ନବେ ବର୍ଷ ପରେ ଫେରୁଛି ‘ବାସନ୍ତୀ’
ନବେ ବର୍ଷ ପରେ ଫେରୁଛି ‘ବାସନ୍ତୀ’
ପ୍ରାୟ ନବେ ବର୍ଷ ତଳେ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଓଡିଆ ସାହିତ୍ୟର ‘ସବୁଜ ଯୁଗ’ରେ ୯ ଜଣ ଲେଖକଙ୍କ ଦ୍ୱାରା ଲେଖାଯାଇଥିବା ଓଡ଼ିଆ ଉପନ୍ୟାସ ‘ବାସନ୍ତୀ’ର ଇଂରାଜୀ ଅନୁବାଦ ଏବେଏବେ ପ୍ରକାଶ ପାଇଛି । ‘ବାସନ୍ତୀ: ରାଇଟିଙ୍ଗ ଦି ନିୟୁ ୱମେନ୍’…