ଢେଙ୍କାନାଳ: ବିଜେପି ବିଧାୟକ ପ୍ରାର୍ଥୀଙ୍କ କାରରୁ ଜବତ ହେଲା ୪ ଲକ୍ଷ ଟଙ୍କା
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଗୁରୁବାର ଦିନ ଫ୍ଲାଇଂ ସ୍କ୍ୱାର୍ଡ ଜଣେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ପ୍ରାୟ ୪ ଲକ୍ଷ ଟଙ୍କା ଜବତ କରିଛନ୍ତି ।
ଏସମ୍ପର୍କରେ ଖବରପାଇ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ମଙ୍ଗଳପୁର ନିକଟରେ ହିନ୍ଦୋଳ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅଶୋକ…