Latest Odisha News
Browsing Tag

University

ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ପୁରୀ: ୧୯୪୪ ମସିହାରେ ସ୍ଥାପିତ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । ଏବେ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜୋରଦାର ଦାବି ହେଉଛି । ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏସସିଏସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା…

ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି…

ରାଗିଂରୁ ବଞ୍ଚିବା ପାଇଁ ୨ ମହଲା ତଳକୁ ଡେଇଁ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ । ରାଗିଂରୁ ବଞ୍ଚିବା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଭୟରେ ୨ ମହଲା ତଳକୁ ଡେଇଁପଡ଼ିଲେ ଛାତ୍ର । ତେବେ ଏଭଳି ଘଟଣା ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ଘଟିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା  ।…

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ନେଇ ସତର୍କ କଲା UGC

ଭୁବନେଶ୍ୱର: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟ କମିଶନ (UGC) ସତର୍କ କରାଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଜଣାପଡ଼ିଛି । ଗୋଟିଏ ରାଉରକେଲା ଓ ଗୋଟିଏ ନକଲି ବିଶ୍ୱବିଦ୍ୟାଳୟ ବାରିପଦାରେ ରହିଛି । ରାଉରକେଲାରେ ନବଭାରତ ଶିକ୍ଷା…

ଛୁଟିରେ ଗଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ

ସମ୍ବଲପୁର :ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ନେଇ ଏବେ ଜୋରଦାର ଚର୍ଚା।  ବିବାଦୀୟ ନିଷ୍ପତ୍ତି ନେଇ କୋଣସେଠା ହୋଇପଡ଼ିଥିବା ପ୍ରଫେସର ମିତ୍ତଲ ଏବେ ଛୁଟିରେ ଯାଇଛନ୍ତି । କୁଳପତି ପ୍ରଫେସର ମିତ୍ତଲ ଛୁଟିରେ ଯିବା ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ଭିତରେ ତ…

ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟରେ ବ୍ୟାପିଲାଣି କରୋନା ଭୂତାଣୁ । ଉପରମୁହାଁ ଥିବା ଭାଇରସ ଏବେ ସରକାରଙ୍କ ଚିନ୍ତା ବଢ଼ାଇଲାଣି । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଏହାସହ ବୃଦ୍ଧି ପାଉଥିବା ପଜିଟିଭିଟିକୁ ନଜରରେ ରଖି ନୂଆ ଗାଇଡଲାଇନ…

ଅନଲାଇନରେ ହେବ ବିଶ୍ବବିଦ୍ୟାଳୟ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଜୁନ୍ ୧ରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅନୁଯାୟୀ ଶାରୀରିକ ଭାବେ ଶ୍ରେଣୀଗୃହରେ କୌଣସି ଶିକ୍ଷାଦାନ ହେବ…

ଗୋଟିଏ ଆକ୍ଟରେ ସବୁ ବିଶ୍ୱ ବିଦ୍ୟାଳୟ, କୂଳପତିଙ୍କ କାର୍ଯ୍ୟକାଳ ୪ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଏଣିକି ଗୋଟିଏ ଆଇନ୍‌ରେ ପରିଚାଳିତ ହେବ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ । ଏନେଇ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । କ୍ୟାବିନେଟରେ ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ ହୋଇଛି । ସମସ୍ତ ୟୁନିଭର୍ସିଟିର ପରିଚାଳନା ଗୋଟିଏ ଆକ୍ଟ ଅଧିନରେ ରହିବ ।…

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ, ଓଡ଼ିଶାରେ ୧ ନମ୍ବର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ଘୋଷଣା ହୋଇଥିବା…

ଜୁନ ୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନଲାଇନ ଆଡମିସନ ଆରମ୍ଭ; ଅଗଷ୍ଟ ୧୧ରେ ପ୍ରକାଶ ପାଇବ ପ୍ରଥମ କଟ୍‌-ଅଫ୍ ତାଲିକା

ନୂଆଦିଲ୍ଲୀ: ସ୍ନାତକୋତ୍ତର ପାଠ୍ୟକ୍ରମ ଆଡମିସନ ନିମନ୍ତେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁସୂଚୀ ପ୍ରକାଶ ପାଇଛି । ଏହି ଅଧିସୂଚନା ଅନୁଯାୟୀ ଆସନ୍ତା ଜୁନ ୮ ତାରିଖ ସକାଳ ୧୦ରୁ ଅନ୍‌ଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଅଧିକ ପଢନ୍ତୁ: ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ…