ଭୁବନେଶ୍ୱରରେ ପାନୀୟ ଜଳ ଲାଗି ଡ଼ହଳବିକଳ ହେଉଛନ୍ତି ସ୍ଥାନୀୟ ବାସିନ୍ଦା, ବିଦ୍ୟୁତ ସେବା ଠପ୍
ଭୁବନେଶ୍ୱର: ଭୟଙ୍କର ବାତ୍ୟାକୁ ତିନିଦିନ ହୋଇଗଲାଣି ଅଥଚ ଖୋଦ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେପରି ଭାବେ ତତ୍ପରତା ପାଇବା କଥା ତାହା ହେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି । ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଥିବା…