Latest Odisha News

BREAKING NEWS

Browsing Tag

OCA

ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର

ଭୁବନେଶ୍ବର: ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର । ଓଡ଼ିଶା ପାଇଁ ସେ  ୨ଟି ସିଜିନ ରହିବା ପରେ କୋଚ୍ ପଦ ଛାଡ଼ିଛନ୍ତି ଓ୍ୱାସିମ୍ ଜାଫର । ଓ୍ୱାସିମ୍ ଜାଫର କୋଚ୍ ପଦ ଛାଡ଼ିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।  ୧୯ ବର୍ଷରୁ କମ୍ ବାଂଲାଦେଶ ଟିମ୍‌ର…

ପାସ୍ ବ୍ୟବସ୍ଥା ଫେଲ୍, ଚାରିଆଡୁ ଅସନ୍ତୋଷ

ଭୁବନେଶ୍ବର: ବାରବାଟୀ ମ୍ୟାଚର ଫଳାଫଳରେ ପ୍ରଶଂସକ ନିରାଶ ହୋଇଛନ୍ତି ସତ । ତେବେ ଖେଳରେ ତ ହାର ଜିତ ରହିଛି । ଆଜି ନହେଲେ କାଲି ପୁଣି ଜିତିବ ଟିମ ଇଣ୍ଡିଆ । କିନ୍ତୁ ଏଠି ଅନ୍ୟ ଏକ କାରଣକୁ ନେଇ ସବୁଠି ଚର୍ଚା ହେଉଛି । ତାହା ହେଉଛି ମ୍ୟାଚ ଦେଖିବା ପାଇଁ ପାସ ବ୍ୟବସ୍ଥା । ଏଠାରେ…

ଆସନ୍ତା ୧୫ ତାରିଖରୁ OCA ଆୟୋଜନ କରିବ ମହିଳା କ୍ରିକେଟ ଲିଗ୍‌

ଭୁବନେଶ୍ୱର: ମହିଳା କ୍ରିକେଟ ଲିଗର ଆୟୋଜନ କରିବ ଓଡ଼ିଶା କ୍ରିକେଟ ଆସୋସିଏସ୍- ଓସିଏ । ୯୦ ଖେଳାଳିଙ୍କୁ ନେଇ ଗଠନ କରାଯାଇଛି ୬ଟି ଟିମ୍ । ଓଡ଼ିଶା ଜୁନିୟର ଓ ସିନିୟର କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରୁଥିବା ୫୪ ଜଣ ଖେଳାଳିଙ୍କ ସମେତ ପ୍ରତିଭା ଅନ୍ୱେଷଣ ମାଧ୍ୟମରେ ୩୬ ନୂଆ ଖେଳାଳିଙ୍କୁ ଚୟନ…

ଆଜିଠୁ ବାରବାଟୀରେ OCL ଟି-ଟ୍ୱେଣ୍ଟି: ମୁହାଁମୁହିଁ ହେବେ ୬ଟି ଟିମ୍

କଟକ: ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଯୋଗିତାରେ ଖେଳିବେ ମୋଟ ୬ ଦଳ । ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା…

ସୋମବାରଠୁ ଓସିଏ ଇଣ୍ଟର-ଡିଷ୍ଟିକ ଟି-୨୦ କ୍ରିକେଟ ଲିଗ ଆରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓସିଏ ଇଣ୍ଟର ଡିଷ୍ଟିକ ସିନିୟର ପୁରୁଷ ଟି-୨୦ ଲିଗ ମ୍ୟାଚ। ରାଜ୍ୟର ୩୭ଟି ଟିମକୁ ୬ଟି ଗ୍ରୁପରେ ବିଭକ୍ତ କରି ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏହି ମ୍ୟାଚ ୧୪ ତାରିଖ ଠାରୁ ଆରମ୍ଭ କରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ କଟକ…

ରଣଜୀ ଟ୍ରଫି: ଓଡିଶାରୁ ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ରବିବାର ଦିନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ୧୬ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ଓସିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ୨ଟି ମ୍ୟାଚ୍ ଲାଗି ଏହି ଦଳ ଘୋଷିତ ହୋଇଛି । ଆସନ୍ତା ଡିସେମ୍ବର ୯ ତାରିଖରେ ଓଡିଶାର ରଣଜୀ…

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍ !

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାନେଇ ଆଶା ଉଜ୍ଜିବୀତ ରହିଥିବା ବୁଧବାର ଦିନ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ସୂଚନା ମିଳିଛି । ବାତ୍ୟା ‘ଫନି’ ଦ୍ୱାରା ବାରବାଟୀରେ ହୋଇଥିବା…

ଏସସିବିରେ ଭର୍ତ୍ତି ହେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡିଶା କିକ୍ରେଟ୍ ଆସୋସିଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ଦିନ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଓ ସେସନ ଜଜ୍ କୋର୍ଟ ବୁଧବାର ଦିନ ଶ୍ରୀ ବେହେରାଙ୍କ ବେଲ୍…

ଗିରଫ ହେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ: ଓଡିଶା କିକ୍ରେଟ୍ ଆସୋସିଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗୁରୁବାର ଦିନ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଏହାସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ…