥିବୀ ପୃଷ୍ଠରେ ବୃହତ୍‌ ଆକାରରେ ଦେଖାଯିବ।…

ଆଜି ବିଶ୍ୱ ଡାକ ଦିବସ

୧୯୭୦ରୁ ପ୍ରତିବର୍ଷ ଅକ୍‌ଟୋବର ୯ ତାରିଖରେ ପାଳିତ ହେଉଛି ବିଶ୍ୱ ଡାକ ଦିବସ। ୧୮୭୪ରେ ଏହି ଦିନରେ ସ୍ୱିଜରଲାଣ୍ଡର ବର୍ନରେ ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିୟନ୍‌ ସ୍ଥାପିତ ହୋଇଥିଲା। ଏହାସହ ବିଶ୍ୱରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା।…

ଆଜି ୱାର୍ଲଡ ଅକ୍ଟୋପସ୍‌ ଡେ

ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ପାଳିତ ହୁଏ ବିଶ୍ବ ଅକ୍ଟୋପସ୍‌ ଦିବସ। ଅକ୍ଟୋପସ୍‌ର ସୃଷ୍ଟି ତିରିଶ କୋଟି ବର୍ଷ ତଳେ ହୋଇଥିଲା। ଅର୍ଥାତ୍‌ ଏହା ଡାଇନେସର୍‌ ଠାରୁ ମଧ୍ୟ ପୁରୁଣା। ଏହାର ମସ୍ତିଷ୍କରେ ନ୍ୟୁରନ୍‌ ସଂଖ୍ୟା ପଚାଶ କୋଟିରୁ ଅଧିକ। ଏଯାବତ୍‌ ତିନି ଶହ ପ୍ରଜାତିର…

କରୋନାର କରାଳ କାଳ ବଳୟ ପରର ପୃଥିବୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନାର କରାଳ କାଳ ବଳୟରେ ସମଗ୍ର ବିଶ୍ୱ ଆଜି ଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁ ଲାଗିଛି – ସବୁଠି ନିଆଁ ଜଳୁଛି – ମଶାଣିରେ, ମନ୍ଦିରରେ, ମସଜିଦ୍‌ରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଁଗଣ୍ଡାରେ, ସହରରେ – ସବୁଠି ମଣିଷ ମନରେ ନିଆଁ…

ଜଡଜଗତରେ ଜଡିତ ହେବାକୁ ଏ ଜୀବଜଗତ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆମେ ପ୍ରକୃତି ସହିତ ଖେଳ ଖେଳିଲେ । ଏବେ ପ୍ରକୃତିର ଭୟଙ୍କର ଖେଳ ଆରମ୍ଭ ହୋଇଯାଇଛି । ଆମେ ଆମର ବଡିମା ଦେଖାଇବା ପାଇଁ ମାଟି, ପାଣି, ପବନ, ଆକାଶକୁ ଅକ୍ତିଆରରେ ଆଣିବାପାଇଁ ନୂଆ ନୂଆ ଯନ୍ତ୍ରପାତି, ମାରଣାସ୍ତ୍ର ବ୍ୟବହାର କଲେ । ଧରଣୀବକ୍ଷକୁ…